ଆଉ ନିଯୁକ୍ତି ପରୀକ୍ଷା କରିବନି ନାସନାଲ ଟେଷ୍ଟିଂ ଏଜେନ୍ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ଏହା ଏବେ କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏହି ନିଷ୍ପତ୍ତି ୨୦୨୫-୨୬...

ବାୟୁ ପ୍ରଦୂଷଣ ସମସ୍ୟା: ଦେଶର ସବୁ ପ୍ରଦୂଷିତ ସହରର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ପୁଷ୍ପମିତ୍ର ମହାନ୍ତି ଭାରତରେ ବାୟୁ ପ୍ରଦୂଷଣ ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ସୁପ୍ରିମ୍ କୋର୍ଟ ବାୟୁ ପ୍ରଦୂଷଣକୁ 'ସର୍ବଭାରତୀୟ' ପ୍ରସଙ୍ଗ ଭାବେ ଘୋଷଣା କରିବା ସହ ଦେଶର ସବୁ ପ୍ରଦୂଷିତ...

ଚଳନ୍ତା ଟ୍ରେନରେ ସାହିତ୍ୟ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସାହିତ୍ୟ କେବଳ ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, ନାଟକ, ପ୍ରବନ୍ଧ ଭିତରେ ସୀମିତ ହୋଇ ରହିନାହିଁ। ବ୍ୟାପକ ହୋଇଛି ଏହାର କଳେବର। ସ୍ୱାସ୍ଥ୍ୟ, ବିଜ୍ଞାନ ହେଉ କି ଧର୍ମ, ଭ୍ରମଣ,...

‘ଏକ ଦେଶ, ଏକ ନିର୍ବାଚନ ବିଲ୍’ ଲୋକସଭାରେ ଆଗତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଲୋକସଭାରେ ଆଗତ ହୋଇଛି ‘ଏକ ଦେଶ, ଏକ ନିର୍ବାଚନ ବିଲ୍’। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଧେୟକକୁ ସମ୍ବିଧାନର ୧୨୯ତମ...

ଜର୍ଜିଆର ଏକ ରେସ୍ତୋରାଁରେ ୧୧ ଭାରତୀୟଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତିରେ କାମ ସାରି ଶୋଇଥିଲେ, ସକାଳୁ ମିଳିଲା ମୃତଦେହ। ଜର୍ଜିଆର ଗୁଡୌରୀ ପର୍ବତାଞ୍ଚଳର ଏକ ରେସ୍ତୋରାଁରେ ୧୨ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ନାଗରିକ...

ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ତଦାରଖ କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମରାମତି ହେବ। ପ୍ରଥମେ ଭିତର ଓ ପରେ ବାହାର ରତ୍ନଭଣ୍ଡାରର...

ଶୀତରେ ଥରୁଛି ସାରା ଓଡ଼ିଶା: ୧୦ ଡିଗ୍ରୀ ତଳେ ଏକାଧିକ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ମଙ୍ଗଳବାର ସକାଳେ ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଶିମିଳିପାଳର...

ୟୁପିଏସସି ପକ୍ଷରୁ ‘ଏନଡିଏ’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଡିସେମ୍ବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଭାରତୀୟ ନୌସେନା ଏକାଡେମୀ (ଆଇଏନଏ)ରେ ନାମଲେଖା ପାଇଁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୫ ବର୍ଷ ପାଇଁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭଞ୍ଜବିହାର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ‘ଦୋ-ଛକିରେ ଗଣମାଧ୍ୟମ' ଏବଂ ‘ଡିଜିଟାଲ ଯୁଗରେ ଗଣମାଧ୍ୟମରେ ଆହ୍ୱାନ’ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ...

୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା: ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଘନେଇବାରେ ଲାଗିଛି ଟେଣ୍ଡର ଫିକ୍ସିଂ ଓ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା। ଏଥିରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଯୋଡ଼ି ହେବା ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି।...