ସୁସ୍ଥ ଶରୀର ପାଇଁ ଖାଦ୍ୟରେ ସାମିଲ କରନ୍ତୁ ସୂର୍ଯ୍ୟମୁଖୀ ମଞ୍ଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଶି, ତୁଳସୀ, ସୂର୍ଯ୍ୟମୁଖୀ ପରି କିଛି ମଞ୍ଜିକୁ ନିୟମିତ ସେବନ କଲେ କେବଳ ଯେ ଆମ ଶରୀରକୁ ସୁସ୍ଥ ରହେ ତା’ ନୁହେଁ, ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବି ବାହାର...

ଲକ୍‌ଡାଉନ୍ ୪.୦ – ଭୁବନେଶ୍ୱରରେ ଖୋଲିବ ସେଲୁନ୍‌, ପାର୍ଲର, ସ୍ପା ଓ ଜଳଖିଆ ଦୋକନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେଲୁନ୍‌, ପାର୍ଲର ଓ ସ୍ପାର କର୍ମଚାରୀମାନେ ଗ୍ଲୋବ୍ସ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଭୁବନେଶ୍ୱରରେ ଖୋଲିବ ସେଲୁନ୍‌, ପାର୍ଲର ଓ ସ୍ପା। ଏହାସହ ରାସ୍ତାକଡ଼ ଜଳଖିଆ ଦୋକାନ ମଧ୍ୟ ଖୋଲି ପାରିବ। ଲକ୍‌ଡାଉନ୍‌...

ଖରାଦିନେ ଖାଦ୍ୟ ପ୍ରତି ରହନ୍ତୁ ସଚେତନ, ହୋଇପାରେ ସମସ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଏହି ସମୟରେ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ। ସେଥିରୁ ବିଭିନ୍ନ ସମସ୍ୟା ହୋଇପାରେ। ଗରମ ଦିନରେ...

ଭୁବନେଶ୍ଵରରେ ପୋଲିସ କର୍ମଚାରୀଙ୍କୁ କରୋନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ଵରରେ ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି କମିସନରେଟ ପୋଲିସ। ପୋଲିସ କର୍ମଚାରୀ ଜଣକ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା...

ରାଜ୍ୟରେ ପୁଣି ସୁସ୍ଥ ହେଲେ ୩୦ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି କରୋନା କବଳରୁ ସୁସ୍ଥ ହେଲେ ୩୦ ଜଣ ଆକ୍ରାନ୍ତ। ଓଡ଼ିଶାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି...

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଲା, ୩ ହଜାରରୁ ଅଧିକ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୯୭୦ଟି ନୂଆ ପଜିଟିଭ୍ କେସ୍ ସାମନାକୁ ଆସିବା ସହିତ ଦେଶରେ...

କରୋନା ନେଲା ଆଉ ଏକ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଯୋଗୁଁ ରାଜ୍ୟରେ ଆଉ ଜଣକ ମୃତ୍ୟୁ ହୋଇଛି। ମୃତକ ଜଣକ କଟକର ଜଣେ ୭୫ ବର୍ଷିୟ ବୃଦ୍ଧ। ସେ ଭୁବନେଶ୍ଵରେ ଏମ୍ସରେ ଚିକତ୍ସିତ ହେଉଥିଲେ। ଏହାସହ ରାଜ୍ୟରେ କରୋନା...

ରାଜ୍ୟରେ ପୁଣି ୧୦୨ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ଖାଦ୍ୟରେ ସାମିଲ କରନ୍ତୁ ଶାଗ, ଥଣ୍ଡା-ଜ୍ୱରରୁ ମିଳିବ ମୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ରହିବା ପାଇଁ ଖାଦ୍ୟରେ ନିୟମିତ ଶାଗ ସାମିଲ କରିବା ଭଲ। କାରଣ ନିୟମିତ ଶାଗ ଖାଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ପାଳଙ୍ଗ ଆଇରନ୍‌, ମ୍ୟାଗ୍ନେସିୟମ, ଭିଟାମିନ୍ ଏ...