International

ଭୋକର ବିକଳ ଚିତ୍ର – କଙ୍କାଳରେ ପରିଣତ ୭ ବର୍ଷୀୟ ଶିଶୁର ଶରୀର

ଓଡ଼ିଶାଲାଇଭ ବ୍ୟୁରୋ ଭୋକର ବିକଳ ଚିତ୍ର। ଖାଦ୍ୟ ଅଭାବ ଯୋଗୁଁ ଜଣେ ୭ ବର୍ଷର ଶିଶୁର ଶରୀର କଙ୍କାଳସାର ପାଲଟିଛି। ୭ ବର୍ଷରେ ଶିଶୁର ଓଜନ ମାତ୍ର ୭ କେଜି ରହିଛି। ମଧ୍ୟପ୍ରାଚ୍ୟ ରାଷ୍ଟ୍ର...

ଦୁଇ ମାସ ହେଲା ଗାୟବ ଅଛନ୍ତି ଇ-କମର୍ସ ଦୁନିଆର ସମ୍ରାଟ ଜ୍ୟାକ୍ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ ଇ-କମର୍ସ ଦୁନିଆର ସମ୍ରାଟ ଭାବେ ବେଶ୍ ଜଣାଶୁଣା ଜ୍ୟାକ୍ ମା' କିଛିଦିନ ହେବ ଗାୟବ ଅଛନ୍ତି। ଗତ ଦୁଇ ମାସରୁ ଊର୍ଦ୍ଧ୍ଵ ସମୟ ହେବ ଜ୍ୟାକ୍‌ଙ୍କର କୌଣସି ଖୋଜ୍ ଖବର...

ତୃତୀୟ ଟେଷ୍ଟ ପାଇଁ ଭାରତର ୧୧ ଜଣିଆ ଟିମ୍ ଘୋଷଣା – ମୟଙ୍କ ଆଉଟ, ରୋହିତ ଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପାଇଁ ୧୧ ଜଣିଆ ଟିମ୍ ଘୋଷଣା କଲା ଭାରତ। ତୃତୀୟ ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହିଟ୍‌ମ୍ୟାନ୍ ରୋହିତ...

ଘାତକ ହେଉଛି କରୋନାର ନୂଆ ଷ୍ଟ୍ରେନ – ବ୍ରିଟେନରେ ପୁଣି ଲକଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦିନକୁ ଦିନ ସାଂଘାତିକ ରୂପ ନେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମମନ୍ତ୍ରୀ ବୋରିସ ଜନସନ ପୂରାଦେଶରେ ପୁଣିଥରେ ଲକଡାଉନ ଘୋଷଣା କରିଛନ୍ତି। ମଙ୍ଗଳବାରଠାରୁ...

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନରୁ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଏହାରି ଭିତରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନେକାର ବ୍ୟବହାର ପାଇଁ ବ୍ରିଟେନ ଅନୁମତି ଦେଇଛି।...

ଆଇସିସି ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟି-୨୦ ଓ ଦିନିକିଆ ଟିମ୍ ଘୋଷଣା – ଉଭୟ ଫର୍ମାଟରେ ଭାରତରୁ ସର୍ବାଧିକ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷ ପୂର୍ବରୁ ଦଶନ୍ଧିର ଶ୍ରେଷ୍ଠ ଏଗାର ଜଣିଆ ଟି-ଟ୍ୱେଣ୍ଟି ଏବଂ ଦିନିକିଆ କ୍ରିକେଟ ଟିମ୍ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। କ୍ରିକେଟର ଏହି ଉଭୟ ଫର୍ମାଟ ଟିମ୍‌ରେ ଭାରତୀୟ...

ଓସା ସେମିନାରରେ ଚର୍ଚ୍ଚା – ଓଡ଼ିଶାରେ ମିଡିଆ କେଉଁ ଆଡ଼କୁ ଯାଉଛି?

ଓଡ଼ିଶାଲାଇଭ୍ ବ୍ୟୁରୋ ମିଡିଆର ସ୍ଥିତି ଓ ଏହାର ମଡେଲ, ଗଣମାଧ୍ୟମର ସ୍ଵାଧୀନତା, ଡିଜିଟାଲ ମୁହାଁ ଲିଗାସି ମିଡିଆକୁ ନେଇ ଚର୍ଚ୍ଚା। ବର୍ତ୍ତମାନ ଓଡ଼ିଶାରେ ମିଡିଆର ସ୍ଥିତି କ’ଣ? ମିଡିଆ ମଡେଲ, ଏହାର ଭବିଷ୍ୟତ ରୋଡ୍ ମ୍ୟାପ୍...

ସ୍ୱିଡେନର ରେଟୁନା ମଲ୍ – ଯେଉଁଠି ବିକ୍ରି ହୁଏ କେବଳ ସେକେଣ୍ଡ ହ୍ୟାଣ୍ଡ ଜିନିଷ

ଓଡ଼ିଶାଲାଇଭ୍ ବ୍ୟୁରୋ ସପିଂ ମଲରେ ପୋଷାକଠାରୁ ଆରମ୍ଭ କରି ଘର ସଜ୍ଜା ସାମଗ୍ରୀ ବିକ୍ରି ହେଉଥିବା ଆପଣ ଦେଖିଥିବେ। କିନ୍ତୁ କେବେ ପୁରୁଣା ସାମଗ୍ରୀକୁ ମଲରେ ବିକ୍ରି କରାଯାଉଥିବା ଦେଖିଛନ୍ତି କି? ସ୍ୱିଡେନରେ ଏମିତି...

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବାଇଡେନ୍, ୩୦୬ ଇଲେକ୍ଟରଙ୍କ ମିଳିଲା ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧିବଦ୍ଧ ଭାବେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେଲେ ବାଇଡେନ୍। ଆମେରିକାର ନୂଆ ରାଷ୍ଟ୍ରପତି ରୂପେ ବିଧିବଦ୍ଧ ଭାବେ ନିର୍ବାଚିତ ହେଲେ ଜୋ ବାଇଡେନ୍। ସୋମବାର ଇଲେକ୍ଟରାଲ୍ ଭୋଟରମାନେ ତାଙ୍କୁ ଆମେରିକାର ୪୬ ତମ...

ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ – ପ୍ରଥମେ ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ। ପ୍ରଥମ ବ୍ୟକ୍ତି ଭାବେ ଫାଇଜର-ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ। ଗତ ଡିସେମ୍ବର ୨ ତାରିଖରେ ଆମେରିକୀୟ...