ବିଜେପିକୁ ଏନଡିଏର ପୂର୍ଣ୍ଣ ସମର୍ଥନ: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ନୂଆ ସରକାର ଗଢ଼ିବା ପୂର୍ବରୁ ଦିଲ୍ଲୀରେ ଏନଡିଏର ଶୀର୍ଷ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ...
କାଳ ହେଲା ଯୌନ କେଳେଙ୍କାରୀ: ହାସନରେ ହାରିଲେ ପ୍ରଜ୍ୱଳ ରେବନ୍ନା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହଙ୍ଗା ପଡ଼ିଲା ଯୌନ କେଳେଙ୍କାରୀ, ହାସନ ଲୋକସଭା ଆସନ ହରାଇଲେ ପ୍ରଜ୍ଜଳ ରେବନ୍ନା।
କର୍ଣ୍ଣାଟକର ହାସନ ଲୋକସଭା ଆସନରେ ଜନତା ଦଳ ସେକ୍ୟୁଲାର (ଜେଡିଏସ)ରୁ ନିର୍ବାଚନ ଲଢ଼ୁଥିବା ପ୍ରଜ୍ୱଳ ରେବନ୍ନା ପରାଜିତ...
ତାମିଲନାଡୁରେ ଇଣ୍ଡି ମେଣ୍ଟର କ୍ଲିନ ସ୍ଵିପ୍: ଫେଲ୍ ମାରିଲେ ବିଜେପି ନେତା କେ ଆନ୍ନାମଲାଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚଳିତ ଲୋକସଭା ନିର୍ବାଚନରେ ତାମିଲନାଡୁରେ ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଇଣ୍ଡି ମେଣ୍ଟ କ୍ଲିନ ସ୍ଵିପ୍ କରିଥିବାବେଳେ ବିଜେପି ସମେତ ଏନଡିଏ ଅନ୍ୟ ଦଳମାନେ ଖାତା ଖୋଲିବାରେ ବିଫଳ...
ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ନୂଆ ସରକାର ଗଠନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦୀ। ବୁଧବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାସହ...
ଲୋକସଭା ନିର୍ବାଚନରେ ୨୪୦ ସିଟରେ ସୀମିତ ରହିଲା ବିଜେପି, ଜାଣନ୍ତୁ କେଉଁ ସବୁ ରାଜ୍ୟରେ ଫେଲ୍ ମାରିଲା ଏନଡିଏ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରିଛି ଲୋକସଭା ନିର୍ବାଚନ ୨୦୨୪। ଏଥିରେ ବିଜେପି ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଏନଡିଏ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି ସତ, ହେଲେ ଆଶା ଅନୁଯାୟୀ ଫଳାଫଳ ଆସିନଥିବାରୁ ବିଜେପି ଶିବିରରେ...
ଓଡ଼ିଶା ଲୋକସଭା ଫଳାଫଳ – କଂଗ୍ରେସର ସାହା ଭରସା ସପ୍ତଗିରି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ଫଳାଫଳ ଦେଖିବାକୁ ମିଳିଛି। ୨୧ଟି ଆସନ ଭିତର ୨୦ଟି ପୋଛି ନେଇଛି ବିଜେପି। ତେବେ ୨୦୧୯ ଭଳି କୋରାପୁଟ ଆସନରେ କଂଗ୍ରେସ ନିଜର...
ଅଯୋଧ୍ୟା ହାରିଲା ବିଜେପି, ଆସ୍ଥା ହରାଇଲେ ମୋଦୀ-ଶାହା: ମମତା ବାନାର୍ଜୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ନିର୍ବାଚନୀ ଫଳାଫଳ ଆସିବା ପରେ ଜାତୀୟ ରାଜନୀତିରେ ଏବେ ପରସ୍ପରକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି ପ୍ରମୁଖ ରାଜନେତା। ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...
ଲୋକସଭା ନିର୍ବାଚନ ଫଳାଫଳ ୨୦୨୪ – ଲାଇଭ୍ ଅପଡେଟ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳର ଦିନ। ସ୍ପଷ୍ଟ ହେବ ନିର୍ବାଚନ ଲଢ଼ିଥିବା ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ରାଜେନୖତିକ ଭାଗ୍ୟ। ଏଥିପାଇଁ ସାରାଦେଶରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ସବୁ...
ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ – ଲାଇଭ୍ ଅପଡେଟ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ରାଜ୍ୟରେ କିଏ ଗଢ଼ିବ ସରକାର ସେନେଇ ସ୍ପଷ୍ଟ ହେବ ଚିତ୍ର। ଏନେଇ ରାଜ୍ୟରେ ୬୯ଟି ସ୍ଥାନରେ ହୋଇଥିବା ମତ...
କେତେ ସତ ଏକଜିଟ୍ ପୋଲ୍?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରିଛି ଲୋକସଭା ନିର୍ବାଚନ ୨୦୨୪। ମଙ୍ଗଳବାର ପ୍ରକାଶ ପାଇବାକୁଥିବା ଏହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ତେବେ ଏହା ପୂର୍ବରୁ ନିର୍ବାଚନ ଫଳାଫଳ ସମ୍ବନ୍ଧୀୟ ବିଭିନ୍ନ ସଂସ୍ଥାର...





















