ଆଜି ଅନ୍ତିମ ବିଦାୟ ନେବେ ପଦ୍ମଭୂଷଣ ରମାକାନ୍ତ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଅନ୍ତିମ ବିଦାୟ ନେବେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ। ପୁରୀ ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର...

ଆସ ଖେଳିବା ହୋଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ...

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା: ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍ ଗଲେ ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ର ଗିରଫ। ଶୁକ୍ରବାର ବାଲେଶ୍ୱର ଓପିଆଇଡି କୋର୍ଟ ତାଙ୍କୁ ମାର୍ଚ୍ଚ ୧୯...

ଜାତୀୟ ହକିରେ ଓଡ଼ିଶା ମହିଳା ଦଳର ପରାଜୟ: ଦାୟୀ କିଏ?

ସତୀଶ ଶର୍ମା ଓଡ଼ିଶା ହକି ପୁନଃ ରାଜ୍ୟର ହକି ପ୍ରେମୀମାନଙ୍କୁ ନିରାଶ କରିଛି। ଗତ ମାସ ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ସେମିଫାଇନଲରେ ବି ପ୍ରବେଶ...

ତାମିଲନାଡୁରେ ତୀବ୍ର ହେଉଛି ଭାଷା ଆନ୍ଦୋଳନ: ବଜେଟରୁ ହଟିଲା ଭାରତର ‘ଟଙ୍କା’ ସଙ୍କେତ

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁରେ ତୀବ୍ର ହେବାରେ ଲାଗିଛି ଭାଷା ଆନ୍ଦୋଳନ। ରାଜ୍ୟରେ ବଢ଼ିବାରେ ଲାଗିଛି ହିନ୍ଦୀ ଭାଷାର ବିରୋଧ। ଏମ କେ ଷ୍ଟାଲିନଙ୍କ ନେତୃତ୍ଵାଧୀନ ଡିଏମକେ ସରକାର ଏହାର ମୂଳରେ ରହିଛି। ଏବେ ତାମିଲନାଡୁ...

ଓଡ଼ିଆ ସଂସ୍କୃତିରେ ଦୋଳଯାତ୍ରା ଓ ହୋଲି

ସୁରେଶ କୁମାର ପ୍ରଧାନ ଆମର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ପର୍ବପର୍ବାଣୀ ପାଳନର ଧାରା ବହୁ ପ୍ରାଚୀନ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା...

ଆଇଆଇଏମ୍‌ସି ଢେଙ୍କାନାଳ ପକ୍ଷରୁ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‌ସି ଢେଙ୍କାନାଳ ଏବଂ ଢେଙ୍କାନାଳସ୍ଥିତ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଓଡ଼ାପଡ଼ା...

ଓଡ଼ିଶାରେ ବଢ଼ିଚାଲିଛି ତାତି: ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିଚାଲିଛି ତାତି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଗରମ ଯୋଗୁଁ ବାହାରକୁ ଯାଇ ହେଉନି। ଗୁରୁବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ଆଗକୁ ରାଜ୍ୟର...

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ଼। ଦୋଳ ପୂର୍ଣ୍ଣିମା ଏବଂ ବଡ଼ ଠାକୁରଙ୍କ ସୁନାବେଶ...

କିଡ୍‌ନି ଜନିତ ସମସ୍ୟା ସହ ଜଡ଼ିତ ଥିବା ଭ୍ରାନ୍ତ ଧାରଣା

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/-f2toqEDQuA କିଡ୍‌ନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। କିଡ୍‌ନି ଶରୀରରୁ ବର୍ଜ୍ୟବସ୍ତୁ ତଥା ଟକ୍ସିକ୍‌ ପରିସ୍ରା ବାଟେ ବାହାର କରିଥାଏ। ତେଣୁ...