କରୋନାକୁ ନେଇ ୨୪ ଘଣ୍ଟାର ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ଖବର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସହ ବିଶ୍ୱ ଓ ଦେଶର କରୋନା ସୂଚନା ଦିଆଯାଇଛି।
ଓଡ଼ିଶାରେ କରୋନା
ଗୋଟିଏ ଦିନରେ ୭ ପଜିଟିଭ ଚିହ୍ନଟ।
...
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତାଙ୍କ ଘର ଭୁବନେଶ୍ୱରରେ। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ୨୬ ଜଣ ସୁସ୍ଥ...
କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fbYkoY8WDoE&feature=emb_logo
କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...
ବାଲେଶ୍ୱରବାସୀଙ୍କୁ କରୋନା ଡର – ଚିନ୍ତା ବଢ଼ାଇଲେ କୋଲକାତା ଫେରନ୍ତା, ୧୦ ଦିନରେ ୧୬ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା।
ବାଲେଶ୍ୱରରେ କରୋନା ସ୍ଥିତି ଅଣାୟତ୍ତ। ଏହି ଜିଲ୍ଲାରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵର, ଭଦ୍ରକ ଏବଂ ଯାଜପୁର ପରେ ବାଲେଶ୍ୱର ହେଉଛି ଚତୁର୍ଥ ହଟସ୍ପଟ...
କରୋନାର ନୂଆ ଲକ୍ଷଣ ନେଇ ସୂଚନା ଦେଲା ସିଡିସି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାମ୍ନାକୁ ଆସୁଛି କରୋନାର ନୂଆ ଲକ୍ଷଣ। ଏନେଇ ସୂଚନା ଦେଲେ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍(ସିଡିସି)। କାଶ ହେବା ଓ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବା...
କ’ଣ କଲେ ଆପଣଙ୍କର ମୁହଁକୁ ଛୁଇଁବା ଅଭ୍ୟାସ ଭାଙ୍ଗିଯିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ଯେଉଁ କେତେଗୁଡ଼ିଏ ଉପାୟ ଅଛି ସେଥିମଧ୍ୟରୁ ମୁହଁକୁ ନ ଛୁଇଁବା ଅନ୍ୟତମ। ଅଭ୍ୟାସବଶତଃ ଲୋକମାନେ ମୁହଁକୁ ବାରମ୍ବାର ଛୁଇଁଥାନ୍ତି।...
ଆମେରିକା ଉପରେ ସାଇବର ଆଟାକ? ଚୀନ ବିରୁଦ୍ଧରେ ଟ୍ରମ୍ପଙ୍କ ସଙ୍ଗୀନ ଅଭିଯୋଗ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱକୁ ଚୀନ ଅନ୍ଧାରରେ ରଖିଥିବା ଅଭିଯୋଗ ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ କହିଛନ୍ତି...
କର୍ତ୍ତବ୍ୟ ପାଇଁ ବିବାହ ତାରିଖ ଘୁଞ୍ଚାଇଲେ ପୋଲିସ ସବ୍-ଇନ୍ସପେକ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବିବାହ ପାଇଁ ଶେଷ ହୋଇଥିଲା ସବୁ ପ୍ରସ୍ତୁତି। ହେଲେ କର୍ତ୍ତବ୍ୟ ପାଇଁ ନିଜ ବିବାହ ତାରିଖ ଘୁଞ୍ଚାଇ ଦେଲେ ପୋଲିସ ସବ୍-ଇନ୍ସପେକ୍ଟର। ଏହି ପୋଲିସ ଅଧିକାରୀ ଜଣକ...
କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
ଥଣ୍ଡା, ସର୍ଦ୍ଦି ଭଳି ଯେମିତି...
କୋରାପୁଟରେ କଟକଣା – ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଦୋକାନ ଖୋଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ସଂକ୍ରମଣ ରୋକିବା ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ସାମାଜିକ ଦୂରତା ରକ୍ଷା କରିବା ପାଇଁ...





















