ବିଧାନସଭାରେ ବିଜେଡି ବିଧାୟକଙ୍କ ହଙ୍ଗାମା: ଗୃହକୁ ମୁଲତବୀ କଲେ ବାଚସ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଆରମ୍ଭରୁ ଚାଲିପାରୁନି ଗୃହ କାର୍ଯ୍ୟ। ଶୁକ୍ରବାର ଅଧିବେଶନର ଚତୁର୍ଥ ଦିନରେ ବିରୋଧୀ ବିଜେଡି ବିଧାୟକଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସେମାନେ ଅବକାରୀ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୋଡ଼ି ହେଲା ନୂଆ ପାଠ୍ୟକ୍ରମ – ‘ପ୍ରିସିସନ ଇଞ୍ଜିନିୟରିଂ’

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/CaR2W3tNS3o?si=GFOcD_mpBwq6H03Q (ଭୁବନେଶ୍ଵର):  ଆଜି ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି। ଫଳରେ ଶିଳ୍ପ ଉତ୍ପାଦନ ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଉତ୍ପାଦଗୁଡ଼ିକର...

ଅଷ୍ଟିଓପୋରସିସ୍‌କୁ କେମିତି ରୋକିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=pG3j77AG2ss ଅଷ୍ଟିଓପୋରସିସ୍ ହେଉଛି ହାଡ଼ର ସମସ୍ୟା। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ। ଫଳରେ...

କୋଲକାତା ଲଜ୍ଜା: ନ୍ୟାୟ ଅପେକ୍ଷାରେ ଅଭୟା

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶକୁ ଲଜ୍ଜିତ କରିଛି କୋଲକାତାରେ ଘଟିଥିବା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଜଳୁଛି ପ୍ରତିବାଦର ନିଆଁ। ଏବେ ନ୍ୟାୟ ଅପେକ୍ଷାରେ...

ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଯାଇଛନ୍ତି। ଗୁରୁବାର ସେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ଵିପାକ୍ଷୀକ ଆଲୋଚନା କରିଛନ୍ତି। ଏହାପରେ ସେ ପୋଲାଣ୍ଡର...

ୟୁଏଇରେ ସେପ୍ଟେମ୍ବର ୨୯ରୁ ସର୍ବବୃହତ୍ ପ୍ରବାସୀ ଓଡ଼ିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା କପ୍-୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ୍ ପ୍ରବାସୀ ଓଡ଼ିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା କପ୍-୨୦୨୪’। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଏକାଦଶ ତମ ସଂସ୍କରଣ ଆୟୋଜିତ ହେବ। ଏନେଇ ଓଡ଼ିଶା...

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି: ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଲଘୁଚାପଟି ଉତ୍ତର ଦିଗକୁ ଗତିକରୁଥିବାବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆହୁରି...

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାରତୀୟ ହକି ଦଳର ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳର ଖେଳାଳି ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏଠାରେ ସେ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅଲିମ୍ପିକ୍ସରେ...

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ଠିକଣା...

କୋଲକାତା ଲଜ୍ଜା: ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ମାମଲାର ପ୍ରାରମ୍ଭିକ ତଦନ୍ତରେ କୋଲକାତା...