ଆଇବ୍ରୋ ସେପ୍‌ କରିବା ପରେ ତ୍ୱଚା ନାଲି ପଡ଼ୁଛି କି? ଆପଣାନ୍ତୁ ଘରୋଇ ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇବ୍ରୋ ମୁହଁର ଏକ ଆକର୍ଷଣୀୟ ଭାଗ। ଏହାକୁ ଠିକ୍ ଭାବେ ସେପ୍ ଦେଲେ ମୁଖ ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ। ଏଥିପାଇଁ ଥ୍ରେଡିଙ୍ଗ, ପ୍ଲକିଙ୍ଗ୍, ଓ୍ଵାକ୍ସିଂ ଏବଂ ମାଇକ୍ରୋବ୍ଲଗିଙ୍ଗ୍ କରାଯାଏ। କେତେ ଜଣଙ୍କର...

ସମ୍‌ରେ ବିରଳ ଅସ୍ତ୍ରୋପଚାର : ନୂତନ ପଦ୍ଧତିରେ ବାହାର କରାଗଲା ସବ୍‌ମାନ୍‌ଡିବୁଲାର ଗ୍ରନ୍ଥି

ଓଡ଼ିଶାଲାଇଭ୍ ବ୍ୟୁରୋ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ସବ୍‌ମାନ୍‌ଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି। ଏହା...

୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା – ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତାମିଲିନାଡୁ ଉପକୂଳରେ ସୃଷ୍ଟ ହୋଇଛି ଲଘୁଚାପ। ଲଘୁଚାପର ପ୍ରଭାବ ଓଡ଼ିଶା ସମେତ ତାମିଲିନାଡୁ ଏବଂ ପୁଡୁଚେରୀରେ ପଡ଼ିବ। ଯାହା ଫଳରେ ଆଗାମୀ ୨ ଦିନ ଯାଏଁ...

ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି?

ଖାଦ୍ୟ ଗ୍ରହଣର କରିସାରିବା ପରେ ତୁରନ୍ତ ପାଣି ପିଉଥିବା ଲୋକମାନେ ସାବଧାନ ହୋଇଯାନ୍ତୁ। ଶରୀର ପାଇଁ ଏହା କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେପାଣି...

ବ୍ରଣ ସମସ୍ୟା ଦୂର କରିବ ଦହି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ୱଚା, ବ୍ରଣ, ଡାଇବେଟିସ୍, ହାଡ଼, ପେଟ ଓ ଆଖି ତଳ କଳା ପଡ଼ିବା ଭଳି ସମସ୍ୟା ଦୂର କରିବାରେ ଦହି ସହାୟକ ହୋଇଥାଏ। ଦହିକୁ ସାଧାରଣତଃ ସର୍ବତ ଭାବରେ ବ୍ୟବହାର କରାଯାଏ ।...

ପେଟ ଚର୍ବି କମ୍‌ କରେ ଅଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଦା ଶରୀର ପାଇଁ ବେଶ୍‌ ଉପଯୋଗୀ। ହାଡ଼ ଯୋଡିବାଠାରୁ ଆରମ୍ଭ କରି କ୍ୟାନ୍ସର, ମେଦ ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ମୁଣ୍ଡବିନ୍ଧା, କାଶ, ଅଳସୁଆପଣ ଦୂର, ଚର୍ବି ହ୍ରାସରେ ସହାୟକ ହୋଇଥାଏ ଅଦା। କେବଳ...

ଆସିଲା ହ୍ୱାଟ୍ସଆପର ନୂଆ ଫିଚର: ଏଣିକି ହ୍ୱାଟ୍ସଆପ ଷ୍ଟାଟସ୍‌କୁ ଫେସବୁକରେ କରିପାରିବେ ସେୟାର

ଓଡ଼ିଶାଲାଇଭ୍ ବ୍ୟୁରୋ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପରେ ଆଣିଛି ନୂଆ ଫିଚର। ହ୍ୱାଟ୍ସଆପ୍ କମ୍ପାନି ତାର ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ନୂଆ ଫିଚର ଆଣିଛି। ଏଣିକି ଆପଣ ନିଜର ହ୍ୱାଟ୍ସଆପ୍ ଷ୍ଟାଟସକୁ ସିଧାସଳଖ ଫେସବୁକ୍ ଷ୍ଟାଟସ୍‌ରେ ସେୟାର...

ସାପ କାମୁଡ଼ିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶ କରାଯାଇଛି ଯେ ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ୫ ନିୟୁତ ବ୍ୟକ୍ତି ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାୟ ୨.୪ ନିୟୁତ ବିଷାକ୍ତ...

ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା କରାଯାଉଛି। ଏନେଇ ପାଣିପାଗ ବିଭାଗ ରାଜ୍ୟର ୧୩ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ...

କେମିତି ଜାଣିବେ ଆପଣ କିଣିଥିବା ସୋରିଷ ତେଲ ଅସଲି ନା ନକଲି?

ଓଡ଼ିଶାଲାଇଭ ବ୍ୟୁରୋ ପେଡ଼ା ସୋରିଷ ତେଲର ବାସ୍ନା ହିଁ ନିଆରା। ସ୍ଵାଦିଷ୍ଟ ରୋଷେଇଠାରୁ ଆରମ୍ଭ କରି ରୁପଚର୍ଯ୍ୟା ଯାଏଁ ସବୁଥିରେ ବ୍ୟବହାର ହୋଇଥାଏ ସୋରିଷ ତେଲ। ଶୁଦ୍ଧ ସୋରିଷ ତେଲରେ ତିଆରି ରୋଷେଇ ଖାଦ୍ୟର...