କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୪୪୧କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ କରୋନା ମୃତ୍ୟୁ
ପ୍ରାଣ ହରାଇଲେ ଆଉ ୧୩ ଆକ୍ରାନ୍ତ
ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୪୧କୁ ବୃଦ୍ଧି
ଗୋଟିଏ ପଟେ ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟାକ ୩୩୭୧...
ରାଜ୍ୟରୁ ଆଜି ୩୩୭୧ ନୂଆ ପଜିଟିଭ୍ ଚିହ୍ନଟ, ୮୭ ହଜାର ଟପିଲା ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିିଟିଭ୍ ଚିହ୍ନଟ
୨୪ ଘଣ୍ଟା ମଧ୍ୟରେ ଆଉ ୩୩୭୧ ସଂକ୍ରମିତ ଚିହ୍ନଟ
ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭,୬୦୨କୁ ବୃଦ୍ଧି
ରାଜ୍ୟରେ ଆଜି ସଂକ୍ରମଣର...
‘ବୁକିଙ୍ଗଜିନି ରିଲୋଡେଡ୍’ ଆପ୍ ମାଧ୍ୟମରେ ଏବେ ଆପଣ ସିଧାସଳଖ ହୋଟେଲ ବୁକିଂ କରିପାରିବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ଲାଇନ୍ ହୋଟେଲ ବୁକିଂ ପାଇଁ ନୂଆ ଫିଚର ଆଣିଛି ‘ବୁକିଙ୍ଗଜିନି ରିଲୋଡେଡ୍’ ଆପ୍
ଆପ୍ ମାଧ୍ୟମରେ ରୁମ୍ ଭିତର ଓ ବାହାରର ଦୃଶ୍ୟ ମଧ୍ୟ ଦେଖିପାରିବେ
ହୋଟେଲ ରହଣିକୁ ଅଧିକ...
ଘରୋଇ ହସ୍ପିଟାଲରେ ୧୨ ଶହ ଟଙ୍କାରେ ହେବ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ୍ ଟେଷ୍ଟର ଦାମ କମାଇଲେ ରାଜ୍ୟ ସରକାର। ଏଣିକି ଘରୋଇ ହସ୍ପିଟାଲରେ ଲୋକମାନେ ମାତ୍ର ୧୨ ଶହ ଟଙ୍କାରେ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ କରାଇପାରିବେ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ...
କଟକ ସହରରୁ ଚିହ୍ନଟ ହେଲେ ୧୨୫ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରୁ ୧୨୫ ନୂଆ ପଜିଟିଭ୍ ଚିହ୍ନଟ
କୁମ୍ଭାରସାହି କଣ୍ଟେନମେଣ୍ଟ୍ ଜୋନରୁ ୩୪ ଜଣ ସଂକ୍ରମିତ
ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ ଶହ ଟପିଲା
କଟକ ସହରରୁ ଆଜି ଚିହ୍ନଟ...
ଡିସେମ୍ବର ସୁଦ୍ଧା ମିଳିବ କି ଟିକା? କୋଭିସିଲ୍ଡ ଓ କୋଭାକ୍ସିନକୁ ନେଇ ବଢ଼ିଲା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ବଢ଼ୁଛି କରୋନା ସଂକ୍ରମଣ
ଡିସେମ୍ବର ସୁଦ୍ଧା ମିଳିପାରେ ଟିକା
ସମଗ୍ର ବିଶ୍ୱରେ ୧୬୦ରୁ ଅଧିକ ଟିକାର କ୍ଲିନିକାଲ ଓ ପ୍ରିକ୍ଲିନିକାଲ ଟ୍ରାଏଲ
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।...
ଅଗଷ୍ଟ ୨୬ରେ ଲଞ୍ଚ ହେବ LG Q୯୨ ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଫିଚର୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଉଥ୍ କୋରିଆନ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଏଲଜି ଲଞ୍ଚ୍ କରିବ Q୯୨, ୫-ଜି ସ୍ମାର୍ଟଫୋନ୍। ହ୍ୱାଇଟ୍, ବ୍ଲୁ ଓ ରେଡ୍ ଭଳି ତିନୋଟି କଲର୍ ଭାରିଏଣ୍ଟରେ ଲଞ୍ଚ୍ ହେବାକୁ ଥିବା ଏହି...
ଜିଓ ଆଣିଲା ନୂଆ ପ୍ଲାନ୍ – ମିଳିବ ଡିଜ୍ନି ଓ ହଟ୍ଷ୍ଟାର୍ ଭିଆଇପିର ଫ୍ରି ସବ୍ସ୍କ୍ରିପ୍ସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟପ୍ରେମୀଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି କ୍ରିକେଟ ଧନ୍ ଧନା ଧନ୍ ପ୍ଲାନ୍ ଅଫର। ଜାଣନ୍ତୁ କେଉଁ ପ୍ଲାନ୍ରେ କ’ଣ ରହିଛି ସୁବିଧା।
ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)କୁ ନେଇ ଉତ୍ସାହିତ ଥିବା କ୍ରିକେଟପ୍ରେମୀଙ୍କ...
ଗ୍ରାମାଞ୍ଚଳ ଗରିବଙ୍କ ପାଇଁ କୋଭିଡ୍-୧୯ ପ୍ୟାକେଜ୍ ଘୋଷଣା, ଅର୍ଥନୀତି ସୁଧାରିବାକୁ ଗୁରୁତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରୋନା ପ୍ୟାକେଜ୍ ଘୋଷଣା
ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ଟଙ୍କା ଋଣ
କୃଷି ଓ ଅଣ କୃଷି କ୍ଷେତ୍ରରେ ନିୟୋଜିତ...
ଚିନ୍ତା ବଢ଼ାଉଛି କରୋନା – ରାଜ୍ୟର ୩୦ ଜିଲ୍ଲାରୁ ୨୮ ଜିଲ୍ଲା ରେଡ୍ ଜୋନରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲା ରେଡ୍ ଜୋନରେ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇ ବଢ଼ିଚାଲିଛି। ପ୍ରତିଦିନ ପାଖାପାଖି ୩ ହଜାର ନୂଆ ସଂକ୍ରମିତ...





















