ଜୁନ ୬ରୁ ୯ ଯାଏଁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’: ପ୍ରଦର୍ଶନ ହେବ ଓଡ଼ିଆ ସହିତ ୯ଟି ଭାଷାର ଚଳଚ୍ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଫିଲ୍ମ ସ୍କ୍ରିନିଂ
ଅଭିନୟ ଓ ଚିତ୍ରନାଟ୍ୟ ରଚନା ଉପରେ ସ୍ୱତନ୍ତ୍ର ମାଷ୍ଟରକ୍ଲାସ
(ଭୁବନେଶ୍ୱର): ଜୁନ ୬ରୁ ୯ ତାରିଖ...
ଅପରେସନ ସିନ୍ଦୂରର କୁନି ଯୋଦ୍ଧା ଶ୍ରବଣ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/osbd5jDNlwg
ଦେଶପ୍ରେମ ଲାଗି କୌଣସି ବୟସ ନଥାଏ। କେବଳ ମନରେ ସାହସ ଏବଂ ଦେଶ ପ୍ରତି ଭଲ ପାଇବା ଥିବା ଆବଶ୍ୟକ। ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମାତ୍ର ୧୦ ବର୍ଷର ବାଳକ ଶ୍ରବଣ...
ଚିନ୍ତା ବଢ଼ାଉଛି ମୁଣ୍ଡଫଟା ଖରା: ଓଡ଼ିଶାକୁ ହିଟ୍ ଓ୍ଵେଭ୍ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଖରାରେ ଆଉଟ ପାଉଟ ହେଉଛନ୍ତି ରାଜ୍ୟବାସୀ। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଜୁନ ୯ ତାରିଖ ଯାଏଁ ସମଗ୍ର ରାଜ୍ୟକୁ ହିଟ୍ ଓ୍ଵେଭ୍ ଓ୍ଵାର୍ଣ୍ଣିଂ ଜାରି...
ଆଇପିଏଲ୍ ୨୦୨୫: ପ୍ରଥମ ଟ୍ରଫି ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଆଇପିଏଲ୍ ଟ୍ରଫି ହାତେଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଆଇପିଏଲ୍ ୨୦୨୫ର ମେଗା ଫାଇନାଲରେ ପଞ୍ଜାବ କିଙ୍ଗ୍ସକୁ ୬ ରନରେ ପରାସ୍ତ କରି...
କେମିତି ପଢ଼ିଲେ ରହିବ ଭଲ ମାର୍କ – ଟିପ୍ସ ଦେଲେ ଇକୋନୋମିକ୍ସ ଟପ୍ପର ସଂସ୍କୃତି ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/xfbLo7sUFls
ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ଟପ୍ପର ହୋଇଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ସଂସ୍କୃତି ମହାପାତ୍ର। ଇକୋନୋମିକ୍ସ ଅନର୍ସରେ ୯.୦୩ ସିଜିପିଏ ରଖି ଏହି ସଫଳତା ହାସଲ କରିଛନ୍ତି ସଂସ୍କୃତି।
ଦୃଢ଼ ଇଚ୍ଛାଶକ୍ତି ଏବଂ...
ବାଲେଶ୍ଵରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷଠାରେ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବାଲେଶ୍ୱରର ସାଂସଦ...
ଆଉ ଲାଗିବନି ଷ୍ଟ୍ରାଇକ୍: କପିରାଇଟ ମୁକ୍ତ ହେଲା ଦୂରଦର୍ଶନ ଓ ପିଆଇବିର ଫୁଟେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/iqB2ss9N1Q0
ପ୍ରସାର ଭାରତୀ ଏବଂ ପିଆଇବିର ଫୁଟେଜ କିମ୍ବା କଣ୍ଟେଣ୍ଟକୁ ବ୍ୟବହାର କଲେ ଲାଗିବନି କପିରାଇଟ୍ ଷ୍ଟ୍ରାଇକ। ଦୂରଦର୍ଶନ ଓ ପିଆଇବି ଫୁଟେଜ ସବୁ କପିରାଇଟ ମୁକ୍ତ ହୋଇଛି। ଏଏନଆଇ ଫୁଟେଜ୍ ବ୍ୟବହାରକୁ...
ସ୍କାଟ ହ୍ୱିଲରଙ୍କ ପ୍ରଥମ ଫ୍ୟାନ କିପରି ଥିଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/sl4JhPjwplk
ଇଲେକ୍ଟ୍ରିକ ଫ୍ୟାନ ବିନା ଏବେ ଚଳିବା ମୁସ୍କିଲ। ତେବେ ଅନେକ ଜାଣିନଥିବେ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନର ଉଦ୍ଭାବକ କିଏ ଓ କିପରି ସେ ତିଆରି କରିଥିବା ପ୍ରଥମ...
ବାଲେଶ୍ଵର ଶାନ୍ତିକାନନରେ ପାଳିତ ହେଲା କବି ବ୍ରଜନାଥ ରଥଙ୍କ ପୁଣ୍ୟତିଥି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ କବି ଡକ୍ଟର ବ୍ରଜନାଥ ରଥଙ୍କ ଏକାଦଶ ତମ ପୁଣ୍ୟତିଥି ଶାନ୍ତିକାନନ ପରିସରସ୍ଥ ସଭାଗୃହରେ ପାଳିତ ହୋଇଯାଇଛି।
ପରିଷଦର ସଭାପତି...
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ: ରଜିତ ଗୁପ୍ତା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/07W1jEF_gw4
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ୨୦୨୫ ରେଜଲ୍ଟ। ଏଥିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ରାଜସ୍ଥାନର ରଜିତ ଗୁପ୍ତା। ମୋଟ ୩୬୦ରୁ ୩୩୨ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି...





















