ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସପ୍ତାହେ ଯାଏଁ ଲକଡାଉନ୍‌

 ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ମ୍ୟୁନିସିପାଲିଟି  ଓ ବାଲିମେଳା ଏନ୍‌ଏସି ଅଞ୍ଚଳକୁ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି ଲକଡାଉନ ଜୁଲାଇ ୧୩ ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର...

କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ – ସମସ୍ତ ମୃତକ ଗଞ୍ଜାମର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରେ ରାଜ୍ୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ବ୍ୟକ୍ତି ଗଞ୍ଜାମର ଜଣାପଡ଼ିଛି। ଫଳରେ ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଥିଲା ବେଳେ ରାଜ୍ୟରେ...

ଦେଶରେ ସାଢ଼େ ୮ ଲକ୍ଷରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୨ ହଜାରରୁ ଅଧିକ ମୃତ୍ୟୁ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ରବିବାର ପୁଣି ୧୯,୭୯୧ ଜଣ ପଜିଟିଭ୍ ଚିହ୍ନଟ ହେବାପରେ...
coronavirus-in-odisha-4

ରାଜ୍ୟରେ ପୁଣି ୫୯୫ କରୋନା ପଜିଟିଭ୍ ଚିହ୍ନଟ – ଗଞ୍ଜାମରୁ ସର୍ବାଧିକ ୨୩୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ତ ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୨୧ ରେ ପହଞ୍ଚିଛି। ଏନେଇ...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ‘କେତେ ନୂଆ ବାଟ’ର ସପ୍ତମ ଅଧ୍ୟାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ – ‘କୋଭିଡ୍‌ ସମୟରେ ଗଣମାଧ୍ୟମ’ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଅଙ୍ଗେନିଭା କାହାଣୀ ୟୁନିସେଫ୍‌ର କମ୍ୟୁନିକେସନ...

ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା, ମୁମ୍ବାଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍‌ର ମହାନାୟକ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା। ଏନେଇ ଖବର ଆସିବା ପରେ ପୂରା ବଲିଉଡ୍‌ ଜଗତ ହଲ୍‌ଚଲ୍‌ ହୋଇଯାଇଛି। ଅମିତାଭଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଲା ଘରେ ବସି ପରୀକ୍ଷା ଦେଲେ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତାର ସହିତ ଘରେ ବସି ପରୀକ୍ଷା ଦେଇଛନ୍ତି। ଶେଷ ସେମିଷ୍ଟର ପିଲାଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାକୁ କୁହାଯାଉଛି 'ହୋମ ବେସ୍‌ଡ ଓପନ...

ସେଲୁନ ଉପରେ କରୋନା ମାଡ଼ – ଆସୁନାହାନ୍ତି ଗ୍ରାହକ, ଚିନ୍ତାରେ ଦୋକାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ସେଲୁନ୍‌ ଉପରେ ପ୍ରଭାବ ପକାଇଛି। ସେଲୁନ ଖୋଲିବା ଉପରେ ସରକାର କଟକଣା ହଟାଇ ନେଇଥିଲେ ମଧ୍ୟ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସେଲୁନ୍‌କୁ ନଆସି ଲୋକେ ନିଜ...
corona recover

ରାଜ୍ୟରେ ଆଉ ୩୮୮ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରେ ସୁସ୍ଥଙ୍କ ସଂଖ୍ୟା ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ଆଉ ୩୮୮ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୮୩୬୦ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ...

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ – ଏଥରର ପ୍ରସଙ୍ଗ କୋଭିଡ୍‌ ସମୟରେ ‘ଗଣମାଧ୍ୟମର ଭୂମିକା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ – ‘କୋଭିଡ୍‌ ସମୟରେ ଗଣମାଧ୍ୟମ’ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଅଙ୍ଗେନିଭା କାହାଣୀ ୟୁନିସେଫ୍‌ର...