ହାର୍ଟକୁ ସୁସ୍ଥ ରଖିବେ କେମିତି, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=y7B7kdrt7rw ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ -୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ...

ବର୍ସାଇଟିସ୍ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=JxPir852bfY ବର୍ସାଇଟିସ୍‌ ଏକ ପ୍ରଦାହଜନିତ ରୋଗ। ସାଧାରଣତଃ ଏହା କାନ୍ଧ, କହୁଣୀ ଏବଂ ତଳି ଅଣ୍ଟାର ଗଣ୍ଠିଗୁଡ଼ିକରେ ହୋଇଥାଏ। ଏହି ସମସ୍ୟା ହେଲେ ଗଣ୍ଠିରେ ଯନ୍ତ୍ରଣା ହେବା, ଫୁଲିଯିବା ବା ନାଲି...

ନର୍ସିଂ କର୍ମଚାରୀଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନ: ରାଜ୍ୟରେ ସ୍ଵାସ୍ଥ୍ୟସେବା ପ୍ରଭାବିତ

ଓଡ଼ିଶାଲାଇଭ ବ୍ୟୁରୋ ସାରା ରାଜ୍ୟରେ ଜାରି ରହିଛି ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ରାଜ୍ୟର ପ୍ରାୟ ୧୫ ହଜାର ନର୍ସ। ଏନେଇ ରାଜ୍ୟରେ ସ୍ଵାସ୍ଥ୍ୟସେବା ଉପରେ...

କୁକୁର କାମୁଡ଼ିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=d0zs27ohles ଆଜି ଓ୍ଵାର୍ଲ୍ଡ ରାବିଜ ଡେ’ ବା ବିଶ୍ଵ ଜଳାତଙ୍କ ଦିବସ। ରାବିଜ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ଏହି ଦିବସ ପାଳନ...

ଆପଣ ଜାଣନ୍ତି କି, କେମିତି ସଫା କରିବେ କାନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Yb7PbjpKPgs ଅଧିକାଂଶ ଲୋକ କାନ କୁଣ୍ଡାଇବା ପାଇଁ ହେଉ ବା କାନକୁ ସଫା କରିବା ପାଇଁ କାନରେ କାଠି, ଚାବି ଆଦି ଭର୍ତ୍ତି କରିଥାଆନ୍ତି, ଯାହା କାନ ପରଦା ପାଇଁ ଆଦୌ...

ମହିଳାମାନେ କେମିତି ରହିବେ ଫିଟ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=tCPwKt6anJw ମହିଳାମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଏହା ସହିତ ନିୟମିତ ବ୍ୟବଧାନରେ ନିଜର...

ବଢୁଛି ଏଏମ୍‌ଆର୍‌ର ଭୟାବହତା: ସଚେତନତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କଲା ମାର୍ଗଦର୍ଶିକା

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିଷ ଶରୀର କୌଣସି ରୋଗ ବା ସଂକ୍ରମଣରେ ଆକ୍ରାନ୍ତ ହେବାପରେ ବାରମ୍ବାର ଔଷଧ ଖାଇବା ପରେ ମଧ୍ୟ ଭଲ ହୋଇ ନଥାଏ, ବିଶେଷ କରି ଆଣ୍ଟିବାୟୋଟିକ୍ ଖାଇବା ପରେ ମଧ୍ୟ ଯଦି...

ଏମ୍ସ ଭୁବନେଶ୍ୱରରେ ଖୋଲିଲା ତମାଖୁ ନିବାରଣ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ତମାଖୁ ନିବାରଣ କେନ୍ଦ୍ର(ଟିସିସି)। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା ବୁଧବାର ଏହାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି...

ସର୍ଭାଇକାଲ କ୍ୟାନ୍ସରକୁ ରୋକିବେ କିପରି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=CBzXAlwCYlE ଗର୍ଭାଶୟର ତଳ ପାଖରେ ଥିବା ସର୍ଭିକ୍ସରେ ହେଉଥିବା କର୍କଟ ରୋଗକୁ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ କୁହାଯାଏ। ସାଧାରଣତଃ ହ୍ୟୁମାନ ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁଁ ମହିଳାଙ୍କଠାରେ...

ହୃଦଘାତର ଲକ୍ଷଣକୁ କେମିତି ଚିହ୍ନିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=BIvHwkfbC10 ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ବ୍ୟାୟାମର ଅଭାବ ଏହାର ମୁଖ୍ୟ କାରଣ ବୋଲି...