ଆପାର୍ଟମେଣ୍ଟ ରାସ୍ତା ପାଇଁ ବିଲ୍ଡର୍ସଙ୍କୁ ସରକାରୀ ଜମି ଟେକିଦେଇ ଫସିଲେ ବିଡିଏ ଓ ବିଏମସି, ଅଡୁଆରେ ଗ୍ରାହକ

ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ପ୍ରତିନିଧି ଭୁବନେଶ୍ୱର ସୌଭାଗ୍ୟ ନଗର ଅଞ୍ଚଳରେ ହର୍ଷପ୍ରିୟା (ଏଚପି) ସ୍କୋୟାର ଏବଂ ବମିଖାଲରେ ଶୁଭମ ମିଡଟାଉନ ଆପାର୍ଟମେଣ୍ଟ ପ୍ରକଳ୍ପକୁ ନେଇ ଅଡୁଆ! ଭୁବନେଶ୍ଵରରେ ଘରୋଇ ଆପାର୍ଟମେଣ୍ଟ ପ୍ରକଳ୍ପକୁ ସଂଯୁକ୍ତ ରାସ୍ତା ପାଇଁ ସରକାରୀ...

ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ଶ୍ରୀମନ୍ଦିରରେ...

ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ: ସତର୍କ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଏବେ ବାର୍ଡ ଫ୍ଲୁ ହଟସ୍ପଟ୍ ପାଲଟିଛି। ଏଠାରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ଭୂତାଣୁ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣ ରୋକିବାକୁ ଅଞ୍ଚଳରେ କୁକୁଡ଼ା...

ଖୋର୍ଦ୍ଧାରେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତେଜନା: ସହରରେ ହାଇଆଲର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ରବିବାର ଦିନ ହୋଇଥିବା ଜଣେ ଯୁବକଙ୍କ ହତ୍ୟା ଅଞ୍ଚଳରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁକୁନ୍ଦପ୍ରସାଦ ମୌଜାରେ ବିଏନଏସ ୧୬୩ ଧାରା ଲାଗୁ...

ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପ ଶେଷ ହେବା ପରେ...

ଓଡ଼ିଶାରେ ଆଉ ୪ ଦିନ ପ୍ରବଳ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ଅଗଷ୍ଟ ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ...

‘ଜୟ ଜଗନ୍ନାଥ’ ହିନ୍ଦୀ ଧାରାବାହିକକୁ ବନ୍ଦ କରିବାକୁ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଆସିବାକୁ ଯାଉଥିବା ନୂଆ ହିନ୍ଦୀ ଧାରାବାହିକ ‘ଜୟ ଜଗନ୍ନାଥ'କୁ ନେଇ ଏବେ ବିବାଦ ଦେଖା ଦେଇଛି। ‘ହରି ଓମ୍’ ଓଟିଟି ଚ୍ୟାନେଲରେ ଅଗଷ୍ଟ ୨୬ ତାରିଖରୁ ଧାରାବାହିକଟି...

ବଢ଼ୁଛି ଜଳସ୍ତର, ଖୋଲିଲା ହୀରାକୁଦର ୮ଟି ଗେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ                                                 ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହଛି। ଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି। ଜଳସ୍ତର ବୃଦ୍ଧିକୁ ନେଇ ଶନିବାର ଦିନ ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ ଖୋଲାଯାଇଛି। ଶୁକ୍ରବାର...

ଆପାର୍ଟମେଣ୍ଟ ରାସ୍ତା ପାଇଁ ବିଲ୍ଡର୍ସଙ୍କୁ ସରକାରୀ ଜମି ଟେକିଦେଇ ଫସିଲେ ବିଡିଏ ଓ ବିଏମସି, ଅଡୁଆରେ ଗ୍ରାହକ

ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ପ୍ରତିନିଧି ଭୁବନେଶ୍ୱର ସୌଭାଗ୍ୟ ନଗର ଅଞ୍ଚଳରେ ହର୍ଷପ୍ରିୟା (ଏଚପି) ସ୍କୋୟାର ଏବଂ ବମିଖାଲରେ ଶୁଭମ ମିଡଟାଉନ ଆପାର୍ଟମେଣ୍ଟ ପ୍ରକଳ୍ପକୁ ନେଇ ଅଡୁଆ! ଭୁବନେଶ୍ଵରରେ ଘରୋଇ ଆପାର୍ଟମେଣ୍ଟ ପ୍ରକଳ୍ପକୁ ସଂଯୁକ୍ତ ରାସ୍ତା ପାଇଁ ସରକାରୀ...

ଭାରତରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ବ୍ୟାନ କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧଗୁଡ଼ିକ ବ୍ୟବହାର ହେଉଥିଲା। ଶରୀର ଉପରେ ଏହା କୁପ୍ରଭାବ...