International

ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ପଡ଼ିଲା ରୁଷର ମିସାଇଲ୍, ୨ ପୋଲାଣ୍ଡ ନାଗରିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନ୍ ଉପରେ ରୁଷ୍ ମିସାଇଲ୍ ମାଡ଼ ଜାରିରହିଛି। ଏହାରି ଭିତରେ ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି। ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ଼ ହୋଇଥିବା ସୂଚନା ମିଳିଛି। ମିସାଇଲ୍...

ନଭେମ୍ବର ୨୦ରୁ କାତାରରେ ଆରମ୍ଭ ହେବ ଫୁଟବଲ୍ ବିଶ୍ଵକପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ଵକପ୍। ପ୍ରଥମ ଥର ପାଇଁ କାତାର ଭଳି ଏକ ଆରବ ଦେଶ ଏହାର ୨୨ତମ ସଂସ୍କରଣ ଆଯୋଜନ କରିବାକୁ ଯାଉଛି। ଏହା...

ରୁଷ ଆସି ଅଧାରେ ଥିବା ମେଡ଼ିକାଲ ପାଠପଢ଼ା ଶେଷ କର

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନ୍‌ରେ ମେଡିକାଲ ପାଠପଢା ଅଧାରୁ ଛାଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ଆସି ପାଠପଢ଼ା ସାରିବାକୁ ରୁଷ ସରକାର ପ୍ରସ୍ତାବ ଦେଇଛନ୍ତି। ଚେନ୍ନାଇରେ ରୁଷର ବାଣିଜ୍ୟିକ ଦୂତ ଓଲେଗ ଅବଦିଭ ଏହା କହିଛନ୍ତି। ଓଲେଗ...

ଲଣ୍ଡନ ବିଶ୍ଵ ଟ୍ରାଭେଲ୍ ମାର୍ଟରେ ଓଡ଼ିଶା ପର୍ଯ୍ୟଟନର ପ୍ୟାଭେଲିୟନ

ଓଡ଼ିଶା ଲାଇଭ୍ ବ୍ୟୁରୋ ଲଣ୍ଡନରେ ୭ ରୁ ୯ ନଭେମ୍ବର ଯାଏଁ ଚାଲିଥିବା ବିଶ୍ଵ ଟ୍ରାଭେଲ୍ ମାର୍ଟରେ ସ୍ଥାନ ପାଇଥିଲା ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ପ୍ୟାଭେଲିୟନ। ରାଜ୍ୟର ସମସ୍ତ ମୁଖ୍ୟ ପର୍ଯ୍ୟଟନସ୍ଥଳୀର ଫୋଟୋଚିତ୍ର...

ବ୍ରିଟେନ ହାଇକୋର୍ଟରେ ପଳାତକ ନୀରବ ମୋଦୀଙ୍କ ଆବେଦନ ଖାରଜ

ଓଡ଼ିଶା ଲାଇଭ୍ ବ୍ୟୁରୋ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନବି) ମହାଘୋଟଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କୁ ବଡ଼ ଝଟକା। ନିଜର ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏଥିରେ...

ଦୁଇ ଦିନିଆ ରୁଷ ଗସ୍ତରେ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ୨ ଦିନ ପାଇଁ ରୁଷିଆ ଗସ୍ତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଅନେକ ଦିଗରୁ ତାଙ୍କର ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଜୟଶଙ୍କର ତାଙ୍କର ଏହି...

ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼। ବୁଧବାର ଓ୍ଵଜିରାବାଦଠାରେ ଏକ ରାଲି କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଇମ୍ରାନଙ୍କ ସହ ଅନ୍ୟ ସାତ ଜଣ ଗୁଳିମାଡ଼ରେ ଆହତ ହୋଇଥିବାବେଳେ...

ଟ୍ଵିଟର କର୍ମଚାରୀଙ୍କ ପାଇଁ ଏଲନ ମସ୍କଙ୍କ ଘୋଷଣା, ଦୈନିକ ୧୨ ଘଣ୍ଟା ଓ ସପ୍ତାହକୁ ୭ଦିନ କରିବେ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଟେସ୍ଲା ସିଇଓ ଏଲନ୍ ମସ୍କ୍ ନିକଟରେ ଟ୍ୱିଟରକୁ କ୍ରୟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ ଲାଗି ମସ୍କ କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ମସ୍କଙ୍କ ଏହି ନିଷ୍ପତ୍ତି କର୍ମଚାରୀଙ୍କ...

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନ ଇତିହାସରେ ନିଜର ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି ଋଷି। ପ୍ରଧାନମନ୍ତ୍ରୀ ହେବା ପରେ ନିଜର ପ୍ରତିକ୍ରିୟାରେ ଋଷି ସୁନକ...

ତିନି ଥର ଭାରତ ଆସିଥିଲେ ମହାରାଣୀ ଏଲିଜାବେଥ ଦ୍ଵିତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୬୧ ମସିହାରେ ପ୍ରଥମ ଥର ଯେତେବେଳେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଭାରତ ଗସ୍ତରେ ଆସିଥିଲେ, ସେ ସମୟରେ ତାଙ୍କୁ ଦେଖିବା ପାଇଁ ଦିଲ୍ଲୀ ବିମାନବନ୍ଦରଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାସ୍ତା...