ନବୀନ ନିବାସରେ ଏକାଠି ହେଲେ ବିଜେଡି ବିଧାୟକ: ପରାଜୟକୁ ନେଇ ମାନସମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ବିଜେଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ନବୀନ ନିବାସରେ ହୋଇଥିବା ଏହି ବୈଠକରେ ବିଜେଡିର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ବିଜେଡି...
ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ, ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା – ମନମୋହନ ସାମଲ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ ଯୋଜନା। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଏସକେଓ୍ଵାଇ ଯୋଜନାରେ ଲୋକଙ୍କୁ କମ୍ ସୁବିଧା ମିଳୁଥିଲା, ଏଣିକି ଆୟୁଷ୍ମାନ ଭାରତ...
ବିଜେପିକୁ ଏନଡିଏର ପୂର୍ଣ୍ଣ ସମର୍ଥନ: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ନୂଆ ସରକାର ଗଢ଼ିବା ପୂର୍ବରୁ ଦିଲ୍ଲୀରେ ଏନଡିଏର ଶୀର୍ଷ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ...
କାଳ ହେଲା ଯୌନ କେଳେଙ୍କାରୀ: ହାସନରେ ହାରିଲେ ପ୍ରଜ୍ୱଳ ରେବନ୍ନା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହଙ୍ଗା ପଡ଼ିଲା ଯୌନ କେଳେଙ୍କାରୀ, ହାସନ ଲୋକସଭା ଆସନ ହରାଇଲେ ପ୍ରଜ୍ଜଳ ରେବନ୍ନା।
କର୍ଣ୍ଣାଟକର ହାସନ ଲୋକସଭା ଆସନରେ ଜନତା ଦଳ ସେକ୍ୟୁଲାର (ଜେଡିଏସ)ରୁ ନିର୍ବାଚନ ଲଢ଼ୁଥିବା ପ୍ରଜ୍ୱଳ ରେବନ୍ନା ପରାଜିତ...
ତାମିଲନାଡୁରେ ଇଣ୍ଡି ମେଣ୍ଟର କ୍ଲିନ ସ୍ଵିପ୍: ଫେଲ୍ ମାରିଲେ ବିଜେପି ନେତା କେ ଆନ୍ନାମଲାଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚଳିତ ଲୋକସଭା ନିର୍ବାଚନରେ ତାମିଲନାଡୁରେ ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଇଣ୍ଡି ମେଣ୍ଟ କ୍ଲିନ ସ୍ଵିପ୍ କରିଥିବାବେଳେ ବିଜେପି ସମେତ ଏନଡିଏ ଅନ୍ୟ ଦଳମାନେ ଖାତା ଖୋଲିବାରେ ବିଫଳ...
ଓଡ଼ିଶା ବିଧାନସଭା ନିର୍ବାଚନ – ହାରିଗଲେ ବିଜେଡିର ବଡ଼ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ନିର୍ବାଚନ ଫଳାଫଳ। ସାମ୍ନାକୁ ଆସିଛି ଅନେକ ରୋଚକ ଚିତ୍ର।
୨୪ ବର୍ଷ ହେଲା ବିଜୟୀ ହୋଇ ଆସୁଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏଥର ପରାଜୟର ମୁହଁ ଦେଖିବାକୁ...
ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ନୂଆ ସରକାର ଗଠନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦୀ। ବୁଧବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାସହ...
ଓଡ଼ିଶା ବିଧାନସଭା ନିର୍ବାଚନ: କେତେ କଟିଲା, କେତେ ଆସିଲା?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୭୮ଟି ଆସନ ଜିତି ଦଳ ଏବେ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଗତ ୨୪...
ହାରିଗଲେ ତିନି ଦଳର ମୁଖିଆ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଫ୍ଲପ୍ ମାରିଲେ ଟପ୍ ନେତା, ନିର୍ବାଚନ ବୈତରଣୀ ପାର କରିପାରିଲେନି ତିନି ଦଳର ମୁଖିଆ।
ଏଥର ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ମୋଡ଼। ଓଡ଼ିଶାରେ ଦୀର୍ଘ ୨୪ ବର୍ଷରୁ ଊର୍ଦ୍ଧ୍ଵ...
ଲୋକସଭା ନିର୍ବାଚନରେ ୨୪୦ ସିଟରେ ସୀମିତ ରହିଲା ବିଜେପି, ଜାଣନ୍ତୁ କେଉଁ ସବୁ ରାଜ୍ୟରେ ଫେଲ୍ ମାରିଲା ଏନଡିଏ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରିଛି ଲୋକସଭା ନିର୍ବାଚନ ୨୦୨୪। ଏଥିରେ ବିଜେପି ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଏନଡିଏ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି ସତ, ହେଲେ ଆଶା ଅନୁଯାୟୀ ଫଳାଫଳ ଆସିନଥିବାରୁ ବିଜେପି ଶିବିରରେ...





















