ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବୁଧବାରଠାରୁ ଏଥିଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା...
ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ସହାୟତାରେ କ୍ଷେତ ପୋଖରୀ: ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ସୁନ୍ଦରଗଡ଼): ବଣ ପାହାଡ଼ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା...
ଜାଣନ୍ତୁ, କେମିତି କରିବେ ଚକ୍ଷୁଦାନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=IR5cwAimNDA
ଆଜି ହେଉଛି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ଅଙ୍ଗଦାନ କ’ଣ, କେମିତି କରାଯାଏ...
ଓଡ଼ିଶା ସରକାରଙ୍କ ଘୋଷଣା: ଭୁବନେଶ୍ଵର-ପୁରୀ ରାସ୍ତା ହେବ ୬ ଲେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାତାୟତର ସୁବିଧା ନିମନ୍ତେ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥକୁ ୬ ଲେନ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଏହି ସୂଚନା...
କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ତଦନ୍ତ କରିବ ସିବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ଡାକ୍ତରମାନେ ସାରା...
ଅମନ ସେହରାୱତ: ଭାରତର ସର୍ବକନିଷ୍ଠ ଅଲିମ୍ପିକ୍ସ ପଦକ ବିଜେତା
ଆଶିଷ କୁମାର ରାୟ
ବୟସ ମାତ୍ର ୨୧ ବର୍ଷ ୨୪ ଦିନ। ଏତେ ଛୋଟ ବୟସରେ ସେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ...
ଅଙ୍ଗଦାନ କିପରି କରାଯାଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=sh4-Y1CIF88
ଆଜି ହେଉଛି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ଅଙ୍ଗଦାନ କ’ଣ, କେମିତି କରାଯାଏ...
ବିଶାଖାପାଟଣା: ହୁତୁ ହୁତୁ ହୋଇ ଜଳିଗଲା ହୋଟେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଭୟଙ୍କର ଅଗ୍ନିକାଣ୍ଡ ଘଟି ବିଶାଖାପାଟଣା ବିଚ ରୋଡରେ ଥିବା ଏକ ହୋଟେଲରେ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଗ୍ରାହକ କିମ୍ବା ହୋଟେଲ କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ।
ମଙ୍ଗଳବାର...
ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ୧୮ ମାସ ପାଇଁ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ କ୍ରୀଡ଼ାରୁ ୧୮ ମାସ ପାଇଁ ନିଲମ୍ବନ କରାଯାଇଛି। ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲୁଏଫ୍) ବ୍ୟାନ୍ କରିଛି।...
ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପୂର୍ତ୍ତ ବିଭାଗର ରୋଡ ଓ ବିଲ୍ଡିଂ ଡିଭିଜନ (ଆରଆଣ୍ଡବି)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ଭିଜିଲାନ୍ସ...





















