ପୁରୀ ରାଜଭବନ ନିରାପଦ ନୁହେଁ: ସ୍ପେଶାଲ ସର୍କିଟ ହାଉସରେ ରହିବେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୧୩ ମସିହାରେ ନିର୍ମାଣ କରାଯାଇଥିବା ପୁରୀ ରାଜଭବନ ଏବେ ବିପଦସଙ୍କୁଳ ଅବସ୍ଥାରେ। ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଆସୁଥିବାରୁ ତାଙ୍କ ରହଣି ପାଇଁ ସ୍ପେଶାଲ ସର୍କିଟ ହାଉସରେ ବ୍ୟବସ୍ଥା...
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ିଲା ବ୍ୟାଙ୍କ-ମୋବାଇଲ ସହ ଆଧାର ଲିଙ୍କ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ ନମ୍ବର, ପାସ୍ପୋର୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍କୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏସବୁଥିରେ ଆଧଶଣ ଲିଙ୍କ୍ ଏବେ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ...
ସରକାରଙ୍କ ସହ ଆଲୋଚନା ବିଫଳ, ଆଜିଠୁ ଗଡ଼ିବନି ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ କରିବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଗଡ଼ିବନି।
୩...
୨୦୦୭ରୁ ୨୦୧୮: ମାଓବାଦୀ ନେଲେଣି କେତେ ଯବାନଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ...
ସୁକମାରେ ବଡ଼ ଧରଣର ମାଓ ହମଲା: ଆଇଆଇଡି ବିସ୍ଫୋରଣରେ ୯ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ସୁକ୍ମା ଜିଲ୍ଲାରେ ଆଇଆଇଡି ବିସ୍ଫୋରଣ ଘଟିବାରୁ ୯ ଯବାନ ସହିଦ ହୋଇଛନ୍ତି।
ଛତିଶଗଡ ସୁକ୍ମା ଜିଲ୍ଲାରେ ବଡ଼ ଧରଣର ମାଓ ହମଲା ହୋଇଛି। କିସ୍ତାରାମ ଅଞ୍ଚଳରେ...
ବଲିଉଡ ଗାୟକ ଆଦିତ୍ୟ ନାରାୟଣ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଗାୟକ ଆଦିତ୍ୟ ନାରାୟଣଙ୍କ ପିଛା ଛାଡ଼ୁନି ବିବାଦ। ୨୦୧୭ରେ ଆଦିତ୍ୟ ରାୟପୁର ବିମାନବନ୍ଦରରେ ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ରହିବା ପରେ ଆଜି ଏକ ଅଟୋରିକ୍ସାକୁ ଧକ୍କା ଦେଇ...
ପ୍ରସାଦଙ୍କୁ ନେଇ କଂଗ୍ରେସରେ ବଢ଼ିଲା କଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତିଙ୍କୁ ନେଇ ପୁଣି ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତା ଶରତ ରାଉତ ରବିବାର ଯେଉଁ ପ୍ରଶ୍ନ କରିଥିଲେ ସୋମବାର ତାରା ପ୍ରସାଦ ବାହିନୀପତି ସମାନ ପ୍ରଶ୍ନ ପଚାରି କନ୍ଦଳକୁ ତୀବ୍ର...
ରାଜଧାନୀରେ ଗର୍ଜିଲେ ଶିକ୍ଷା ସହାୟକ, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଏକାଠି ହୋଇଛନ୍ତି ୫୮ ହଜାର ସ୍କୁଲର ଶିକ୍ଷା ସହାୟକ। ସମୂହ ଛୁଟିରେ ଆସି ରାଜଧାନୀରେ ହକ୍ ପାଇଁ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେଲେ ସ୍କୁଲର ବାର୍ଷିକ...
କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍ ଦାଗ ନାହିଁ: କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାରୁ ଆସିଲା ଫୋରେନସିକ୍ ଲ୍ୟାବ ରିପୋର୍ଟ
ରିପୋର୍ଟ ଆଧାରରେ ବିବୃତି ଦେଲା କ୍ରାଇମବ୍ରାଞ୍ଚ
ପୀଡ଼ିତାଙ୍କ ପୋଷାକରେ କୌଣସି ସିମେନ୍ ଦାଗ ନାହିଁ: କ୍ରାଇମବ୍ରାଞ୍ଚ ଏସ୍ପି
କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍ ଦାଗ...
ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା-ସମ୍ବଲପୁର ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଯାଇଛନ୍ତି। ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ...





















