International

ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ: ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରାଜିଲର ରିଓ ଡି ଜେନେରିଓରେ ସୋମବାରଠାରୁ ଆରମ୍ଭ ହେଉଛି ୧୯ତମ ଜି-୨୦ ସମ୍ମିଳନୀ। ଏଥିରେ ଯୋଗଦେବା ପାଇଁ ବ୍ରାଜିଲରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲ ରାଷ୍ଟ୍ରପତି ଲୁଇ ଇନାସିଓ...

ଇରାକରେ ଆସିବ ବାଲ୍ୟ ବିବାହ ପ୍ରଥା! ୯ ବର୍ଷ ବୟସରୁ ଝିଅଙ୍କୁ ବିବାହ କରାଇବାକୁ ପ୍ରସ୍ତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଇରାକରେ ଲାଗୁ ହେବ ବାଲ୍ୟ ବିବାହ ପ୍ରଥା। ଏବେ ଏଠାରେ ଝିଅମାନଙ୍କ ବିବାହ ବୟସ ୧୮ ବର୍ଷରୁ କମାଇ ୯ ବର୍ଷ କରିବା ପାଇଁ ଯୋଜନା ଚାଲିଛି। ଏ ନେଇ ଆଇନ...

ବାହାରିନରେ ବୋଇତ ବନ୍ଦାଣ କଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାହାରିନ ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ଏହି ପର୍ବକୁ ପାରମ୍ପରିକ ରୀତିନୀତି ସହିତ...

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ହେବ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତରେ ସେ ସିଙ୍ଗାପୁରରେ ଏକାଧିକ ଶିଳ୍ପପତି ଓ ନିବେଶକଙ୍କ ସହ ସାକ୍ଷାତ କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏଠାରେ ଆଲୋଚନା...

ଟ୍ରମ୍ପଙ୍କ କ୍ୟାବିନେଟରେ ୨ ହିନ୍ଦୁ: ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବେ ବିବେକ ରାମସ୍ୱାମୀ ଓ ତୁଳସୀ ଗାବାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୫ ଜାନୁଆରୀ ମାସରେ ଶପଥ ନେବାଙ୍କୁ ଯାଉଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ନିଜ ଦ୍ୱିତୀୟ ପାଳିର କ୍ୟାବିନେଟ ଗଠନରେ ଲାଗିଛନ୍ତି ଟ୍ରମ୍ପ। କେଉଁମାନେ ତାଙ୍କ କ୍ୟାବିନେଟରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡୋମିନିକା ସରକାର ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦେଶରେ ସର୍ବୋଚ୍ଚ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ଦେବାକୁ ନିଷ୍ପତ୍ତି...

ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=H1VeLUxoCWs ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ଜାଣନ୍ତୁ ଏମିତି କିଛି ଦେଶ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ...

ଚିନ୍ତା ବଢ଼ାଉଛି ଜନ୍ମହାର ହ୍ରାସ: ଏଣିକି ସନ୍ତାନ ଜନ୍ମ କଲେ ଏହି ଦେଶରେ ମିଳିବ ଆର୍ଥିକ ପ୍ରୋତ୍ସାହନ

ମିନତି ମିଶ୍ର ଜନସଂଖ୍ୟା ବୃଦ୍ଧି ଏବେ ଅନେକ ଦେଶ ପାଇଁ ବଡ଼ ସମସ୍ୟା ହୋଇଥିବାବେଳେ ବିଶ୍ଵରେ ଏପରି କିଛି ଦେଶ ରହିଛି ଯେଉଁଠି ଜନ୍ମହାର ହ୍ରାସ ଚିନ୍ତାର ବିଷୟ ପାଲଟିଛି। ବିଶ୍ଵର ସବୁଠାରୁ ବଡ଼...

ଇସ୍ରାଏଲ ଉପରେ ହିଜବୁଲହାର ଜୋରଦାର ଆକ୍ରମଣ: ମାଡ଼ କଲା ଶତାଧିକ ରକେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିଛି ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହା। ସୋମବାର ଓ ମଙ୍ଗଳବାର ଉତ୍ତର ଇସ୍ରାଏଲର ହାଇଫା ସହର ଓ ଏହା ଆଖପାଖ ଅଞ୍ଚଳରେ ଶତାଧିକ ରକେଟ ମାଡ...