କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୫୪ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା...
ବରିଷ୍ଠ ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଲମ୍ବିତ ହେଲେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତ। ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତ ଥିବା ରାଜେଶ ପଣ୍ଡିତଙ୍କୁ ମଙ୍ଗଳବାର ଦିନ ଚାକିରିରୁ ନିଲମ୍ବିତ କରିଛନ୍ତି...
ଏକ୍ଜିମା ହେଇଛି, ଜାଣନ୍ତୁ କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=AsPkdYJS0qo
ଏକ୍ଜିମା ଏକ ପ୍ରକାରର ଚର୍ମ ରୋଗ। ଏକ୍ଜିମା ହେଲେ ତ୍ଵଚା କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦିଏ।
ଏକ୍ଜିମା କାହିଁକି ହୁଏ, ଏହା କେମିତି ଭଲ...
ଝାଡ଼ଖଣ୍ଡରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ୨ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡର ଚକ୍ରଧରପୁର ନିକଟରେ ମଙ୍ଗଳବାର ସକାଳେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଏଠାରେ ହାୱଡ଼ା-ମୁମ୍ବାଇ ସିଏସଏମଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ...
ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ...
ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁର ୫ ଦିନ ପରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଶରୀରରେ ଏକାଧିକ କ୍ଷତ ପାଇଁ ମଧୁମିତା ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟରେ ଆହୁରି...
ରାଜ୍ୟ ବଜେଟକୁ ନବୀନଙ୍କ ସମାଲୋଚନା: କହିଲେ ବିଜେପି କେବଳ ‘ନେମ୍ ଚେଞ୍ଜର’ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ବଜେଟ୍ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନିଜ ବକ୍ତବ୍ୟରେ ରାଜ୍ୟ ବଜେଟକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।...
ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ସ୍ଵଚ୍ଛକର୍ମୀଙ୍କୁ ରେନକୋଟ ପ୍ରଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁସିସିଆଇଏଲ) ଲେଡିଜ ଫୋରମ ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମର ୬ ନମ୍ବର ଓ୍ଵାର୍ଡରେ କାର୍ଯ୍ୟରତ ସ୍ଵଚ୍ଛକର୍ମୀମାନଙ୍କୁ ରେନକୋଟ ପ୍ରଦାନ କରାଯାଇଛି।
ସୋମବାର ଦିନ...
ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିବ ବିଶ୍ଵର ପ୍ରଥମ କଳା ବାଘ ସଫାରି। ଏହାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ (ସିଜେଡଏ) ଅନୁମୋଦନ ମିଳିଛି। ଏହା ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ...
ଆଉଥରେ ଯାଞ୍ଚ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର...





















