ୟୁପିଏସସି ପକ୍ଷରୁ ‘ଏନଡିଏ’ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୩୧ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଭାରତୀୟ ନୌସେନା ଏକାଡେମୀ (ଆଇଏନଏ)ରେ ନାମଲେଖା ପାଇଁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୫ ବର୍ଷ ପାଇଁ...
ବରଗଡ଼ ଧନୁଯାତ୍ରା ପାଇଁ ସରକାରଙ୍କ ଘୋଷଣା: ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ବରଗଡ଼ ଧନୁଯାତ୍ରା କଳାକାରଙ୍କ ପାଇଁ ଖୁସି ଖବର। ପ୍ରମୁଖ ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି...
ବାଲେଶ୍ଵର: ଉନ୍ମୋଚିତ ହେଲା କବି ବଂଶୀଧର ଚୌଧୁରୀଙ୍କ କବିତା ସଙ୍କଳନ ‘ଚିତ୍ରାଙ୍କନ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଓଡ଼େଶା ସଭାଗୃହରେ କବି ଡକ୍ଟର ବଂଶୀଧର ଚୌଧୁରୀଙ୍କ ନବମ କବିତା ସଙ୍କଳନ 'ଚିତ୍ରାଙ୍କନ' ଉନ୍ମୋଚିତ ହୋଇଛି।
ବିଶିଷ୍ଟ ଆଲୋଚକ ଓ ପ୍ରାବନ୍ଧିକ ଡକ୍ଟର ରାଧାରଞ୍ଜନ...
ଫସଲହାନି ପାଇଁ କ୍ଷତିପୂରଣ ପାଇବେ ରାଜ୍ୟର ଚାଷୀ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲ ବାବଦରେ କ୍ଷତିପୂରଣ ପ୍ରଦାନ କରିବେ ରାଜ୍ୟ ସରକାର।...
କ୍ରେଡିଟ୍ କାର୍ଡ ବକେୟା ଉପରେ ୩୦ ପ୍ରତିଶତରୁ ଅଧିକ ସୁଧ ଆଦାୟ କରିପାରିବେ ବ୍ୟାଙ୍କ – ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କ୍ରେଡିଟ୍ କାର୍ଡର ବକେୟା ରାଶିକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କ୍ରେଡିଟ୍ କାର୍ଡର ବକେୟା ରାଶି ଉପରେ ବ୍ୟାଙ୍କଗୁଡ଼ିକ ୩୦ ପ୍ରତିଶତରୁ ଅଧିକ ସୁଧ ଆଦାୟ କରିପାରିବେ ବୋଲି...
ନୂଆବର୍ଷରେ ଶ୍ରୀମନ୍ଦିରରେ ବଢ଼ିବ ଭିଡ଼, ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ପୁରୀ ପୋଲିସ ପକ୍ଷରୁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...
ବର୍ଡର-ଗାଭାସ୍କର ଟ୍ରଫି: ନୀତିଶଙ୍କ ଶତକୀୟ ଇନିଂସ୍, ଟିମ୍ ଇଣ୍ଡିଆର ସ୍କୋର ୩୫୮/୯
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ମଜଭୁତ ସ୍ଥିତିରେ ରହିଥିବାବେଳେ ଲଢୁଆ ପ୍ରଦର୍ଶନ କରିଛି ଟିମ୍...
ଅନ୍ତିମ ବିଦାୟ ନେଲେ ଡକ୍ଟର ମନମୋହନ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚଭୂତରେ ଲୀନ ହେଲା ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି।
ମନମୋହନ ସିଂହଙ୍କୁ ଶେଷ ବିଦାୟ ଦେବା...
ଜାନୁଆରି ୩ରୁ ୟୁଜିସି-ନେଟ୍ ପରୀକ୍ଷା: ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି ୟୁଜିସି-ନେଟ୍ ପରୀକ୍ଷା। ଏହା ଜାନୁଆରି ୧୬ ତାରିଖ ଯାଏଁ ଚାଲିବ। ଏନେଇ ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ସୂଚୀ ଜାରି ହୋଇଛି।
ୟୁଜିସି-ନେଟ୍...
ରାଉରକେଲାରେ ଆଜିଠାରୁ ହକି ଇଣ୍ଡିଆ ଲିଗ୍: ଦିଲ୍ଲୀ ଏସ୍ଜି ପାଇପର୍ସ ଓ ଟିମ୍ ଗୋନାସିକା ମଧ୍ୟରେ ଉଦଘାଟନୀ ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଏହାର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଦିଲ୍ଲୀ ଏସ୍ଜି ପାଇପର୍ସ ଓ ଗୋନାସିକା ଟିମ୍...





















