ଛତିଶଗଡ଼: ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୧୨ ଜଣ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...
ଓଡ଼ିଶାରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ାଇଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ସେମାନଙ୍କ ପାରିଶ୍ରମିକ ରାଶି ୧୬ ହଜାର ଟଙ୍କାକୁ...
ବନ୍ଦ ହେଲା ହିଣ୍ଡେନବର୍ଗ ସଂସ୍ଥା, ଜାଣନ୍ତୁ ଏହାର କାରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦାନୀ ଗ୍ରୁପ ବିରୋଧରେ ସେୟାର ଜାଲିଆତି ଅଭିଯୋଗ ଆଣିଥିବା ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ବନ୍ଦ ହୋଇଛି। ପ୍ରତିଷ୍ଠାତା ନାଟ ଆଣ୍ଡରସନ୍ ଗୁରୁବାର ଏହି ସର୍ଟ ସେଲିଂ ଫାର୍ମକୁ ବନ୍ଦ କରିବାକୁ...
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ କମିଟି ଗଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧକ୍ଷ ଭାବେ...
ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତ ଜାନୁଆରିରୁ ମିଳିବ ମାସିକ ୩୦ ହଜାର ଟଙ୍କା ସମ୍ମାନ ରାଶି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଚଳିତ ଜାନୁଆରିରୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ଏ ନେଇ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ...
କେନ୍ଦ୍ର କ୍ୟାବିନେଟ ବୈଠକ: ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ଭାରତ ସରକାର। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା...
ଗୁଗଲ୍ ମ୍ୟାପ ତ୍ରୁଟି ଯୋଗୁଁ ଫସିଲା ଆସାମ ପୋଲିସ ଦଳ: ନାଗାଲାଣ୍ଡରେ ପଶିବା ପରେ ଅଟକ ରଖିଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସାମର ଏକ ପୋଲିସ ଟିମ୍ ଗୁଗଲ୍ ମ୍ୟାପ ଯୋଗୁଁ ବଡ଼ଧରଣ ସମସ୍ୟାର ସମ୍ମୁଖୀନ ହୋଇଛି। ଆସାମର ଜୋରହାଟରୁ ଆସିଥିବା ୧୬ ଜଣିଆ ପୋଲିସ ଟିମ୍ ଗୁଗଲ ମ୍ୟାପର ଜିପିଏସ୍ ତ୍ରୁଟି ଯୋଗୁଁ...
ଓଡ଼ିଶାରେ ଏଚଏମପିଭି ରୋଗୀ ନାହାନ୍ତି, ଭୟଭୀତ ହୁଅନ୍ତୁ ନାହିଁ – ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୌଣସି ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏଚଏମପିଗିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ ଜଣେ...
କେନ୍ଦ୍ରାପଡ଼ା: ଜାନୁଆରି ୧୮ରେ ଭିତରକନିକାରେ ପକ୍ଷୀ ଗଣନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଜାନୁଆରି ୧୮ ତାରିଖରେ ହେବ ପକ୍ଷୀ ଗଣନା। ଭିତରକନିକାର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଏବଂ କୁଜଙ୍ଗ ଭଳି ୫ଟି ରେଞ୍ଜରେ ଗଣନା କରାଯିବ।...
ଇସ୍ରୋ ‘ସ୍ପେଡେକ୍ସ’ ମିଶନକୁ ଐତିହାସିକ ସଫଳତା: ମହାକାଶରେ ଯୋଡ଼ି ହେଲା ୨ଟି ସାଟେଲାଇଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଗୁରୁବାର ଇସ୍ରୋର ସ୍ପେଡେକ୍ସ ମିଶନରେ ମହାକାଶରେ ପ୍ରଥମଥର ପାଇଁ ୨ଟି ସାଟେଲାଇଟର...





















