ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତ ଜାନୁଆରିରୁ ମିଳିବ ମାସିକ ୩୦ ହଜାର ଟଙ୍କା ସମ୍ମାନ ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଚଳିତ ଜାନୁଆରିରୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ଏ ନେଇ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ...

କେନ୍ଦ୍ର କ୍ୟାବିନେଟ ବୈଠକ: ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ଭାରତ ସରକାର। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା...

ଗୁଗଲ୍ ମ୍ୟାପ ତ୍ରୁଟି ଯୋଗୁଁ ଫସିଲା ଆସାମ ପୋଲିସ ଦଳ: ନାଗାଲାଣ୍ଡ‌ରେ ପଶିବା ପରେ ଅଟକ ରଖିଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସାମର ଏକ ପୋଲିସ ଟିମ୍ ଗୁଗଲ୍ ମ୍ୟାପ ଯୋଗୁଁ ବଡ଼ଧରଣ ସମସ୍ୟାର ସମ୍ମୁଖୀନ ହୋଇଛି। ଆସାମର ଜୋରହାଟରୁ ଆସିଥିବା ୧୬ ଜଣିଆ ପୋଲିସ ଟିମ୍ ଗୁଗଲ ମ୍ୟାପର ଜିପିଏସ୍ ତ୍ରୁଟି ଯୋଗୁଁ...

ଓଡ଼ିଶାରେ ଏଚଏମପିଭି ରୋଗୀ ନାହାନ୍ତି, ଭୟଭୀତ ହୁଅନ୍ତୁ ନାହିଁ – ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୌଣସି ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏଚଏମପିଗିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ ଜଣେ...

କେନ୍ଦ୍ରାପଡ଼ା: ଜାନୁଆରି ୧୮ରେ ଭିତରକନିକାରେ ପକ୍ଷୀ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଜାନୁଆରି ୧୮ ତାରିଖରେ ହେବ ପକ୍ଷୀ ଗଣନା। ଭିତରକନିକାର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଏବଂ କୁଜଙ୍ଗ ଭଳି ୫ଟି ରେଞ୍ଜରେ ଗଣନା କରାଯିବ।...

ଇସ୍ରୋ ‘ସ୍ପେଡେକ୍ସ’ ମିଶନକୁ ଐତିହାସିକ ସଫଳତା: ମହାକାଶରେ ଯୋଡ଼ି ହେଲା ୨ଟି ସାଟେଲାଇଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଗୁରୁବାର ଇସ୍ରୋର ସ୍ପେଡେକ୍ସ ମିଶନରେ ମହାକାଶରେ ପ୍ରଥମଥର ପାଇଁ ୨ଟି ସାଟେଲାଇଟର...

ଘରେ ପଶି ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼: ଶରୀରରେ ଲାଗିଛି ଗଭୀର ଆଘାତ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଛି ଛୁରାମାଡ଼। ବୁଧବାର ରାତି ୨ଟା ପରେ ଘର ଭିତରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଛି। ତାଙ୍କ ଉପରକୁ ୬...

ଏସବିଆଇ ପକ୍ଷରୁ ୬୦୦ଟି ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଆଜି ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ ବ୍ୟାଙ୍କରେ (ଏସବିଆଇ) ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୬୦୦ଟି ପିଓ ପଦବୀ...
Lokaseva Bhawan

ଓଏଏସ୍ ଆଲୋକ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହେଲେ ଓଏଏସ୍ ଆଲୋକ କୁମାର ପ୍ରଧାନ। ଏନେଇ ବୁଧବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏଏସ୍...

ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି – ୨୦୨୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦। ସ୍କୁଲ ସ୍ତରରେ ଏହାକୁ ଲାଗୁ କରାଯିବ। ଏନେଇ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା ବ୍ୟବସ୍ଥାକୁ...