ଜାଣନ୍ତି କି, ପାନ୍‌କ୍ରିଆଟାଇଟିସ୍‌ ରୋଗକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Xoz6yVmPgBs ପାନ୍‌କ୍ରିଆଟାଇଟିସ୍‌ ରୋଗ ଅତ୍ୟଧିକ ମଦ୍ୟପାନ, ଚର୍ବିଯୁକ୍ତ ଖାଦ୍ୟ ଏବଂ ଗଲ୍‌ ବ୍ଲାଡରରେ ଷ୍ଟ୍ରୋନ୍‌ ହେବା ଯୋଗୁଁ ହୋଇପାରେ। ଏହା ଯୋଗୁଁ ପେଟରେ ଯନ୍ତ୍ରଣା, ବାନ୍ତି, ହଠାତ୍‌ ଓଜନ କମିଯିବା ଏବଂ...

ପରୀକ୍ଷା ସମୟରେ ପିଲାଙ୍କ ମାନସିକ ଚାପକୁ କେମିତି ସମ୍ଭାଳିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rMRne4QAbuU&t=4s ପରୀକ୍ଷା ସମୟରେ ପିଲାମାନେ ଚାପ ଅନୁଭବ କରିବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏହି ଚାପ ଏତେ ବଢ଼ିଯାଏ ଯେ, ସେମାନେ ପରୀକ୍ଷାରେ ଠିକ ଭାବେ ପ୍ରଦର୍ଶନ କରିପାରନ୍ତି...

ଜାଣନ୍ତୁ, କେମିତି ଦୂର ହେବ କ୍ୟାଲସିୟମ ଅଭାବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=8oqMYu44Q9Y ଶରୀରରେ କ୍ୟାଲସିୟମ୍‌ ଅଭାବ ହେଲେ ବିଭିନ୍ନ ସମସ୍ୟା ହୋଇଥାଏ, ଯେପରିକି ଆଣ୍ଠୁଗଣ୍ଠି ସମସ୍ୟା, ଅଷ୍ଟିଓପୋରସିସ୍‌ ଇତ୍ୟାଦି। ତେବେ ମହିଳାଙ୍କଠାରେ କ୍ୟାଲସିୟମ ଅଭାବଜନିତ ସମସ୍ୟା କାହିଁକି ହୁଏ, କ୍ୟାଲସିୟମ ଅଭାବଜନିତ ଲକ୍ଷଣକୁ କେମିତି...

ପିଲାଙ୍କ ମୋଟାପଣକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି କମିବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=iRjLca4ulnM ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍‌, କାର୍ଟୁନ୍‌ ଦେଖିବା, ଫାଷ୍ଟଫୁଡ୍‌ ଖାଇବା ଯୋଗୁଁ ଧୀରେ ଧୀରେ ପିଲାଙ୍କର ଓଜନ ବଢ଼ିଥାଏ। ଫଳରେ ମୋଟାପଣ ଯୋଗୁଁ ଅଳ୍ପ ବସୟରୁ...

ଅଣ୍ଟା ବିନ୍ଧୁଛି କି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=nv3z4zJuBCc ଆଜିକାଲି କମ୍‌ ବୟସରୁ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ଭୁଲ ଶୈଳୀରେ ବସିବା, ଶାରୀରିକ ପରିଶ୍ରମର ଅଭାବ ଏବଂ ଏଭଳି ଅନେକ କାରଣ। ତେବେ ଅଣ୍ଟା...

ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା ହେଉଥିଲେ କେମିତି ଜାଣିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-jEJAJJCiJE ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା। ମାନସିକ ଚାପ ବା ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା ସମସ୍ତେ କେବେନା କେବେ ଜୀବନରେ ଅନୁଭବ କରିଥାଆନ୍ତି। ତେବେ ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା ହେଉଛି...

ହାର୍ଟରେ କାହିଁକି ପାଣି ଜମେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=NRo13Y9KoDk ହାର୍ଟ ଚାରିପଟେ ପାଣି ଜମିବାକୁ ମେଡିକାଲ ଭାଷାରେ ପେରିକାର୍ଡିଆଲ ଇଫ୍ୟୁଜନ୍‌ ବୋଲି କୁହାଯାଏ। ଏହି ପାଣି ଯଦି ଅଧିକ ମାତ୍ରାରେ ବଢ଼ିଯାଏ, ତେବେ ହାର୍ଟ ଠିକ୍‌ ଭାବରେ ପମ୍ପ କରିପାରେ...

ଆଇଆଇଏମ୍‌ସି ଢେଙ୍କାନାଳରେ ‘ସ୍ୱାସ୍ଥ୍ୟ ସାମ୍ବାଦିକତା’ ଉପରେ କର୍ମଶାଳା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ (ଆଇଆଇଏମ୍‌ସି) ସ୍ୱାସ୍ଥ୍ୟ ସାମ୍ବାଦିକତା’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଆଇଆଇଏମ୍‌ସି ଢେଙ୍କାନାଳ ଓ ମ୍ୟାଡ୍ସ କମ୍ୟୁନିକେଶନ୍ସର ମିଳିତ ଆନୁକୂଲ୍ୟରେ ଏହି...

ଝାଡ଼ାରେ ଲାଳ ପଡ଼ୁଛି କି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=1-RYS2WGQfo ଝାଡ଼ାରେ ଅଳ୍ପ ମାତ୍ରାରେ ଲାଳ ପଡ଼ିବା ସାଧାରଣ। ହେଲେ ଅଧିକ ମାତ୍ରାରେ ଲାଳ ପଡ଼ିବା ଚିନ୍ତାର କାରଣ ହୋଇପାରେ। ଝାଡ଼ାରେ ଲାଳ ପଡ଼ିବା ସହ ଯଦି ପତଳା ଝାଡ଼ା, ପେଟ...

କ୍ୟାନ୍ସର ଚିକିତ୍ସା ସମୟରେ କ’ଣ ଖାଇବେ ନାହିଁ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=MT-DYcCsxzY&t=3s ସାଧାରଣତଃ କ୍ୟାନ୍ସର ରୋଗୀଙ୍କୁ ରେଡିଏସନ୍‌ ତଥା କେମୋଥେରାପି ଭଳି ଚିକିତ୍ସା ନେବାକୁ ପଡ଼ିଥାଏ। ଏହାର ଅନେକ ଗୁଡ଼ିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ...