International

ମହାକାଶରେ ଫିଲ୍ମ ସୁଟିଂ କରିବ ରୁଷ୍‌ – ଚାଲିଛି ହିରୋଇନ୍‌ ଖୋଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଯାଉଛି ରୁଷ। ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ରୁଷର ସବୁଠୁ ବଡ଼ ଚାନେଲ ‘ବନ’ ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିବା...

ଟ୍ରମ୍ପଙ୍କ ମହମ ପ୍ରତିମୂର୍ତ୍ତିରେ ବଦଳିଲା ପୋଷାକ, ନୀଳ ସୁଟ୍‌ କାଢ଼ି ପିନ୍ଧାଗଲା ଗଲ୍‌ଫ ଡ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଣ୍ଡନସ୍ଥିତ ମାଡାମ୍‌ ତୁଷାଦ ମ୍ୟୁଜିୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରାଯାଇଛି। ତାଙ୍କ ପ୍ରିୟ ନୀଳ ସୁଟ୍‌କୁ କାଢ଼ି ଦିଆଯାଇ ତାଙ୍କୁ ଗୋଟିଏ ଗାର ପକା ଟ୍ରାଉଜର...

ବାଇଡେନଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲାନି ଚୀନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଡେମୋକ୍ରାଟିକ୍ ଦଳର ନେତା ଜୋ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏଥିପାଇଁ ବିଶ୍ୱର ତମାମ ବଡ଼ ବଡ଼ ନେତା ବାଇଡେନଙ୍କୁ...

ଆମେରିକା ନିର୍ବାଚନ କାହିଁକି ହାରିଲେ ଟ୍ରମ୍ପ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ନିର୍ବାଚନ କାହିଁକି ହାରିଲେ ଡୋନାଲ୍ଡ ଟ୍ରମ୍ପ, ପଢ଼ନ୍ତୁ ଏହି ରିପୋର୍ଟ। ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ନିଜର ନୂଆ ରାଷ୍ଟ୍ରପତି ବାଛିସାରିଛି। ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ...

ଆଇନଜୀବୀରୁ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି – ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ବିଜୟୀ ହୋଇ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ। କମଳାଙ୍କୁ ନେଇ ଏବେ ସାରାଭାରତ ଗୌରାବନ୍ୱିତ ହୋଇଛି।...

ଆମେରିକା ରାଷ୍ଟ୍ରପତି ବାଇଡେନ୍ – ଆଇନ ପାଠପଢ଼ାରୁ ରାଜନୀତିରେ କରିଥିଲେ ଏଣ୍ଟ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ଡେମୋକ୍ରାଟିକ୍ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ରିପବ୍ଲିକାନ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ହ୍ଵାଇଟ୍ ହାଉସ ଦଖଲ...

ଆମେରିକା ରାଷ୍ଟ୍ରପତି ହେଲେ ଜୋ ବାଇଡେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ଡେମୋକ୍ରାଟିକ୍ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ରିପବ୍ଲିକାନ୍ ପ୍ରାର୍ଥୀ ତଥା...

ଚମତ୍କାର ଗଣତନ୍ତ୍ର – ଉଗ୍ରତାକୁ ପ୍ରତ୍ୟାଖ୍ୟାନ କଲେ ଆମେରିକାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଗ୍ର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକାବାସୀ। ଶାନ୍ତ ଓ ନମ୍ରତାକୁ ଅସ୍ତ୍ର କରିଥିବା ଜୋ ବାଇଡେନଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ଆମେରିକାର କୋଟିକୋଟି ଭୋଟର। କେବଳ ଗୋଟେ ଔପଚାରିକ ଘୋଷଣା...

ବିଜୟ ଦ୍ଵାରଦେଶର ବାଇଡେନ, ତୁରନ୍ତ ରଣନୀତି ବଦଳାଇବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୟ ଦ୍ଵାରଦେଶରେ ପହଞ୍ଚିସାରିଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ। ଟ୍ରମ୍ପ କ୍ୟାପିଟାଲିଷ୍ଟ ହୋଇଥିବାରୁ ତାଙ୍କର ବୈଦେଶିକ ନୀତି ଭିନ୍ନ ଥିଲା। ତେଣୁ ବାଇଡେନଙ୍କ ରଣନୀତି ମଧ୍ୟ ଭିନ୍ନ ରହିବ ବୋଲି ଆଶା...

କିଏ କମଳା ହ୍ୟାରିସ? ପ୍ରଥମ ଭାରତୀୟ ବଂଶଜ ଭାବେ ହୋଇପାରନ୍ତି ଆମେରିକାର ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବିଶ୍ୱବାସୀ ଚାହିଁ ବସିଛନ୍ତି। ବର୍ତ୍ତମାନ ଯାହା ଚିତ୍ର ରହିଛି ସେଥିରୁ ଅନୁମାନ କରାଯାଉଛି ଯେ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହୋଇପାରନ୍ତି। ଯଦି ଡେମୋକ୍ରାଟିକ୍ ପାର୍ଟିର...