ପଶ୍ଚିମଓଡ଼ିଶାର ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ସମୟରେ ବନ୍ଦ ରହିବ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ପଶ୍ଚିମଓଡ଼ିଶାର ୧୦ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ପୁଣିଥରେ ସେହି ଜିଲ୍ଲାଗୁଡ଼ିକ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସପ୍ତାହନ୍ତ...

କରୋନା ପାଇଁ ପୁଣି ଶିକ୍ଷାନୁଷ୍ଠାନ ବନ୍ଦ – ଘରେ ପିଲାମାନଙ୍କର ପାଠପଢ଼ାରେ ମନଯୋଗ କେମିତି ବଢ଼ିବ?

ଗୀତା ଦାସ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ପୁଣିଥରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଏବେ ପିଲାମାନଙ୍କ ପାଠପଢ଼ା ପୂର୍ବଭଳି ପ୍ରଭାବିତ ହେବ। ସେମାନେ ପାଠପଢ଼ା ପ୍ରତି ମନଯୋଗ ଦେଇନପାରନ୍ତି।...

କରୋନା ଦ୍ୱିତୀୟ ଲହରରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ – ଡାକ୍ତର ବିଜୟ ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ନେଇ ଏକ ସଂଘାତିକ ତଥ୍ୟ ଆସିଛି। ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏମିତିକି ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ ମାମଲା ଅଧିକ ଆସୁଛି। ଏକଥା ରାଜ୍ୟ...

ଖୋର୍ଦ୍ଧାରେ କାହିଁକି ବଢୁଛି କରୋନା ସଂକ୍ରମଣ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ କବଳରେ ଓଡ଼ିଶା। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ସଂକ୍ରମଣ ବୃଦ୍ଧିକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା। କରୋନାର ଦ୍ୱିତୀୟ ଲହର ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ...

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ – ଦିନକରେ ୩୧୦୮ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଦୈନିକ ବଢୁଛି ପଜିଟିଭ୍ ସଂଖ୍ୟା। ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର...

କେଉଁ ୧୦ ଜିଲ୍ଲାରେ ବଦଳିଲା ନାଇଟ କର୍ଫ୍ୟୁ ସମୟ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥାପାଇଁ ଗୁରୁବାର କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ ଅନୁସାରେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ...

ରାଜ୍ୟରେ ତିନି ହଜାର ମୁହାଁ ସଂକ୍ରମଣ – ଦିନକରେ ୨୯୮୯ ପଜିଟିଭ୍ ଚିହ୍ନଟ, ୨ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ସଂକ୍ରମଣ ବଢ଼ିବା ସଙ୍ଗେସଙ୍ଗେ ରାଜ୍ୟରେ ମଧ୍ୟ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର...
corona case-2

ଦେଶରେ ବିଗୁଡୁଛି କରୋନା ସ୍ଥିତି – ସଂକ୍ରମଣ ୨ଲକ୍ଷ ପାର୍‌, ୧୦୩୮ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ, ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ଚଳିତ ବର୍ଷ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଦୁଇଗୁଣା ବୃଦ୍ଧି...

ଖରାଦିନେ ରୂପି ସମସ୍ୟାରୁ କେମିତି ଦୂରେଇ ରହିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ କେଶରେ ରୂପି ହେବା ଏକ ସାଧାରଣ ସମସ୍ୟା। କିଛି ଲୋକଙ୍କର ଶୀତଦିନେ ରୂପି ହୋଇଥାଏ। କିଛି ଲୋକଙ୍କର ଖରାଦିନେ ହୋଇଥାଏ। ରୂପି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। କିନ୍ତୁ...

ସଙ୍ଗରୋଧ ଗୃହରେ ଡାଇବେଟିସ୍ ରୋଗୀମାନେ କିଭଳି ନିଜକୁ ସତର୍କ ରଖିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ସବୁ ବର୍ଗର ମଣିଷ ଏହାର ଶିକାର ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ କରୋନା ପରିସ୍ଥିତି...