ରାତିରେ ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ୍ – ସକାଳୁ ଦେଖାଯିବେ ଫିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ କିଛି ନା କିଛି ଉପାୟ ଆପଣେଇଥାନ୍ତି। ସେ ଘରୋଇ ଉପାୟରେ ହେଉ ବା କୌଣିସି ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାରି କରି ହେଉ। କେମିତି ସୁନ୍ଦର...

ଉଷୁମ ପାଣି ପିଇଲେ ଦୂର ହୁଏ କୋଷ୍ଠକାଠିନ୍ୟ ସମସ୍ୟା

ଉଷୁମ ପାଣି ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ନଖ ଉଷୁମ ପାଣି ପିଇଲେ ମୁଣ୍ଡ ବିନ୍ଧା, ଅଧ କପାଳି, ଉଚ୍ଚ ରକ୍ତ ଚାପ, ଗଣ୍ଠି ବ୍ୟଥା, ପେଟ...

କେନ୍ଦ୍ରାପଡ଼ାର ୧୧୬୩ଟି ଅସ୍ଥାୟୀ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪୪ ଧାରା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଦିନକୁ ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଅସ୍ଥାୟୀ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ନୂଆ ନୂଆ ସମସ୍ୟା ସୃଷ୍ଟି ହେବାକୁ ଲାଗିଲା। ସଙ୍ଗରୋଧ କେନ୍ଦ୍ର ମଧ୍ୟରେ ଓ ବାହାରେ ସଙ୍ଗରୋଧ ବଦଳରେ ସଙ୍ଘବଦ୍ଧ...

ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ନମୁନା ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌-୧୯ ନମୁନା ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର। ସମ୍‌ ହସ୍ପିଟାଲରେ କୋଭିଡ୍‌-୧୯...

‘ଆତ୍ମ ନିର୍ଭର ଭାରତ’ ଅଭିଯାନ – ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଘୋଷଣା କରିଛନ୍ତି। ଏହି ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର...

ଲକଡାଉନ୍ – ହ୍ୱାଟ୍‌ସ୍‌ଆପ୍‌ରେ ତାଲିକା ପଠାଇଲେ ସୁନ୍ଦରଗଡ଼ରେ ଘରେ ପହଞ୍ଚୁଛି ଗ୍ରୋସରୀ ସାମଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ମ୍ୟୁନିସିପାଲିଟି ଜରିଆରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଘରେ ଘରେ ପହଞ୍ଚୁଛି ରାସନ ସାମଗ୍ରୀ ତିନି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ବ ସୁନ୍ଦରଗଡ଼ ରେଡକ୍ରସ୍‌ ପକ୍ଷରୁ ଆର୍ଥିକ...
Coronavirus - Elmshorn

ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ – ସମସ୍ତେ ଯାଜପୁରର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏହା ସହ ରାଜ୍ୟରେ ବର୍ତ୍ତମାନ ୧୧୬କୁ ବୃଦ୍ଧି ପାଇଛି ସୁସ୍ଥ ବ୍ୟକ୍ତିଙ୍କ...

ଫୋକସ୍‌ରେ ୬ ଜିଲ୍ଲା – କ୍ୱାରେଣ୍ଟିନ୍‌ ସେଣ୍ଟରରେ ବଢ଼ିବ ବେଡ୍‌ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ବର୍ତ୍ତମାନସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିଶେଷକରି ୬ଟି ଜିଲ୍ଲା ଉପରେ ଫୋକସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ...

ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ କରୋନା ଅପଡେଟ୍‌ – ଜାଣନ୍ତୁ ପୂରା ରିପୋର୍ଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ମଙ୍ଗଳବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କଣ ରହିଛି କରୋନା ସ୍ଥିତି। ଓଡ଼ିଶାରେ କରୋନା ରାଜ୍ୟରେ ଆଜି...

୫୦ ଦିନ ପରେ ଗଡ଼ିଲା ଟ୍ରେନ୍‌ – ନୂଆଦିଲ୍ଲୀରୁ ବିଳାସପୁର ଅଭିମୁଖେ ଗଡ଼ିଲା ପ୍ରଥମ ଟ୍ରେନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଲକ୍‌ଡାଉନ୍‌ ଭିତରେ ଆଜିଠାରୁ ରେଳସେବା ଆରମ୍ଭ ହୋଇଛି। ୫୦ ଦିନ ପରେ ରେଳ ଧାରଣାରେ ଟ୍ରେନ୍‌ ଗଡ଼ିଛି। ନୂଆଦିଲ୍ଲୀରୁ ଆଜି ଅପରାହ୍‌ଣ ୪ଟାରୁ ବିଳାସପୁର ଅଭିମୁଖେ ଟ୍ରେନ ଯାତ୍ରା କରିଛି।...