ସଂରକ୍ଷଣକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହରେ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ                                                 ସଂରକ୍ଷଣକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଶନିବାର ଦିନ ଚାଲିପାରିଲା ନାହିଁ ବିଧାନସଭା ଗୃହକାର୍ଯ୍ୟ। ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଶୂନ୍ୟକାଳ ଆରମ୍ଭରେ ଅନୁସୂଚିତ...

ସମ୍ବଲପୁର: ପାଇଖାନା ଟାଙ୍କି କାମବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଶନିବାର ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।...

କାଲି ଚଢ଼ଉ, ଆଜି ଗିରଫ ହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟସ ଅଫିସର ବିଜୟ ମଙ୍ଗରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟସ୍ ଅଫିସର ବିଜୟ ମଙ୍ଗରାଜଙ୍କୁ ଶନିବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶୁକ୍ରବାର ଦିନ ବିଜୟ ମଙ୍ଗରାଜଙ୍କ ୭ଟି...

ଛୋଟ ପିଲାଙ୍କଠାରେ ହାର୍ନିଆ, କେମିତି ହୁଏ ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Sy6DNSM0FgY ଯେକୌଣସି ବୟସରେ ହାର୍ନିଆ ହୋଇପାରେ। ବୟସ୍କଙ୍କ ସହ ଛୋଟ ପିଲାଙ୍କଠାରେ ମଧ୍ୟ ହାର୍ନିଆ ହୋଇପାରେ ବୋଲି ଡାକ୍ତର କୁହନ୍ତି। ତେବେ ଛୋଟ ପିଲାଙ୍କଠାରେ ହାର୍ନିଆ ହେବାର କାରଣ କ’ଣ, ହାର୍ନିଆ ହେଲେ...

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ ଏଏସଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ଏବେ ଉଭୟ ରତ୍ନଭଣ୍ଡାରର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ ଭାରତୀୟ...

ଏସସିବି ମେଡିକାଲରେ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଡାକ୍ତର ବହିଷ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସସିବି ମେଡିକାଲରେ ୨ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଏସସିବି ମେଡିକାଲରୁ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଅଛି କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=FQYqkXFZPuM&t=56s ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ରତ୍ନ ଅଛି, ଏହି ରତ୍ନ ସବୁ ଆସିଲା କେଉଁଠୁ, ରତ୍ନ ଭଣ୍ଡାରକୁ ନେଇ...

ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି: ଜାଣନ୍ତୁ କାହାକୁ ମିଳିବ, କାହାକୁ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି। ଶନିବାର ଦିନ ବିଧାନସଭା ଗୃହରେ ‘ସୁଭଦ୍ରା’ ଯୋଜନା ଏସଓପି ଘୋଷଣା କଲେ ରାଜ୍ୟ ସରକାର। ଶୁକ୍ରବାର ଦିନ କ୍ୟାବିନେଟରେ ‘ସୁଭଦ୍ରା’ ଯୋଜନା ଏସଓପି ପାରିତ ହୋଇଥିଲା।ଆସନ୍ତା...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ସମର୍ଥନ କଲେ ବାରାକ ଓବାମା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ ଡେମୋକ୍ରାଟିକ୍ ପାର୍ଟିରୁ କମଳା ହ୍ୟାରିସ ଓ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ମୁହାଁମୁହିଁ ହେବାକୁ ଯାଉଛନ୍ତି। ନିର୍ବାଚନ ପୂର୍ବରୁ କମଳା ହ୍ୟାରିସଙ୍କୁ...

ଚନ୍ଦ୍ରଯାନ-୩ର ସଫଳତାକୁ ପୂରିଲା ବର୍ଷେ: ପାଳିତ ହେଉଛି ଜାତୀୟ ମହାକାଶ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତରେ ପାଳିତ ହେଉଛି ଜାତୀୟ ମହାକାଶ ଦିବସ। ଚନ୍ଦ୍ରଯାନ-୩ ମିଶନର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣକୁ ବର୍ଷେ ପୂରିଛି। ମହାକାଶ କ୍ଷେତ୍ରରେ ଏହି ଉପଲବ୍ଧିକୁ ମନେ ରଖିବା ପାଇଁ ଆଜିର ଦିନକୁ...