ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଜୀବନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ଜୀବନକାଳରେ ଦୁଇ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ଶେଖ ହସିନା।
ବାଂଲାଦେଶରେ ହିଂସା ଯୋଗୁଁ ସ୍ଥିତି ଉଗ୍ର ରୂପ ଧାରଣ କରିଛି। ଏହାର ପରିମାଣ ସ୍ଵରୂପ ଦେଶର...
ପ୍ୟାରିସ ଅଲିମ୍ପିକ୍ସ: ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ, ନିରାଶ କଲେ କିଶୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ମଙ୍ଗଳବାର ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଆ ପୁଅ କିଶୋର ଜେନା। ଏହି ଜାଭେଲିନ ଥ୍ରୋ...
ପ୍ୟାରିସ ଅଲିମ୍ପିକ୍ସରେ ପୂରଣ ହେଲା ସ୍ୱପ୍ନିଲଙ୍କ ସ୍ୱପ୍ନ
ଆଶିଷ କୁମାର ରାୟ
ପ୍ୟାରିସ ଅଲିମ୍ପିକ୍ସ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ। ସେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ...
ବାଂଲାଦେଶ ହିଂସାକୁ ନେଇ ଭାରତ ସତର୍କ ରହିଛି – ବୈଦେଶିକ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଦଳୀୟ ବୈଠକରେ ବାଂଲାଦେଶ ହିଂସାକୁ ନେଇ ବିରୋଧୀଙ୍କ ସମ୍ମୁଖରେ ତଥ୍ୟ ରଖିଲେ କେନ୍ଦ୍ର ସରକାର।
ବାଂଲାଦେଶରେ ହିଂସା ଉଗ୍ର ରୂପ ଧାରଣ କରିବାପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ...
ପ୍ୟାରିସ ଅଲିମ୍ପିକ୍ସ: ଆଜି ନୀରଜଙ୍କ ସହ ଜାଭେଲିନ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ ଥ୍ରୋ...
ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ସରବଜୋତଙ୍କ ସଫଳତା
ଆଶିଷ କୁମାର ରାୟ
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସଫଳତା ହାସଲ କରିଛନ୍ତି ଭାରତୀୟ ସୁଟର ସରବଜୋତ ସିଂହ। ସେ ମନୁ ଭାକରଙ୍କ ସହ ମିଶି ଏହି ପଦକ ଜିତିଛନ୍ତି। ୧୦ ମିଟର...
ବାଂଲାଦେଶ ହିଂସା: ଇସ୍ତଫା ଦେଇ ଦେଶ ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶରେ ଜାରି ରହିଥିବା ହିଂସା ଉଗ୍ର ରୂପ ଧାରଣ କରିଛି। ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଆରମ୍ଭ ହୋଇଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରେ ଏ ଯାଏଁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏଭଳି...
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ: ମନୁ ଭାକରଙ୍କ ପ୍ରଶଂସାରେ ଭାରତବାସୀ ଶତମୁଖ
ଆଶିଷ କୁମାର ରାୟ
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ଭାରତୀୟ ସୁଟର ମନୁ ଭାକର ଏବେ ପ୍ରସିଦ୍ଧିର ଶିଖରରେ। ଆମ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ। ସମସ୍ତେ ତାଙ୍କୁ...
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ଝଟକା: ଅମିତ ରୋହିଦାସ ଖେଳିବେନି ସେମିଫାଇନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳକୁ ଲାଗିଛି ବଡ଼ ଝଟକା। ଭାରତର ଦକ୍ଷ ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ସେ ମଙ୍ଗଳବାର ଜର୍ମାନୀ...
ପ୍ୟାରିସ ଅଲିମ୍ପିକ୍ସ: ହକି ସେମିଫାଇନାଲରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସ ହକି ପ୍ରତିଯୋଗିତାରେ ରବିବାର କ୍ଵାର୍ଟର ଫାଇନାଲରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଏହି ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି ସୁଟ୍ ଆଉଟରେ ୪-୨...




















