ଜମ୍ମୁ କଶ୍ମୀରରେ ଲସ ଆଞ୍ଜଲସ୍ ଭଳି ଅଗ୍ନିକାଣ୍ଡ: ମାଇନସ୍ ୧୦ ଡିଗ୍ରୀ ଶୀତରେ ବି ଜଳିଗଲା ୨ଟି ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳୁଛି ଆମେରିକାର ଲସ ଆଞ୍ଜଲସ୍ ସହର। ନିଆଁରେ ପୋଡ଼ି ଜଳି ଗଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି। ଘର ସବୁ ଜଳି ବାସହରା ହୋଇଗଲାଣି ଲୋକେ। ତଥାପି ଥମୁନି ନିଆଁ। ପବନ...

ମହାକୁମ୍ଭର ଆକର୍ଷଣ: ୩୨ ବର୍ଷରୁ ଗାଧୋଇ ନଥିବା ବାବା ଲିଲିପୁଟ ଓ ୪୧ ବର୍ଷରୁ କେବଳ ଚା’ ପିଇ ବଞ୍ଚିଥିବା ମୌନୀ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସଂସ୍କୃତି ତଥା ଆସ୍ଥାର ପ୍ରତୀକ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି। ମହାକୁମ୍ଭକୁ ବିଶ୍ୱର ସବୁଠାରୁ ବଡ ମେଳା ବୋଲି କୁହାଯାଏ। ସୋମବାର ପୌଷ ପୂର୍ଣ୍ଣିମା ତିଥିରେ ହୋଇଥିଲା...

କେନ୍ଦ୍ରାପଡ଼ା: କୁମ୍ଭୀର ଗଣନା ପାଇଁ ଜାନୁଆରି ୨୨ ଯାଏଁ ବନ୍ଦ ରହିବ ଭିତରକନିକା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ କୁମ୍ଭୀର ଗଣନା। ଏଥିପାଇଁ ଆଜିଠାରୁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ବନ୍ଦ ହୋଇଛି। ଜାନୁଆରି ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର...

୧୨ ବର୍ଷ ପରେ ପୁଣି ‘ସ୍ପେସୱାକ୍’ କରିବେ ସୁନିତା ୱିଲିୟମ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ୧୨ ବର୍ଷର ବ୍ୟବଧାନ ପରେ ପୁଣି କରିବେ ‘ସ୍ପେସୱାକ୍’। ୨ଟି ସ୍ପେସ୍ ୱାକ୍ କରି ସେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି...

ଆସନ୍ତାକାଲି ବନକଲାଗି ନୀତି: ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତି...

ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶାର ଜେଲରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ପେନସନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ ଓଡ଼ିଶାର ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମିଳିବ ପେନସନ। ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ଜେଲ ଯାଇଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନସନ...

ଆଜି ମକର ସଂକ୍ରାନ୍ତି: ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ। ଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଇଛି। ମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ...

କଂସ ବଧ ସହିତ ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ କଂସ ବଧ ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୭ତମ ସଂସ୍କରଣ। ଏହି ଅବସରରେ କଂସଙ୍କ ରାଜଦରବାରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼...

ମିଛ ପରିଚୟରେ ଲୁଟୁଥିଲେ: ଖୋଲୁଛି ହଂସିତା ଅଭିଲପ୍ସା-ଅନିଲ ମହାନ୍ତିଙ୍କ ଗୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ ନାମୀ ଦମୀ ଗାଡ଼ିରେ ବୁଲୁଥିଲେ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁ କହି ବଡ଼ବଡ଼ିଆଙ୍କୁ ଠକୁଥିଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି। ଅନିଲ-ହଂସିତା...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷଦିନ: ଆଜି କଂସ ବଧ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=vgOhS5ho9WY ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିଥିବା କଂସ ମହାରାଜାଙ୍କ ରାଜୁତିର ଆଜି ହେଉଛି ଶେଷଦିନ। କଂସଙ୍କ...