ଯାଜପୁରକୁ ଡାଇରିଆ ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରକୁ ଡାଇରିଆ ଡର। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଆଜି ପୁଣି ଯାଜପୁରକୁ ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍। ବର୍ତ୍ତମାନ ଜିଲ୍ଲାରେ ସ୍ଥିତି...

ଆଜି ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ରଜ ଉତ୍ସବର ଚତୁର୍ଥ ଦିନ ଅର୍ଥାତ୍‌ ବସୁମତୀ ସ୍ନାନ। ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ...

ବାଲେଶ୍ଵର: ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ଵ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଖାନନଗର କ୍ରିକେଟ ପଡ଼ିଆରେ ସାଉଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଅବସରରେ...

ଓଡ଼ିଶାରେ ସରିଲା ଖରା ଛୁଟି, ଜୁନ ୨୦ରୁ ଖୋଲିବ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଖରାଛୁଟି। ରାଜ୍ୟରେ ଜୁନ ୨୦ ତାରିଖରୁ ସ୍କୁଲ ଖୋଲିବ। ଜୁନ ୧୮ ତାରିଖ ବଦଳରେ ସ୍କୁଲ ଖୋଲିବାକୁ ବିଦ୍ୟାଳାୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ...

ମୟୂରଭଞ୍ଜ: ଗାଧୋଇବାକୁ ଯାଇ ବୁଡ଼ି ଗଲେ ଦୁଇ ସାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଲୁଲୁଙ୍ଗ ପର୍ଯ୍ୟଟନ ସ୍ଥଳୀରେ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ବାରିପଦାର ବିଭିନ୍ନ...

ମାଟିର ପର୍ବ ରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅଭିନ୍ନ ଅଙ୍ଗ ହେଉଛି ଏହାର ପୂରପଲ୍ଲୀରେ ପାଳନ କରାଯାଉଥିବା ପର୍ବପର୍ବାଣୀ। ସେଥିମଧ୍ୟରୁ ରଜପର୍ବ ପାଳନର ପରମ୍ପରା ଅନନ୍ୟ। କୃଷି ଓଡ଼ିଶାବାସୀଙ୍କ ମୁଖ୍ୟ ଜୀବିକା...

ଯାଜପୁରରେ କଲେରା ଚିହ୍ନଟ: ରଜରେ ଭୋଜି ଉପରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଉଦବେଗ ଜନକ ରହିଥିବାବେଳେ କଲେରା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରଜ ପର୍ବରେ ସାମୁହିକ ସମାବେଶରେ ଭୋଜି ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ...

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ…

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପହିଲି ରଜ। ରଜ ପାଇଁ ସଜେଇ ହୋଇଛି ଗାଁଠୁ ସହର। ବରଷକେ ଥରେ ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜ ପାଇଁ ଚାଲିଛି ଚାରିଆଡ଼େ ସଜବାଜ। ବର୍ଷକୁ ଥରେ ରଜପର୍ବକୁ...

ମୟୂରଭଞ୍ଜ: ବାରିପଦା ଛଉ ପଡ଼ିଆରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଛଉ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି। ବିକାଶ ମେଳାକୁ ରାଜ୍ୟସଭା ସାଂସଦ ମମତା...

ରାତି ପାହିଲେ ପହିଲି ରଜ, ଗାଁଠୁ ସହର ଚାଲିଛି ସଜବାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଓଡ଼ିଶାର ଗଣ ପର୍ବ ରଜ। ଗାଁଠୁ ସହର, ସବୁଠି ଚାଲିଛି ସଜବାଜ। କାରଣ ଗୋଟିଏ ବର୍ଷର ଅପେକ୍ଷା ପରେ ପୁଣି ଆସିଛି ରଜ। ରଜ ପର୍ବକୁ ଗାଁଠାରୁ ସହର ପର୍ଯ୍ୟନ୍ତ...