International

ଆଦାନୀ ଗ୍ରୁପ୍ ୨୦୨୧ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ୧୭୫୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ

ପୁଷ୍ମମିତ୍ର ମହାନ୍ତି ଆଦାନୀ ଗ୍ରୁପର ପିଛା ଛାଡ଼ୁନି ସମସ୍ୟା। ୨୬୫ ନିୟୁତ ଡଲାର ଲାଞ୍ଚ କାରବାର ଅଭିଯୋଗରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଓ ଅନ୍ୟ ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ଆମେରିକାର...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ମଜଭୁତ ସ୍ଥିତରେ ଟିମ୍ ଇଣ୍ଡିଆ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ପର୍ଥରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ସ୍ଥିତରେ ରହିଛି ଭାରତ। ତେବେ ପ୍ରଥମ...

ନେତେନ୍ୟାହୁଙ୍କ ଘୋଷଣା: ଗାଜାରୁ ଜଣେ ବନ୍ଧକଙ୍କୁ ଫେରାଇ ଆଣିଲେ ମିଳିବ ୫୦ ଲକ୍ଷ ଡଲାର

ମିନତି ମିଶ୍ର ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଗାଜାରେ ଏବେ ବି ଇସ୍ରାଏଲର ସୈନ୍ୟ ଅଭିଯାନ ଜାରି ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ମଙ୍ଗଳବାର ଅଚାନକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଗୁଏନା ଓ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିଦେଶୀୟ ବିଦେଶ ଗସ୍ତରେ ଯାଇ ଶେଷରେ ଗୁଏନାରେ ପହଞ୍ଚିଛନ୍ତି। ସେ ଗୁଏନାରେ ଭାରତ-କ୍ୟାରିକମ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଗୁଏନା ଓ ଡୋମିନିକାର ସର୍ବୋଚ୍ଚ...

ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ମାମଲା: କୋଟି କୋଟି ଟଙ୍କାର ଲାଞ୍ଚ କାରବାର ଅଭିଯୋଗ

ପୁଷ୍ପମିତ୍ର ମହାନ୍ତି ଆଦାନୀ ଗ୍ରୁପକୁ ପୁଣି ଲାଗିଛି ବଡ଼ ଝଟକା। ହିଣ୍ଡେନବର୍ଗ ଅଭିଯୋଗର ନିଆଁ ଲିଭିନଥିବାବେଳେ ଏବେ ଆଉ ଏକ ସମସ୍ୟା ମଧ୍ୟକୁ ଟାଣି ହୋଇଛି ଗ୍ରୁପ୍। ୨୬୫ ନିୟୁତ ଡଲାର ଲାଞ୍ଚ କାରବାର...

ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା: ଆସିଲା ଫଟୋ

ପୁଷ୍ପମିତ୍ର ମହାନ୍ତି ନାସାର ମହାକାଶଚାରୀ ସୁନୀତା ୱିଲିୟମସ ଏଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ର ଏକ ନୂଆ ଫଟୋ ସହ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ସୁନୀତା, ମହାକାଶ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା...

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚୀନକୁ ହରାଇ ତୃତୀୟ ଟାଇଟଲ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୪ର ଟାଇଟଲ୍ ଜିତିଛି ଟିମ୍ ଇଣ୍ଡିଆ। ବିହାରର ରାଜଗିରରେ ହୋଇଥିବା ଏହି ପ୍ରତିଯୋଗିତାରେ ବୁଧବାର ଫାଇନାଲରେ ଚୀନକୁ ୧-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିୟନ...

ମାତ୍ର ୪୦ ମିନିଟରେ ଦିଲ୍ଲୀରୁ ସାନ ଫ୍ରାନସିସ୍କୋ: ଏମିତି ଯାତ୍ରାକୁ ସଫଳ କରିବ ଏଲନ ମସ୍କଙ୍କ ‘ସ୍ପେସଏକ୍ସ’ 

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମହାକାଶ କମ୍ପାନି ‘ସ୍ପେସଏକ୍ସ’ ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ବିଶ୍ୱର ଯେ କୌଣସି ବଡ଼ ସହରକୁ ଆପଣ ଯିବାକୁ ଚାହୁଁଥିଲେ...

ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୧୦୦୦ ଦିନ: ଘନଉଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧକୁ ଏବେ ୧୦୦୦ ଦିନ ପୂରିଛି। ଏହି ଯୁଦ୍ଧ ଏବେ ତୃତୀୟ ବିଶ୍ୱଯୁଦ୍ଧର ଘନଘଟାକୁ ଆହୁରି ବଢ଼ାଇ ଦେଇଛି। ରୁଷ ଉପରେ ବାଲିଷ୍ଟିକ ମିସାଇଲ ବ୍ୟବହାର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ...

ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀ: କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ପାଇଁ ଏକାଠି ହେଲେ ବିଶ୍ୱନେତା

ମିନତି ମିଶ୍ର ବ୍ରାଜିଲର ରିଓ ଡି ଜନେରିଓଠାରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ। ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା। ଏ ପ୍ରସଙ୍ଗରେ ଆଲୋଚନା କରାଯିବା ସହ...