କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ।
କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ।
ସାମାଜିକ ଦୂରତା ଓ ପରିଚ୍ଛନ୍ନତା
...
କରୋନା ମୁକାବିଲା – ଭୁବନେଶ୍ଵର ପାଇଁ ୬ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ଵ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ କରୋନା ଆକ୍ରାନ୍ତ ବଢୁଥିବାରୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ରାଜଧାନୀକୁ ୩ଟି ଜୋନ୍ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍ଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ଅଧିକାରୀମାନେ ଭୁବନେଶ୍ଵରରେ...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
ମେ’ ୩ ଯାଏଁ ଲକ୍ଡାଉନ୍ – ଜାଣନ୍ତୁ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ?
ଓଡ଼ିଶାଲାଇଭ୍ କୋରନା ବ୍ୟୁରୋ
କେନ୍ଦ୍ର ସରକାର ଦେଶରେ ଲକ୍ଡାଉନ୍ ଅବଧିକୁ ମେ’ ୩ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଏହି ଲକ୍ଡାଉନ୍ ଏପ୍ରିଲ ୧୫ ତାରିଖରୁ ଲାଗୁ ହୋଇଛି। ତେବେ ଏହି ଲକ୍ଡାଉନ୍ ପାଇଁ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...
କ୍ରିକେଟକୁ କରୋନା ସଙ୍କଟ: ଆଶଙ୍କାରେ ଟି-୨୦ ବିଶ୍ୱକପ୍ ଆୟୋଜନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା କାରଣରୁ ଏବେ କ୍ରିକେଟ ଜଗତ ମଧ୍ୟ ସଙ୍କଟରେ ପଡ଼ିଯାଇଛି। ବିଶେଷ କରି ଚଳିତବର୍ଷ ଶେଷଆଡ଼କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନରେ କରୋନା ବଡ଼ ସଙ୍କଟ...
ଡାଇବେଟିସ୍ ହୋଇଥିଲେ ଖାଆନ୍ତୁ ଏହି ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଇବେଟିସ୍ ରୋଗୀମାନେ ନିଜ ଖାଦ୍ୟ ଉପରେ ବେଶୀ ଯତ୍ନବାନ ହେବା ଆବଶ୍ୟକ। ଠିକ୍ ଖାଦ୍ୟ ଖାଇବା ଦ୍ୱାରା ଡାଇବେଟିସ୍ ଅନେକ ପରିମାଣରେ ନିୟନ୍ତ୍ରଣରେ ରହିଥାଏ। ଡାଇବେଟିସ୍ ରୋଗୀ ଡାଏଟ୍ରେ କ’ଣ ଖାଇବେ...
ଡାଇବେଟିସ୍ ରୋଗୀ କିଭଳି କରିବେ କରୋନା ମୁକାବିଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ ଯୋଗୁଁ...
କରୋନା ସଂକ୍ରମଣ ସମୟରେ କେମିତି ବୁଝିବା ବୟସ୍କଙ୍କ କଥା?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
ମୋବାଇଲ ଆଣିପାରେ କରୋନା, ଜାଣନ୍ତୁ କେମିତି ରଖିବେ ପରିଷ୍କାର?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=h2kByKBLD3o]
କରୋନା ଭୂତାଣୁ ସଂକ୍ରମଣୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏବେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। କରୋନାରୁ ବଞ୍ଚିବା ପାଇଁ ମୁଖ୍ୟତଃ ହାତ ସଫାକୁ ଗୁରୁତ୍ୱ ଦିଆଯାଉଛି।...





















