ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/_OECKLHxGd0 ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହୋଇଥିବାବେଳେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମା’ ଲକ୍ଷ୍ମୀ। ବଡ଼...

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୩ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘରିଛନ୍ତି। ଅନ୍ୟପଟେ ଓଏଏସ୍ ସଂଘ...

ମନ୍ତ୍ରୀ କହିଲେ, ଇ-କେଓ୍ଵାଇସି କରିନଥିଲେ ୩ ମାସ ଭିତରେ କଟିଯିବ ରାସନକାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ “ରାସନକାର୍ଡ ସହ ଇ-କେଓ୍ଵାଇସି ସଂଯୋଗ ହୋଇନଥିଲେ ଚାଉଳ ବନ୍ଦ କରାଯିବ। ଆଉ ଡେଡଲାଇନ ଘୁଞ୍ଚିବ ନାହିଁ। କାର୍ଡ ସସପେଣ୍ଡ କରାଯିବ। ୩ ମାସ ମଧ୍ୟରେ ଜଣାଇଲେ କାର୍ଡ ଆକକ୍ଟିଭ କରାଯିବ, ନଚେତ...

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ ସ୍ଵତନ୍ତ୍ର ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି। ବଦଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରମୁଖ ସଚିବ ଓ ସ୍ଵତନ୍ତ୍ର ସଚିବ। ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଶ୍ଵତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ...

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗର ଯୁଗ୍ମ ନିର୍ଦ୍ଦେଶ ଦୟାନିଧି ବାଗ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦୟାନିଧି ବାଗଙ୍କ ୮ଟି ଠିକଣା ଉପରେ ଚଢ଼ଉ ଜାରି...

ବାଲେଶ୍ଵର: ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଋତୁସ୍ରାବ ପରିଚ୍ଛନ୍ନତା ଉପରେ ଜନସ୍ୱାସ୍ଥ୍ୟ କର୍ମଶାଳା ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁର): ଆସନ୍ତାକାଲିର ସମୟକୁ ଉଚିତ ରୂପଦେବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିପ୍ରେକ୍ଷୀରେ ପୃଥିବୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯୁବପିଢ଼ି...

“ଲାଜ ଛାଡ଼ିବା, ଚାଲ ପିରିୟଡ୍ସ ବିଷୟରେ ଖୋଲି କଥା ହେବା”

ପ୍ରଣତି ପରିଡ଼ା “Let’s Talk Periods – ଏହା କେବଳ ତିନୋଟି ଶବ୍ଦ ନୁହେଁ। ଏହି ଖଣ୍ଡବାକ୍ୟ ଭିତରେ ଅସଲରେ ରହିଛି ସଚେତନତାର ଏକ ଗୂଢ଼ ବାର୍ତ୍ତା। ଏହି ବାର୍ତ୍ତା କେବଳ କିଶୋରୀ ବାଳିକା...
Bahuda Yatra

ଶରଧାବାଲିରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ଶରଧାବାଲିରେ ଲାଗିଲା ୩ ରଥ। ଭକ୍ତମାନେ ୩ ରଥକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି। ଶୁକ୍ରବାର ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ...

ସିଂହଦ୍ଵାରରୁ ଅଳ୍ପ ବାଟ ଯାଇ ଅଟକିଲା ନନ୍ଦିଘୋଷ ରଥ, କାଲି ମାଉସୀ ମା’ ଘର ଯିବେ କାଳିଆ ସାଆନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ବଡ଼ଠାକୁର। ଆଗେ ଆଗେ ଚାଲିଛନ୍ତି ଭାଇଭଉଣୀ ପଛରେ ନନ୍ଦିଘୋଷ ରଥରେ ବସି ଯାଉନ୍ତି କାଳିଆ...