ମୃତ୍ୟୁଦଣ୍ଡକୁ ନେଇ କ’ଣ କହିଲେ ଶେଖ ହସିନା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/HtNSl9kt-90
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ଫାଶୀଦଣ୍ଡ ଶୁଣାଇଛନ୍ତି। ବିକ୍ଷୋଭକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି...
ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ସାଉଦି ଆରବରେ ଜଳିଗଲେ ୪୨ ଭାରତୀୟ!
ଓଡ଼ିଶାଲାଇଭ୍ ବ୍ୟୁରୋ
ତୀର୍ଥଯାତ୍ରା ହେଲା ଜୀବନର ଶେଷ ଯାତ୍ରା। ସାଉଦି ଆରବର ମୁଫ୍ରିହାତ ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ୪୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ହୋଇଥିବା କୁହାଯାଉଛି। ମକ୍କାରୁ...
ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳିଲେ ଏଲସବରୀ ଓଡ଼ିଆ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କଲେ ଏଲସବରି ଓଡ଼ିଆ ପରିବାର। ଇଂଲଣ୍ଡର ଏଲସବରୀଠାରେ ବସବାସ କରୁଥିବା ଓଡ଼ିଆ ପରିବାରଙ୍କୁ ନେଇ ଗଠିତ ସଂଗଠନ ଏଲସବରୀ ଓଡ଼ିଆ ପରିବାର ପକ୍ଷରୁ ପ୍ରଥମ...
ସାଉଦି ଆରବରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ର ବାର୍ଷିକ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଉଦି ଆରବର ଜୁବେଲଠାରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ ର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ଦୁଇଶହ ଓଡ଼ିଆ ପରିବାର ସମେତ ୪୦୦ରୁ ଅଧିକ ଓଡ଼ିଆ ସଦସ୍ୟ ସାମିଲ...
ଜାପାନ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତଙ୍କୁ ୩ ସ୍ଵର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/kGkRvDsoWUk
ଟୋକିଓରେ ଆୟୋଜିତ ଜାପାନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଦାମଦାର ପ୍ରଦର୍ଶନ କରି ତିନିଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ।
ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ...
ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁଣାଣି ଚାଲିଥିଲା ବେଳେ ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ଜୋରଦାର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ପୂର୍ବରୁ ଛାରଖାର ହୋଇଯାଇଛି ସୁପ୍ରିମକୋର୍ଟ ପରିସର। ବିସ୍ଫୋରଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।...
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/r9M79BzQ6CA
ସାନାଏ ଟାକାଇଚି ହୋଇଛନ୍ତି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ଐତିହାସିକ ନିଷ୍ପତ୍ତି ପରେ ତାଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ୬୪ ବର୍ଷୀୟ ଟାକାଇଚି...
କାନାଡାରେ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜନ୍ମିତ ଅନ୍ତର୍ଜାତୀୟ ଖାତିସମ୍ପନ୍ନ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କର କାନାଡାର ଏଡମୋଣ୍ଟନ ସହରଠାରେ ପରଲୋକ ଘଟିଛି।
ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଜଗନ୍ନାଥ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ...
ଅର୍ଥଶାସ୍ତ୍ରରେ ୩ ଜଣଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏହି ସମ୍ମାନ ପାଇଁ ରୟାଲ ସ୍ଵିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ ପକ୍ଷରୁ ତିନିଜଣ ଅର୍ଥଶାସ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।
ସେମାନେ ହେଉଛନ୍ତି...
ମେକ୍ସିକୋରେ ଆୟୋଜିତ ବିଶ୍ଵ କବି ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ପାଞ୍ଚଦିନିଆ ବିଶ୍ଵ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର। ୟୁନେସ୍କୋର ‘ଓ୍ଵାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ...





















