ଅଲିମ୍ପିକ୍ ୨୦୨୪: ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ, ଓଡ଼ିଶାରୁ ଅମିତ୍ ରୋହିଦାସଙ୍କୁ ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲିମ୍ପିକ୍ ୨୦୨୪ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ। ହରମନପ୍ରୀତ ସିଂହ ଦଳର ଅଧିନାୟକ ହୋଇଥିବାବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ବୁଧବାର ହକି ଇଣ୍ଡିଆ...
ଶିଶୁ ଯୌନ ନିର୍ଯାତନା ଉପରେ ଏକ ଭିନ୍ନ ନାଟକ – ‘ସେପ୍ଟେମ୍ବରର ତିରିଶ ଦିନ’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ସେପ୍ଟେମ୍ବରର ତିରିଶ ଦିନ’ ନାଟକର ଆୟୋଜନ ପାଇଁ ଆୟୋଜକଙ୍କ ତରଫରୁ କରାଯାଉଛି କ୍ରାଉଡ୍ ଫଣ୍ଡିଂ।
ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ ବିଶେଷ କରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ...
ଏଥର ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ କରିପାରିବେନି ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଚଳିତ ଥର ଜୁଲାଇ ୭ ଓ ୮ ତାରିଖ ଦୁଇଦିନ ଧରି ଚାଲିବ ଶ୍ରୀଗୁଣ୍ଡିଚା ଯାତ୍ରା। ଗୋଟିଏ ଦିନରେ ବଡ଼ଠାକୁରଙ୍କର ତିନି...
ବାହାରିନର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେଉଛି ଓଡ଼ିଶାର କଳା କାରିଗରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ଥିବା ଭାରତୀୟ ଦୂତାବାସରେ ଓଡ଼ିଶାର ବିଭିନ୍ନ କଳା କାରିଗରିଗୁଡ଼ିକ ପ୍ରଦର୍ଶିତ ହେଉଛି। ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ବିଶ୍ଵବ୍ୟାପି ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ମଙ୍ଗଳବାରଠାରୁ...
ବାଲେଶ୍ଵରକୁ ଫେରୁଛି ଶାନ୍ତି: ଆଜିଠୁ କେବଳ ରାତିରେ କର୍ଫ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ଧରି ଅଶାନ୍ତି ହୋଇପଡ଼ିଥିବା ବାଲେଶ୍ଵର ସହରକୁ ଧୀରେ ଧୀରେ ଫେରୁଛି ଶାନ୍ତି। ସହରରେ ଲାଗିଥିବା କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି। ବୁଧବାରଠାରୁ କେବଳ ରାତିରେ କର୍ଫ୍ୟୁ କଟକଣା ଜାରି...
ଲୋକସଭାର ବାଚସ୍ପତି ଭାବେ ପୁଣି ନିର୍ବାଚିତ ହେଲେ ଓମ୍ ବିର୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାର ବାଚସ୍ପତି ଭାବେ ପୁଣି ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ସେ ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇ ବାଚସ୍ପତି ହୋଇଛନ୍ତି। ସେ ଲଗାତର ଦ୍ଵିତୀୟଥର ପାଇଁ...
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିଲ୍ଲୀ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରିବେ। ତାଙ୍କ ସହ ଦୁଇ...
ବାଲେଶ୍ଵରରେ କୋହଳ ହେଉଛି କର୍ଫ୍ୟୁ: କେବଳ ରାତିରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଲାଗିଥିବା କର୍ଫ୍ୟୁକୁ ଆଉଟିକେ କୋହଳ କରାଯାଇଛି। ବାଲେଶ୍ଵରରେ କେବଳ ରାତିରେ କର୍ଫ୍ୟୁ କଟକଣା ଲାଗୁ ହେବ। ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ କରାଯିବ ବୋଲି ବାଲେଶ୍ଵର ଜିଲ୍ଲାପାଳ ସୂଚନା...
ମାସକ ମଧ୍ୟରେ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ – ବିଏମସି କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ୟୁନିଟ-୩ ମସଜିଦ କଲୋନୀର ନାବାଳକ ଏସକେ ରାଜେଶ ଡ୍ରେନରେ ଭାସି ପ୍ରାଣ ହରାଇବା ପରେ ଆକ୍ସନ ମୋଡକୁ ଆସିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ମାସକ ଭିତରେ ଭୁବନେଶ୍ଵରରେ ଥିବା...
ଓଏସଆରଟିସିର ସମୀକ୍ଷା କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର (ଓଏସଆରଟିସି) ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ...




















