ନୟାଗଡ଼ରେ ଅଘଟଣ: ନଦୀରେ ବୁଡ଼ି ଭାଇ ଭାଉଣୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଗୁରୁବାର ଦିନ ଘଟିଛି ବଡ଼ ଅଘଟଣ। ଗାଧୋଇବାକୁ ଯିବା ବେଳେ ନଦୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦ୍ୱିତୀକୃଷ୍ଣ ସେଠୀଙ୍କ ୮ ବର୍ଷର...

କାହିଁକି ହାରିଲା ବିଜେଡି: ଅତ୍ୟଧିକ ଆତ୍ମସନ୍ତୋଷ ନା ଭୁଲ୍ ଜାଣି ବି ଅଜଣା ରହିଲା ଦଳ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଧାନସଭା ନିର୍ବାଚନ ୨୦୨୪ରେ ଓଡ଼ିଶା ଦେଖିଲା ବଡ଼ ପରିବର୍ତ୍ତନ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ପ୍ରଥମ ଥର ଲାଗି ଚାଖିଲା ପରାଜୟର ସ୍ଵାଦ। ରାଜ୍ୟରେ ନୂଆ...

ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜୟୀ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ। ବୌଦ୍ଧ ବିଧାନସଭା ଆସନରେ ୨୦୨୪ ନିର୍ବାଚନରେ ବାଜି ହାତେଇଛି...

ଓଡ଼ିଶାରେ ଏବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି – ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=BOhgsRqG9FY ଓଡ଼ିଶାରେ ଏବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିଛି। ଏହି ଚିକିତ୍ସା ସୁବିଧାକୁ ବନ୍ଦ କରାଯାଇନାହିଁ। ଘରୋଇ ହସ୍ପିଟାଲଗୁଡ଼ିକ ସହ ରାଜ୍ୟ ସରକାରଙ୍କ ଚୁକ୍ତିନାମା ବଳବତ୍ତର ରହିଛି। ଗୁରୁବାର...

ନବୀନ ନିବାସରେ ଏକାଠି ହେଲେ ବିଜେଡି ବିଧାୟକ: ପରାଜୟକୁ ନେଇ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ବିଜେଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ନବୀନ ନିବାସରେ ହୋଇଥିବା ଏହି ବୈଠକରେ ବିଜେଡିର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ବିଜେଡି...

ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ, ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା – ମନମୋହନ ସାମଲ

ଓଡ଼ିଶାଲାଇଭ୍ ବ୍ୟୁରୋ “ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ ଯୋଜନା। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଏସକେଓ୍ଵାଇ ଯୋଜନାରେ ଲୋକଙ୍କୁ କମ୍ ସୁବିଧା ମିଳୁଥିଲା, ଏଣିକି ଆୟୁଷ୍ମାନ ଭାରତ...

ବିଜେପିକୁ ଏନଡିଏର ପୂର୍ଣ୍ଣ ସମର୍ଥନ: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରରେ ନୂଆ ସରକାର ଗଢ଼ିବା ପୂର୍ବରୁ ଦିଲ୍ଲୀରେ ଏନଡିଏର ଶୀର୍ଷ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ...

କାଳ ହେଲା ଯୌନ କେଳେଙ୍କାରୀ: ହାସନରେ ହାରିଲେ ପ୍ରଜ୍ୱଳ ରେବନ୍ନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହଙ୍ଗା ପଡ଼ିଲା ଯୌନ କେଳେଙ୍କାରୀ, ହାସନ ଲୋକସଭା ଆସନ ହରାଇଲେ ପ୍ରଜ୍ଜଳ ରେବନ୍ନା। କର୍ଣ୍ଣାଟକର ହାସନ ଲୋକସଭା ଆସନରେ ଜନତା ଦଳ ସେକ୍ୟୁଲାର (ଜେଡିଏସ)ରୁ ନିର୍ବାଚନ ଲଢ଼ୁଥିବା ପ୍ରଜ୍ୱଳ ରେବନ୍ନା ପରାଜିତ...

ତାମିଲନାଡୁରେ ଇଣ୍ଡି ମେଣ୍ଟର କ୍ଲିନ ସ୍ଵିପ୍: ଫେଲ୍ ମାରିଲେ ବିଜେପି ନେତା କେ ଆନ୍ନାମଲାଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଚଳିତ ଲୋକସଭା ନିର୍ବାଚନରେ ତାମିଲନାଡୁରେ ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଇଣ୍ଡି ମେଣ୍ଟ କ୍ଲିନ ସ୍ଵିପ୍ କରିଥିବାବେଳେ ବିଜେପି ସମେତ ଏନଡିଏ ଅନ୍ୟ ଦଳମାନେ ଖାତା ଖୋଲିବାରେ ବିଫଳ...

ଓଡ଼ିଶା ବିଧାନସଭା ନିର୍ବାଚନ – ହାରିଗଲେ ବିଜେଡିର ବଡ଼ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନ ଫଳାଫଳ। ସାମ୍ନାକୁ ଆସିଛି ଅନେକ ରୋଚକ ଚିତ୍ର। ୨୪ ବର୍ଷ ହେଲା ବିଜୟୀ ହୋଇ ଆସୁଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏଥର ପରାଜୟର ମୁହଁ ଦେଖିବାକୁ...