କେନ୍ଦ୍ରାପଡ଼ା: ଗହୀରମଥାରେ ଅଣ୍ଡାଦାନ କଲେଣି ସାଢ଼େ ୬ ଲକ୍ଷ ଅଲିଭ୍ ରିଡଲେ କଇଁଛ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ରେକର୍ଡ ସଂଖ୍ୟାରେ ଅଣ୍ଡାଦାନ କରିଛନ୍ତି ଅଲିଭ୍ ରିଡଲେ କଇଁଛ। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ଯାଏଁ ପ୍ରାୟ ୬ ଲକ୍ଷ ୬୦ ହଜାର କଇଁଛ ଅଣ୍ଡାଦାନ...
“ନାରୀ ହୋଇଲେ ସ୍ଵାବଲମ୍ବୀ, ହେବ ସମାଜର ଉନ୍ନତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିବା ଯୁବ ସମ୍ମିଳନୀରେ ମହିଳାଙ୍କୁ ଉଦ୍ୟୋଗୀ କରିବା ଦିଗରେ ଗୁରୁତ୍ଵାରୋପ।
ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ...
ମନ୍ତ୍ରୀ କହିଲେ – ସହର ଭିତରେ ୩୫ରୁ ଅଧିକ ସ୍ପିଡରେ ଗଡ଼ିବନି ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ସହରରେ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ଦିନ ବିଧାନସଭାରେ ‘ମୋ ବସ୍’କୁ ନେଇ ଉଠିଲା ପ୍ରଶ୍ନ। ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ...
ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ଗଢ଼ି ଉଠିବ ଜନବସତି – ଏଲନ ମସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ।
ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ...
କୋରାପୁଟରେ ବଲିଉଡ ଦିଭା ପ୍ରିୟଙ୍କା ଚୋପ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ପହଞ୍ଚିଛନ୍ତି ବଲିଉଡ ଦିଭା ପ୍ରିୟଙ୍କା ଚୋପ୍ରା। ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ ସାଙ୍ଗରେ ଅଛନ୍ତି। ଏସଏସ ରାଜାମୌଲୀଙ୍କ ହାଇ ବଜେଟର ସିନେମା ‘ଏସଏସଏମବି-୨୯’ ର ସୁଟିଂ ପାଇଁ...
ଚାଲିପାରୁନି ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ: ଶାସକ-ବିରୋଧୀ ହାତାହାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଏହା ସ୍ଵାଭାବିକ ଭାବେ ଚାଲିପାରୁନାହିଁ। ମଙ୍ଗଳବାର ଗୃହରେ ଆରମ୍ଭରୁ ଶାସକ-ବିରୋଧୀ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ଗୃହକୁ...
ଅନ୍ତର୍ଜାତୀୟ ମହିଳା ଦିବସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବ ସମ୍ମିଳନୀ: ନାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵାରୋପ
ଓଡ଼ିଶାଲାଇଭ୍ ବ୍ୟୁରୋ
"ମହିଳାଙ୍କ ମାନସିକ ସୁସ୍ଥତା ସଫଳତାର ଚାବିକାଠି।"
ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏନଏଚଆରଡି ନେଟୱର୍କ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ...
ବାଲେଶ୍ଵର: ଯୁବ ବିକାଶ ଫାଉଣ୍ଡେସନ ତରଫରୁ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଯୁବ ବିକାଶ ଫାଉଣ୍ଡେସନ, ସ୍କୋର ଲାଇଭ ହୁଡ ଫାଉଣ୍ଡେସନ ଏବଂ ଏସଏମଏଫଜି ଗ୍ରାମଶକ୍ତିର ମିଳିତ ଆନୁକୂଲ୍ୟରେ ବାଲେଶ୍ଵରସ୍ଥିତ ଆଇଟିଆଇ ଛକ ନିକଟସ୍ଥ ଓଡ଼େଶା ଭବନଠାରେ ଅନ୍ତର୍ଜାତୀୟ...
ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସ ୨୦୨୫: ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ‘ଆଲପାଇନ ସ୍କିଙ୍ଗ୍’ରେ ନିଜର ପ୍ରଦର୍ଶନ ବଳରେ...
ଭୁବନେଶ୍ୱର: ଏଆଇସି-ନାଳନ୍ଦା ପକ୍ଷରୁ ‘ସି କନଫ୍ଲୁଏନ୍ସ ସିଜନ୍ ୨’ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ (ଏଆଇସି-ଏନଆଇଟିଏଫ୍) ପକ୍ଷରୁ ‘ସି କନଫ୍ଲୁଏନ୍ସ ସିଜନ୍ ୨’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱର ପୋଖରିପୁଟସ୍ଥିତ ବିବେକାନନ୍ଦ କେନ୍ଦ୍ର-ଏଆଇସିୱାଇଏଏମରେ ଏହା...





















