ସୁଭଦ୍ରା ଯୋଜନାର ଲାଭ କାହାକୁ ମିଳିବ, ଅଗଷ୍ଟ ୧୫ରେ ସ୍ପଷ୍ଟ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନାର ଲାଭ କାହାକୁ ମିଳିବ? ଏ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଅଗଷ୍ଟ ୧୫ ତାରିଖରେ ଏସଓପି...
ଓଡ଼ିଶାରେ ଖୋଲିବ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ। ସନ୍ଥ କବି ଭୀମ ଭୋଇଙ୍କ ନାମରେ ଏହି ବିଶ୍ଵବିଦ୍ୟାଳୟ ନାମିତ କରାଯିବ। ଏହି ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ଓ ବୈଷୟିକ ପାଠ୍ୟକ୍ରମର ସୁବିଧା...
ଫୁଡ ଆଲର୍ଜି ହେଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=HGgoHrdegeE
କିଛି ବ୍ୟକ୍ତିଙ୍କୁ କେତେକ ଖାଦ୍ୟରୁ ଆଲର୍ଜି ହୋଇଥାଏ। ଏହାକୁ ଫୁଡ ଆଲର୍ଜି କୁହାଯାଏ।
ଫୁଡ ଆଲର୍ଜି କ’ଣ, କାହିଁକି ହୁଏ, ଫୁଡ ଆଲର୍ଜି ହେଲେ କେଉଁ ସବୁ ଲକ୍ଷଣ ଦେଖାଯାଏ ଓ...
ତେଲେଙ୍ଗାନା: ନିଜାମାବାଦ ମ୍ୟୁନିସିପାଲ କର୍ପୋରେସନ ଅଧୀକ୍ଷକଙ୍କ ଘରେ ଚଢ଼ଉ, ମିଳିଲା ୧୦ କୋଟି ଟଙ୍କାର ସମ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ନୀତି ନିବାରଣ ବ୍ୟୁରୋ ଜାଲରେ ଛନ୍ଦି ହୋଇଛନ୍ତି ତେଲେଙ୍ଗାନା ନିଜାମାବାଦ ମ୍ୟୁନିସିପାଲ କର୍ପୋରେସନର ଅଧୀକ୍ଷକ ତଥା ରାଜସ୍ଵ ଅଧିକାରୀ ଦାସାରି ନରେନ୍ଦ୍ର କୁମାର। ଚଢ଼ଉ ବେଳେ ବାବୁଙ୍କ ଘରୁ ମିଳିଛି...
ୱାୟନାଡ ଗସ୍ତରେ ପ୍ରଧାନମନ୍ତ୍ରୀ: ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର କଲେ ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ସେ ଏଠାରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ୱାୟନାଡରେ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।
ପ୍ରଧାନମନ୍ତ୍ରୀ...
ନାଫେଡ୍ ଜରିଆରେ ଆଳୁ ଆଣିଲେ ରାଜ୍ୟ ସରକାର: ଖାଉଟିଙ୍କୁ ମିଳିବ ୧୦୦ ଟଙ୍କାରେ ୩ କିଲୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଳୁ ଦର କମ୍ ହେଉନଥିବାରୁ ସମସ୍ୟା ଜାରି ରହିଛି। ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅସୁନଥିବାରୁ ଏହାର ଅଭାବ ଦେଖାଦେଉଛି। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ନାଫେଡ୍ ଜରିଆରେ...
ହରଭଙ୍ଗା: ମହାନଦୀ କୂଳେ କୂଳେ ଗଢ଼ିଉଠିଛି ବେଆଇନ ବାଲି ଡିପୋ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ମହାନଦୀ ବାଲି ଉପରେ ପଡ଼ିଛି ମାଫିଆଙ୍କର ଲୋଲୁପ ଦୃଷ୍ଟି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତରେ ଚାଲିଛି ବେଆଇ ବାଲି ଚାଲାଣ। ମହାନଦୀ...
ଜାଣନ୍ତୁ, ଡାଏବେଟିସ୍ ଟେଷ୍ଟ କେତେବେଳେ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=AJ3ycHKo1oI&t=3s
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...
ପ୍ୟାରିସ ଅଲିମ୍ପିକ୍ସ: କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଲେ ଭାରତର ଅମନ ସେହରାଓ୍ଵତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସ କୁସ୍ତି ପ୍ରତିଯୋଗିତାରେ ଭାରତକୁ ମିଳିଛି ପ୍ରଥମ ପଦକ। ପୁରୁଷ ୫୭ କିଲୋଗ୍ରାମ ବର୍ଗରେ ୨୧ ବର୍ଷୀୟ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ...
ୱାକଫ୍ ସଂଶୋଧନ ବିଧେୟକ ଉପରେ ବିଚାର କରିବେ ଯୁଗ୍ମ ସଂସଦୀୟ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଲୋକସଭାରେ ୱାକଫ୍ ସଂଶୋଧନ ବିଧେୟକ ଉପସ୍ଥାପିତ କରିଛନ୍ତି। ଏହା ବିରୋଧୀ ଦଳ ଓ ମୁସଲମାନ ସଂଗଠନଗୁଡ଼ିକ ପାଇଁ ବଡ଼ ଆଲୋଚନାର ବିଷୟ ହୋଇଛି। ତେବେ ଏହି ବିଧେୟକ ଉପରେ ବିଚାର...





















