National

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଶେଷ: ଏବେ ଫଳାଫଳକୁ ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୬ଟାରେ ଶେଷ ହୋଇଛି। ପାଖାପାଖି ୭୦ପ୍ରତିଶତ ମତଦାନ ହୋଇଛି। ମେ ୧୫ରେ ଫଳାଫଳ ଘୋଷଣା କରାଯିବ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ...

ବୃଦ୍ଧ ପିତାମାତାଙ୍କୁ ଅବହେଳା କରୁଥିଲେ ୬ମାସ ଜେଲ ଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୃଦ୍ଧ ପିତାମାତାଙ୍କୁ ଅବହେଳା କିମ୍ବା ହଇରାଣ କରୁଥିଲେ ମିଳିବ ଦଣ୍ଡ। ୩ ମାସ ଥିବା ଜେଲ୍‌ ଦଣ୍ଡ ବ୍ୟବସ୍ଥାକୁ ୬ ମାସ କରାଯିବାର ଯୋଜନା କରୁଛନ୍ତି ସରକାର। ବୃଦ୍ଧ ପିତାମାତାଙ୍କୁ ହଇରାଣ କରୁଥିବା...

ପୋଲିସ ହାତରେ ସୁଇସାଇଡ୍ ନୋଟ: କ୍ୟାନସର ଯୋଗୁଁ ଜୀବନ ହାରିଲେ ଆଇପିଏସ୍ ହିମାଂଶୁ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୀବନ ହାରିବା ପୂର୍ବରୁ ସୁଇସାଇଡ ନୋଟ ଲେଖିଥିଲେ ଆଇପିଏସ୍ ଅଫିସର ହିମାଂଶୁ ରାୟ। ନିଜ ସର୍ଭିସ ରିଭରବଲରୁ ନିଜକୁ ଗୁଳି କରି ଜୀବନ ହାରିଥିବା ଆଇପିଏସ୍ ଅଫିସର ହିମାଂଶୁ ରାୟଙ୍କ ବାସଭବନରୁ ପୋଲିସ...

ଶନିବାର କର୍ଣ୍ଣାଟକ ଭୋଟ: ୨୨୩ ଆସନରେ ହେବ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୨୩ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ କର୍ଣ୍ଣାଟକ ଭୋଟର। ୧୫ରେ ଜଣାପଡ଼ିବ କିଏ ଗଢ଼ିବ କର୍ଣ୍ଣାଟକରେ ସରକାର। କର୍ଣ୍ଣାଟକ ବିଧାନସଭା ପାଇଁ ଶନିବାର ହେବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ...

୬ ସପ୍ତାହ ପାଇଁ ଜେଲରୁ ଆସିଲେ ଲାଲୁ, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୬ ସପ୍ତାହ ପାଇଁ ଜେଲରୁ ବାହାରିଛନ୍ତି। ଲାଲୁଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁଙ୍କୁ ଏହି ଜାମିନ ମିଳିଛି।...

ଜୀବନ ହାରିଲେ ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ସର୍ଭିସ ରିଭଲଭର୍‌ରୁ ନିଜକୁ ଗୁଳି କରିଛନ୍ତି ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ। ବଡ଼ ବଡ଼ ଅପରାଧୀଙ୍କୁ କାବୁ କରିଥିବା ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ ନିଜେ...

କର୍ଣ୍ଣାଟକରେ ସରିଲା ପ୍ରଚାର: ବିଜେପି କରିଛି ୪୦୦ ରାଲି, ରୋଡ ସୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଚାର ଶେଷ ହେବାର ଠିକ୍ ଘଣ୍ଟାଏ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ୧୩୦ରୁ ଅଧିକ ଆସନ ପାଇ ବିଜେପି ସରକାର...

‘ମୋ ମା’ ଦେଶ ପାଇଁ ବଳିଦାନ ଦେଇଛନ୍ତି’: ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ “ମୋ ମା’ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଦେଶ ପାଇଁ ବହୁତ କିଛି ସହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋ ମା’ଙ୍କ ବିଷୟରେ କିଛି କମେଣ୍ଟ୍ କରୁଛନ୍ତି ସେଥିରୁ ତାଙ୍କ ଚିନ୍ତାଧାରାର ସ୍ତର...

କୁଲି କାମ କରି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କଲେ ଶ୍ରୀନାଥ: ଏମିତି କରୁଥିଲେ ପରୀକ୍ଷା ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁଲି କାମ କରି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି କେରଳର ଶ୍ରୀନାଥ। ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିହୁଏ। ଏକଥାକୁ ବାସ୍ତବରେ ପରିଣତ କରିଛନ୍ତି...

ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ବି ସ୍ଥାନ ନାହିଁ: ‘ନ୍ୟାୟିକ ପଳାତକ’ ବିବେଚନା କଲା ବ୍ରିଟେନ୍ ହାଇକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ ହଜାର କୋଟି ଟଙ୍କା ଋଣ ନେଇ ବ୍ରିଟେନ୍ ପଳେଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସେଠାରେ ବି ତ୍ରାହି ମିଳିନାହିଁ। ବ୍ରିଟେନର ଉଚ୍ଚ ନ୍ୟାୟାଳୟ ମାଲ୍ୟାଙ୍କୁ  ‘ନ୍ୟାୟିକ ପଳାତକ’ ବିବେଚନା...