ରାଜ୍ୟରେ କମୁଛି ସଂକ୍ରମଣ – ଦିନକରେ ୧୮୩ ଆକ୍ରାନ୍ତ, ୨ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି କ୍ରମରେ ଆଜି ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ...

କେତେ ସୁରକ୍ଷିତ କୋଭାକ୍ସିନ? ଅନୁମୋଦନ ପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଶଶି ଥରୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ନାହିଁ। ତେବେ ଶେଷ ପରୀକ୍ଷଣ ପୂର୍ବରୁ ଏହାକୁ ବ୍ୟବହାର ପାଇଁ ଅନୁମୋଦନ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ...

କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲା ଡିଜିସିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ଆରମ୍ଭରେ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି। ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଧିବଧ୍ୟଭାବେ ଅନୁମତି ମିଳିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ଆଜି ୧୯୨ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ କୋଭିଡ୍ ପଜିଟିଭ୍। ସେଥି ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୦୯ ଜଣ ଏବଂ ଲୋକାଲ କେସ୍ ୮୩ ରହିଛି। ଏଥିସହ ରାଜ୍ୟରେ କରୋନା...

କେନ୍ଦ୍ରାପଡ଼ାରେ କୋଭିଡ୍ ଟିକାକରଣର ପ୍ରାକ୍ ପ୍ରସ୍ତୁତି ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ମହାମାରୀ ଭୟରୁ ମୁକ୍ତିପାଇବା ପାଇଁ ସାରା ଦେଶବାସୀ ଏବେ ଟିକାକରଣକୁ ଅନେଇ ବସିଛନ୍ତି। ଏହାରି ଭିତରେ ଆଜିଠୁ ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ...

ପ୍ରଥମ ପର୍ଯ୍ୟାୟରେ ୩ କୋଟି କୋଭିଡ୍ ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଏବେ ଯେକୌଣସି ମୁହୂର୍ତ୍ତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ। ବିଶେଷଜ୍ଞ କମିଟି ମଧ୍ୟ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇସାରିଛି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର...

ରାଜ୍ୟର କରୋନା ରିପୋର୍ଟ – ୨୫୧ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧ ନୂଆ କୋଭିଡ୍ ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ଟପିଛି। ଏପଟେ କରୋନାରେ ଆକ୍ରାନ୍ତ...

ଜାନୁଆରି ୨ରୁ ସବୁ ରାଜ୍ୟରେ ହେବ ଡ୍ରାଏ ରନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଟିକାକରଣ ପାଇଁ ଜାନୁଆରି ୨ ତାରିଖରୁ ସବୁ ରାଜ୍ୟରେ ଡ୍ରାଏ ରନ୍ ଆରମ୍ଭ ହେବ। ପ୍ରତି ରାଜ୍ୟର ରାଜଧାନୀରେ ଏହି ପ୍ରକ୍ରିୟାରେ ଡମି ଟିକାକରଣ କରାଯିବ। ଗୁରୁବାର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ...

ଏ ବର୍ଷର ଶେଷ ଅଫର – ଫ୍ଲିପକାର୍ଟରେ କିଣନ୍ତୁ ଏହି ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇ-କମର୍ସ କମ୍ପାନି ଫ୍ଲିପକାର୍ଟରେ ୨୦୨୦ର ଶେଷ ସେଲ୍ ଆରମ୍ଭ ହୋଇଯାଇଛି। ମୋବାଇଲ୍ସ ଇୟର ଏଣ୍ଡ୍ ନାମରେ ଚାଲିଥିବା ଏହି ସେଲରେ ସାମସଙ୍ଗଠାରୁ ଆରମ୍ଭ କରି ଭିଭୋ, ରିୟଲ ମି ଆଦି ଫୋନ...

ରାଜ୍ୟର କରୋନା ରିପୋର୍ଟ – ଦିନକରେ ୩୦୫ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୩୦୫ ଆକ୍ରାନ୍ତ, ମୃତ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୨୯,୩୦୬କୁ ବୃଦ୍ଧି କରୋନା ମୃତକଙ୍କ ସଂଖ୍ୟା କୁ ବୃଦ୍ଧି ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୦୫...