୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ: ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୨୦୨୨ ଓ ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏଥର ମନୋଜ ବାଜପେୟୀଙ୍କ...

ଘୋଷଣା ହେଲା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ତାରିଖ, ୩ଟି ପର୍ଯ୍ୟାୟରେ ହେବ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେଲା ତାରିଖ। ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଆସନ୍ତା ସେପ୍ଟେମ୍ବର ୧୮ ଓ ୨୫ ତାରିଖ ଏବଂ ଅକ୍ଟୋବର...

ବର୍ଷାର ସଠିକ୍ ପୂର୍ବାନୁମାନ କରିବ ଆଇଆଇଟି ଭୁବନେଶ୍ଵରର ‘ଡିପ୍ ଲର୍ଣ୍ଣିିଂ’ ହାଇବ୍ରିଡ୍ ଟେକ୍ନୋଲୋଜି

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷାର ତୀବ୍ରତା ବୃଦ୍ଧି ପାଇ ବିପର୍ଯ୍ୟୟ ସୃଷ୍ଟି ହେଉଛି। ଏବେ ଯାଏଁ ପ୍ରବଳ ବର୍ଷା ହେବା ନେଇ ସଠିକ୍ ପୂର୍ବାନୁମାନ...

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ...

ଯୋଗେଶ ବାହାଦୁର ଖୁରାନିଆ: ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୁର ଖୁରାନିଆ। ସେ ରାଜ୍ୟ ପୋଲିସ ଡିଜି ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ଵ ଗ୍ରହଣ...

ଇସ୍ରୋ ପକ୍ଷରୁ ଇଓଏସ୍‌-୦୮ ସାଟେଲାଇଟର ସଫଳ ଉତକ୍ଷେପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ଆର୍ଥ ଅବଜରଭେସନ ସାଟେଲାଇଟ୍ ଇଓଏସ୍‌-୦୮। ଶୁକ୍ରବାର ସକାଳ ୯ଟା ୧୭ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ...

ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶାରେ ପହଞ୍ଚିଛନ୍ତି ହକି ତାରକା ଅମିତ ରୋହିଦାସ। ଶୁକ୍ରବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ...

ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଗ୍ରାମଞ୍ଚଳ ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ। ବିକଶିତ ଓଡ଼ିଶା ଗଠନର ସ୍ଵପ୍ନ ପୂରଣ ହୋଇପାରିବ”, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

ସ୍ଵାଧୀନତା ଦିବସରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ “ଋତୁସ୍ରାବ ହେଲେ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳାଙ୍କୁ ଏହି ସୁବିଧା ମିଳିବ। ଖୁବଶୀଘ୍ର ଏହି ନିୟମ ସାରା...

ବିକଶିତ ଭାରତ ନିର୍ମାଣ ପାଇଁ ଆମେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା – ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ୭୮ତମ ସ୍ବାଧୀନତା ଦିବସ। ଉତ୍ସବମୁଖର ହୋଇଛି ସାରା ଭାରତ। ଗୁରୁବାର ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ...