ପ୍ୟାରିସ ଅଲିମ୍ପିକ୍ସରେ ଖେଳିବେ କିଟ୍ ବିଶ୍ଵବିଦ୍ୟାଳୟର ୧୧ ଖେଳାଳି, ପ୍ରତ୍ୟେକଙ୍କ ପାଇଁ ୭ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି ଅଲିମ୍ପିକ୍ସ ୨୦୨୪। ଏଥିରେ କିଟ୍ ବିଶ୍ଵବିଦ୍ୟାଳୟର ୧୧ ଜଣ ଖେଳାଳି ଭାରତର ପ୍ରତିନିଧିନତ୍ଵ କରିବେ। କିଟ୍ ପକ୍ଷରୁ ପ୍ରତି ଖେଳାଳିଙ୍କ...
ବିଶ୍ଵବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍: ଭାରତ ସମେତ ବିଭିନ୍ନ ଦେଶରେ ବ୍ୟାଙ୍କିଂ ଓ ବିମାନ ସେବା ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ଵରେ ମାଇକ୍ରୋସଫ୍ଟ କମ୍ପାନିର ସର୍ଭର ଠପ୍ ହୋଇ ଯାଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା ଓ ବ୍ରିଟେନ ଭଳି ଅଧିକାଂଶ ଦେଶରେ ଏହାର ପ୍ରଭାବ ପଡ଼ିଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍...
ଓମାନ ଉପକୂଳରେ ବୁଡ଼ିଗଲା ତୈଳବାହୀ ଜାହାଜ: ୧୩ ଭାରତୀୟଙ୍କ ସମେତ ୧୬ ନାବିକ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓମାନ ଉପକୂଳରେ ଏକ ତୈଳବାହୀ ଜାହାଜ ବୁଡ଼ି ଯାଇଛି। ଏଥିରେ ଥିବା ୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ...
ବାହାରିନରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ମାନାମାସ୍ଥିତ ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ...
ପ୍ୟାରିସ ଅଲିମ୍ପିକ୍ସ: ଜାଣନ୍ତୁ ଭାରତୀୟ ଖେଳାଳିମାନଙ୍କ ସମ୍ପୂର୍ଣ୍ଣ ଖେଳସୂଚୀ
ଅଭିଷେକ ରାୟ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ ୨୦୨୪। ଅଲିମ୍ପିକ୍ସର ଏହି ୩୩ତମ ସଂସ୍କରଣର ବିଭିନ୍ନ ଖେଳରେ ଭାରତର ମୋଟ ୧୨୦ ଜଣ ଖେଳାଳି ଅଂଶଗ୍ରହଣ...
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି। ହାଇବ୍ରିଡ ମଡେଲରେ ପାକିସ୍ତାନ ବଦଳରେ...
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ମହା ସମାରୋହରେ ରଥଯାତ୍ରା ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ରଥଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ୫୦୦ରୁ ଅଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା। ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ପକ୍ଷରୁ ଏହି...
ବାହାରିନରେ ବହୁ ଆଡ଼ମ୍ବରରେ ପାଳିତ ହେଲା ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=6J0tmk3EMDQ
ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମାନାମାସ୍ଥିତ ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା।...
ଗୌତମ ଗମ୍ଭୀର: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ହୋଇଛନ୍ତି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ...
ପ୍ୟାରିସ୍ ଅଲିମ୍ପିକ୍ସ: ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଥିବା ଓଡ଼ିଶାର ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଭୟଙ୍କୁ...





















