National

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚନ୍ଦନ ମିତ୍ର ଇସ୍ତଫା ଦେଇଥିବାରୁ ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସରେ ଯୋଗଦେବା...

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଘୁନାଥ ମହାପାତ୍ର, ସୋନାଲ ମାନସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ଶ୍ରୀ ମହାପାତ୍ର ଓଡ଼ିଆ ଭାଷାରେ ଶପଥ...

ସଂସଦର ମୌସୁମୀ ଅଧିବେଶନ, ଆରମ୍ଭରୁ ହଙ୍ଗାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦର ମୌସୁମୀ ଅଧିବେଶନରୁ ଲୋକସଭାରେ ହଙ୍ଗାମା। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ସାଂସଦ ପ୍ରତିବାଦ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନ ଅଜିଠାରୁ ଆରମ୍ଭ ହୋଇଛି।...

ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗ – ଶୁକ୍ରବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ସମ୍ବିଧାନର ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଛନ୍ତି। ପୂର୍ବ ସପ୍ତାହଠାରୁ ଆରମ୍ଭ ହୋଇଥିବା ମାରାଥନ୍ ଶୁଣାଣି ପରେ...

ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ପାକୁଡ଼ା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ପଛରେ ବିଜେପି ଯୁବମୋର୍ଚ୍ଚାର ହାତ ରହିଥିବା କୁହାଯାଉଛି। ସ୍ୱାମୀ ଅଗ୍ନିବେଶ ଏକ...

ସଂସଦର ମୌସୁମୀ ଅଧିବେଶନରେ ଆସିପାରେ ଜାତୀୟ ଚିକିତ୍ସା ଆୟୋଗ ବିଲ୍‌

ଓଡ଼ିଶାଲାଇଭ୍‍ ବ୍ୟୁରୋ ଆଗାମୀ ମୌସୁମୀ ଅଧିବେଶନରେ ସଂସଦରେ ଆଗତ ହୋଇପାରେ ସଂଶୋଧିତ ଏନ୍‌ଏମ୍‌ସି ବିଲ୍‌। ଏହି ବିଲ୍‌ ପାସ୍‌ ହେଲେ ବର୍ତ୍ତମାନର ଏମ୍‌ସିଆଇର ସ୍ଥାନ ନେବ ଏନ୍‌ଏମ୍‌ସି। ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ...

ବୁଧବାରଠୁ ମୌସୁମୀ ଅଧିବେଶନ: ସବୁ ଦଳର ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ଏବଂ ରାଜ୍ୟସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ। ବୁଧବାରଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନୂଆଦିଲ୍ଲୀରେ...

କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତିନିଶହ କୁମ୍ଭୀର ମାରିଲେ ଗାଁ ଲୋକେ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଇଣ୍ଡୋନେସିଆର ୱେଷ୍ଟ-ପପୁଆ ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପଶି କୁମ୍ଭୀରମାନଙ୍କୁ ମାରି ଦେଇଛନ୍ତି। ଏକ ବିରଳ ଘଟଣାକ୍ରମରେ ପାଖାପାଖି...

ସଂସଦକୁ ସୁପ୍ରିମକୋର୍ଟଙ୍କ ସୁପାରିସ, ସଂଘବଦ୍ଧ ହିଂସାର ପ୍ରତିରୋଧ ପାଇଁ ସ୍ୱତନ୍ତ୍ର ଆଇନ କର

ଓଡ଼ିଶାଲାଇଭ୍‍ ବ୍ୟୁରୋ ଅପରାଧ ସବୁବେଳେ ଦଣ୍ଡନୀୟ ଏବଂ ପିଟିପିଟି ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ଦିଗରେ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ୧୮ ମେ, ୨୦୧୮- ମଧ୍ୟପ୍ରଦେଶର ସତ୍‌ନାରେ ଗୋହତ୍ୟା ଅଭିଯୋଗରେ...

ମହିଳା ସଂରକ୍ଷଣକୁ ନେଇ ଅଡ଼ୁଆରେ ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସକୁ ମହିଳା ବିରୋଧୀ ଦଳ କହିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପଲଟିଛନ୍ତି। ସୋମବାର ଦିନ ଏକ ଚିଠି ଲେଖି ରାହୁଲ ଗାନ୍ଧି କହିଛନ୍ତି...