ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ଶୁକ୍ରବାର ଦିନ ଜଉମୁଦ ଦେଇ ବନ୍ଦ ହୋଇଥିବା ରତ୍ନଭଣ୍ଡାରର ତାଲା ଖୋଲାଯାଇ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରାଯାଉଛି। ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ...
ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ଜୀବନ ହରାଇଲେ ୧୪ ଜଣ ଭାରତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳର ତାନହୁଁ ଜିଲ୍ଲା ନିକଟରେ ମାର୍ସାଙ୍ଗଡ଼ି ନଦୀକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ବୋଲି ତନହୁଁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି...
ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ଭେଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନ ଗସ୍ତ କରିଛନ୍ତି। ସେ କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି। ଏଠାରେ ଉଭୟ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷୀକ ଆଲୋଚନା ହେବ। ୨୦୨୨ରେ...
ଗିରଫ ହେଲେ କୋଟିପତି ରେଞ୍ଜର ବିଭୁଦାନନ୍ଦ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ବିଭୁଦାନନ୍ଦ ମିଶ୍ରଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।
ରେଞ୍ଜର ବାବୁଙ୍କ ବିରୋଧରେ...
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଇଆଇଟି ଭୁବନେଶ୍ୱରରେ ନୂଆ ଟେକ୍ନୋଲୋଜି ବିକଶିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚରର ଗବେଷଣାକାରୀ ଦଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି। ଏଠାରେ ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଉତ୍ସ ପୁନରୁଦ୍ଧାର ପାଇଁ ଏକ ଅତ୍ୟାଧୁନିକ...
ଯୁବାବସ୍ଥାରେ ହାର୍ଟ ଆଟାକ୍କୁ କିପରି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=2_N1S-6GjF0
ହାର୍ଟ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। ହାର୍ଟ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଞ୍ଚାଳନା କରିଥାଏ। ଯଦି କୌଣସି କାରଣରୁ ହୃତ୍ପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ୍...
ବିଧାନସଭାରେ ବିଜେଡି ବିଧାୟକଙ୍କ ହଙ୍ଗାମା: ଗୃହକୁ ମୁଲତବୀ କଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଆରମ୍ଭରୁ ଚାଲିପାରୁନି ଗୃହ କାର୍ଯ୍ୟ। ଶୁକ୍ରବାର ଅଧିବେଶନର ଚତୁର୍ଥ ଦିନରେ ବିରୋଧୀ ବିଜେଡି ବିଧାୟକଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସେମାନେ ଅବକାରୀ...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୋଡ଼ି ହେଲା ନୂଆ ପାଠ୍ୟକ୍ରମ – ‘ପ୍ରିସିସନ ଇଞ୍ଜିନିୟରିଂ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/CaR2W3tNS3o?si=GFOcD_mpBwq6H03Q
(ଭୁବନେଶ୍ଵର): ଆଜି ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି। ଫଳରେ ଶିଳ୍ପ ଉତ୍ପାଦନ ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଉତ୍ପାଦଗୁଡ଼ିକର...
ଅଷ୍ଟିଓପୋରସିସ୍କୁ କେମିତି ରୋକିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=pG3j77AG2ss
ଅଷ୍ଟିଓପୋରସିସ୍ ହେଉଛି ହାଡ଼ର ସମସ୍ୟା। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ। ଫଳରେ...
କୋଲକାତା ଲଜ୍ଜା: ନ୍ୟାୟ ଅପେକ୍ଷାରେ ଅଭୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶକୁ ଲଜ୍ଜିତ କରିଛି କୋଲକାତାରେ ଘଟିଥିବା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଜଳୁଛି ପ୍ରତିବାଦର ନିଆଁ। ଏବେ ନ୍ୟାୟ ଅପେକ୍ଷାରେ...




















