Independence Day

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।...

ଛତିଶଗଡ଼: ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/zkm3nEiQHAI ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଏକ ପାସେଞ୍ଜର ଟ୍ରେନ ଓ ମାଲବାହୀ ଟ୍ରେନ ଗୋଟିଏ ଟ୍ରାକକୁ ଆସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଟ୍ରେନ ମଧ୍ୟରେ ଧକ୍କା...

ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁଣାଣି ଚାଲିଥିଲା ବେଳେ ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ଜୋରଦାର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ପୂର୍ବରୁ ଛାରଖାର ହୋଇଯାଇଛି ସୁପ୍ରିମକୋର୍ଟ ପରିସର। ବିସ୍ଫୋରଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।...

ବାଲେଶ୍ଵର: ‘ଚନ୍ଦ୍ରଭାଗୋତ୍ସବ’ ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଜାତୀୟସ୍ତରୀୟ ‘ଚନ୍ଦ୍ରଭାଗୋତ୍ସବ’ ଆୟୋଜନ ପାଇଁ ବାଲେଶ୍ଵରସ୍ଥିତ ଗାନ୍ଧୀସ୍ମୃତି ଭବନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଜାତୀୟସ୍ତରୀୟ ଚିତ୍ରକଳା, ବହୁଭାଷୀ ସଂଗୀତ, ନାଟକ-କଥା-କବିତା...

ରାସନ କାର୍ଡ ଇ-କେଓ୍ଵାଇସି ପାଇଁ ଡିସେମ୍ବର ୩୧ ଯାଏଁ ବଢ଼ିଲା ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଇ-କେଓ୍ଵାଇସି ଅପଡେଟ୍ ପାଇଁ ବଢ଼ିଲା ସମୟ। ଡିସେମ୍ବର ୩୧ ତାରିଖ ଯାଏଁ ଇ-କେଓ୍ଵାଇସି କରିପାରିବେ ପିଡିଏସ୍ ହିତାଧିକାରୀ। ପୂର୍ବରୁ ଅକ୍ଟୋବର ୩୧ ଇ-କେଓ୍ଵାଇସିର...

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର: ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ଵ ବିଜୟୀ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର। ଭାରତକୁ ମିଳିଲା ପ୍ରଥମ ମହିଳା କ୍ରିକେଟ ବିଶ୍ଵକପ ଟ୍ରଫି। ଆଇସିସି ମହିଳା କ୍ରିକେଟ ବିଶ୍ଵକପ ୨୦୨୫ର ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ। ବିଶ୍ଵକପର ମେଗା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ...

କିଏ ଭାଙ୍ଗିଲା କୋଣାର୍କ ସୂର୍ଯ୍ୟ ମନ୍ଦିର?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=8L68mGbUL0o କୋଣାର୍କ - ଭାରତର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ। ଏହି ଅନନ୍ୟ ଐତିହ୍ୟ, ଉତ୍କଳୀୟ କଳାସ୍ଥାପତ୍ୟର ଅପୂର୍ବ ନିଦର୍ଶନ। ଏହାକୁ ବ୍ଲାକ୍ ପାଗୋଡ଼ା ମଧ୍ୟ କୁହାଯାଏ। ୟୁରୋପୀୟ ନାବିକମାନେ ଏପରି ନାମକରଣ କରିଥିଲେ। ତ୍ରୟୋଦଶ...

ପୁଣି ଖୋଲିଲା ‘ସୁଭଦ୍ରା’ ପୋର୍ଟାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂତନ ପଞ୍ଜୀକରଣ ନିମନ୍ତେ ସୁଭଦ୍ରା ପୋର୍ଟାଲ ନଭେମ୍ବର ୧ ତାରିଖରୁ ଖୋଲାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ନଭେମ୍ବର ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା-୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ଭୁବନେଶ୍ୱରର ୟୁନିଟ୍ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ନଭେମ୍ବର ୧୨ ତାରିଖ...

ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ପାଇଁ ବିଏମ୍‌ସିର ନୂଆ ପଦକ୍ଷେପ: ମାସର ପ୍ରଥମ ଶନିବାରରେ ହେବ ସ୍ୱତନ୍ତ୍ର ଅଭିଯୋଗ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଗୃହ ନିର୍ମାଣ, ଲେଆଉଟ ପ୍ଲାନ ଅନୁମୋଦନ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନୂଆ ପଦକ୍ଷେପ। ଏଣିକି ପ୍ରତି ମାସର ପ୍ରଥମ ଶନିବାର ଦିନ...