ଆସନ୍ତାକାଲି ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ବାଡୋସରୁ ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ। ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନ ବୁଧବାର ଅପରାହ୍ଣରେ ଭାରତୀୟ ଖେଳାଳି ଓ...
ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟଥର ପାଇଁ ଟି-ଟ୍ଵେଣ୍ଟି ବିଶ୍ବ ଚାମ୍ପିୟନ ହେଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ଵେଣ୍ଟି ବିଶ୍ଵକପ ୨୦୨୪ର ଚାମ୍ପିୟନ ହୋଇଛି ଭାରତ। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ବିଶ୍ବକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ...
ଆଫଗାନିସ୍ତାନରେ ତାଲିବାନ ଶାସନର ହଜାରେ ଦିନ: ଅନ୍ଧକାର ଭିତରେ ମହିଳାଙ୍କ ଜୀବନ
ଅଭିଷେକ ରାୟ
ଆଫଗାନିସ୍ତାନରେ ମହିଳା ଓ ଝିଅମାନଙ୍କ ଉପରେ ତାଲିବାନୀ ଅତ୍ୟାଚାରର ହଜାରେ ଦିନ।
ଆଫଗାନିସ୍ତାନରେ ତାଲିବାନ ଶାସନକୁ ନିକଟରେ ୧୦୦୦ ଦିନ ପୂରିଛି। ତେବେ ଏହି ଅବଧି ମଧ୍ୟରେ ସେଠାରେ ମହିଳାମାନଙ୍କ ସ୍ଵାଧୀନତା...
ଟି-ଟ୍ୱେଣ୍ଟି ବିଶ୍ଵକପ: ଆଜି ମେଗା ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ମେଗା ଫାଇନାଲ। ବାରବାଡୋସର କେନସିଂଟନ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ଦ୍ଵିତୀୟଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ଵକପ ଜିତି କୋଟି କୋଟି...
ତୃତୀୟଥର ଟି-ଟ୍ୱେଣ୍ଟି ବିଶ୍ଵକପ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ପୂର୍ବରୁ ରହିଛି କିଭଳି ରେକର୍ଡ?
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟଥର ପାଇଁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଫାଇନାଲ ଖେଳିବ ଭାରତ। ଚଳିତ ବିଶ୍ଵକପରେ ଗୁରୁବାର ହୋଇଥିବା ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶନିବାର ଦଳ ବିଶ୍ଵକପ...
କେମିତି ନିରପେକ୍ଷ ହେବ ମିଡିଆ?
ଲକ୍ଷ୍ମୀନାରାୟଣ କାନୁନ୍ଗୋ
ମିଡିଆକୁ ନିରପେକ୍ଷ କରିବାକୁ ହେଲେ ପ୍ରଥମେ ଏହାର ମୂଳଧନ-ପାଣ୍ଠି ଠିକ ସ୍ରୋତରୁ ଆସିବା ଦରକାର। ତେବେ ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ତାଙ୍କର କୌଣସି ସ୍ୱାର୍ଥ ବା ଆଭିମୁଖ୍ୟ...
ଆଇସିସି ଟି-ଟ୍ଵେଣ୍ଟି ବିଶ୍ୱକପ୍: ଇଂଲଣ୍ଡକୁ ହରାଇ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ଵେଣ୍ଟି ବିଶ୍ୱକପରେ ଗୁରୁବାର ହୋଇଥିବା ଦ୍ଵିତୀୟ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଛି ଭାରତ। ଏହାସହ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଶନିବାର...
ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଭାରତୀୟ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୩୩ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି ଅଲିମ୍ପିକ୍ସ ୨୦୨୪। ଫ୍ରାନ୍ସର ପ୍ୟାରିସରେ ହେବାକୁଥିବା ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୧୯୫ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଅଗଷ୍ଟ ୧୧ ପର୍ଯ୍ୟନ୍ତ...
ପ୍ରତିବର୍ଷ ୩୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଉଛି ମଦ – ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ
ଅଭିଷେକ ରାୟ
ଆଜିର ସମୟରେ ସାରା ବିଶ୍ଵରେ ମଦ ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ସବୁଠାରୁ ଦୁଃଖର କଥା ହେଲା ପ୍ରତିବର୍ଷ ବିଶ୍ଵବ୍ୟାପି ଅଣ ସଂକ୍ରାମକ ରୋଗରେ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି,...
ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ: ଆଜି ଦ୍ଵିତୀୟ ସେମି ଫାଇନାଲରେ ଭାରତ-ଇଂଲଣ୍ଡ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଦ୍ଵିତୀୟ ସେମି ଫାଇନାଲରେ ଆଜି ଭାରତ-ଇଂଲଣ୍ଡ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ...





















