ଗଞ୍ଜାମରେ କୋହଳ ହେବ ଲକଡାଉନ୍ କଟକଣା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ଲକଡାଉନ୍ ନିୟମ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ସୋମବାରଠାରୁ ଜିଲ୍ଲାର ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ...
stop corona 11

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ। କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତା ଓ ପରିଚ୍ଛନ୍ନତା ଆପଣଙ୍କ...

ନୟାଗଡ଼ ଜିଲ୍ଲା ଚାନ୍ଦପୁରରେ ଲୋକାର୍ପିତ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ନୟାଗଡ଼ ଜିଲ୍ଲା ଚାନ୍ଦପୁରଠାରେ ଲୋକାର୍ପିତ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଜିଲ୍ଲାର କରୋନା ରୋଗୀମାନେ ଚିକିତ୍ସିତ ହୋଇପାରିବେ। ଜିଲ୍ଲାର...

ଦିଲ୍ଲୀ ସରକାରଙ୍କୁ ୧୫ ହଜାର N-95 ମାସ୍କ ଦେଲେ ଯୁବରାଜ ସିଂ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶକୁ ଏବେ ଘାରିଛି କରୋନା ଚିନ୍ତା। କରୋନା ଭାଇରସ୍‌ରୁ ମୁକୁଳିବା ପାଇଁ ଲଢ଼େଇ କରୁଛି ଦେଶ। ଏହା ମଧ୍ୟ ଦେଶବାସୀ ପରସ୍ପରକୁ ସାହାଯ୍ୟ ମଧ୍ୟ କରୁଛନ୍ତି। ଏହି ସମୟରେ କ୍ରିକେଟର,...
older people

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo   ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...

ଆନ୍ଧ୍ରପ୍ରଦେଶରୁ ଝାଡ଼ଖଣ୍ଡ ଚାଲି ଚାଲି ଯାଉଥିଲେ ୧୧ ଶ୍ରମିକ, ଉଦ୍ଧାର କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ରେଳଧାରଣାରେ ଚାଲିଚାଲି ଝାଡ଼ଖଣ୍ଡ ଯାଉଥିବା ୧୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ। ଏହି ପ୍ରବାସୀ ଶ୍ରମିକମାନେ ଆନ୍ଧ୍ରପ୍ରଦେଶର...

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘୋଷଣା...

କେରଳର କାସରଗୋଡ ଥିଲା ଦେଶର ହଟ୍‌ସ୍ପଟ୍‌, ଏବେ ହୋଇଛି ମଡେଲ – ଜାଣନ୍ତୁ କିପରି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଗୋଟିଏ ସମୟରେ କେରଳର ୯୦ ପ୍ରତିଶତ କରୋନା ପଜିଟିଭ କାସରଗୋଡ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଏହି ଜିଲ୍ଲାରେ ୬ ଜଣଙ୍କ ରିପୋର୍ଟ ପରୀକ୍ଷା ହୋଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ...

ଭାରତରେ ୫୦୦ରୁ ଅଧିକ ଜୀବନ ନେଲାଣି, ୧୪ ହଜାରରୁ ଅଧିକ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ମୃତ୍ୟୁସଂଖ୍ୟା ରବିବାର ବୃଦ୍ଧି ପାଇ ୫୦୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଏବେ ବି ୧୨...

ଲକ୍‌ଡାଉନ୍‌ ଡାଏରି: ନିଜକୁ ଭଲପାଇବାର ବେଳ ଇଏ – ଡକ୍ଟର ହିରଣ୍ମୟୀ ମିଶ୍ର 

ଭରି ଯାଇଥିବା ଯେତେ କ୍ଷତ, ଯେତେ ଗାତ/ କେହି ଜଣେ ପୋଛିନେବ ହାତ ପାପୁଲିରେ/ ଏ ମାଟିରେ ହିଂସା ସହ ବହିଛି ଯେ ରେତ/ ବିନ୍ଦୁ ବିନ୍ଦୁ ସଞ୍ଚରିବ ଜୀବନ ପ୍ରେମରେ। …...