ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ହ୍ୱାଟ୍ସ ଆପ୍ ୟୁଜର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟ୍ରେ ହ୍ୱାଟସ୍ ଆପ୍। ଭାରତୀୟ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଚୀନ୍ ତଥ୍ୟ ଚୋରି କରୁଥିବା ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।
ବ୍ୟାଙ୍କ ଆକାଉଣ୍ଟ...
ଶାଢ଼ି ପିନ୍ଧିଲେ ଟିଡିପି ସାଂସଦ, ଲୋକସଭାରେ କଲେ ହଙ୍ଗାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଡିପି ସାଂସଦ ଶିବପ୍ରସାଦ ତେଲୁଗୁ ଅଭିନବ ଢଙ୍ଗରେ ଲୋକସଭାରେ କରୁଛନ୍ତି ପ୍ରତିବାଦ। କୃଷ୍ଣ ଏବଂ ଧୀବର ବେଶ ପରେ ସୋମବାର ସେ ଶାଢ଼ି ପିନ୍ଧି ଲୋକସଭାରେ କରିଛନ୍ତି ହଙ୍ଗାମା।
ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର...
ଚାରା ଘୋଟାଲାର ଚତୁର୍ଥ କେସ୍ରେ ବି ଲାଲୁ ଦୋଷୀ: ଜଗନ୍ନାଥ ମିଶ୍ର ଦୋଷମୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଜେଲ୍ ଯିବା ପରେ ବି ସଂକଟ ଟଳୁନାହିଁ। ଚାରା ଘୋଟାଲାର ଚତୁର୍ଥ କେସରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି...
ହୋ-ହଲ୍ଲା ଭିତରେ ଆଗତ ହୋଇପାରିଲାନି ଅନାସ୍ଥା ପ୍ରସ୍ତାବ: ସଂସଦ ମୁଲତବି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦି ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହୋଇପାରିନାହିଁ। ବିରୋଧୀଙ୍କ ହୋ-ହଲ୍ଲା ଭିତରେ ସଂସଦକୁ ଆସନ୍ତାକଲି ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି।
ସୋମବାର ଦିନ ଲୋକସଭାରେ ଟିଡିପି, ଓ୍ଵାଇଏସ୍ଆସିପି ଏବଂ...
ବକ୍ସ ଅଫିସରେ ଧମାଲ୍ କରୁଛି ଅଜୟ ଦେବଗନଙ୍କ ‘ରେଡ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଆକ୍ସନ ହିରୋ ଅଜୟ ଦେବଗନଙ୍କ ଫିଲ୍ମ ପୁଣି ଚର୍ଚ୍ଚାରେ। ନିକଟରେ ମୁକ୍ତିଲାଭ କରିଥିବା 'ରେଡ୍' ଏବେ ବକ୍ସ ଅଫିସରେ ଧମାଲ୍ କରୁଛି।
ବକ୍ସ ଅଫିସରେ ହଇଚଇ କରୁଛି ବଲିଉଡର ଆକ୍ସନ ହିରୋ...
ଟିଡିପି ଛାଡ଼ିଲା ଏନଡିଏ ହାତ: ଲୋକସଭାରେ ଅଡ଼ୁଆରେ ପଡ଼ିବେ କି ମୋଦି ସରକାର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନଡିଏ ମେଣ୍ଟରୁ ଓହରି ଯାଇଛି ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)। ଏନେଇ ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟୁଇଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶୁକ୍ରବାର ଏହି ପ୍ରସଙ୍ଗ...
ଆଇଏଏସ୍ଙ୍କ ପରେ ଆଇପିଏସ୍ଙ୍କ ପାଳି: ଉପ-ନିର୍ବାଚନରେ ଝଟକା ପରେ ଦାଉ ସାଧୁଛନ୍ତି ଯୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ଲାଗିଛି ଜୋରଦାର ଝଟକା। ଏହି ଝଟକା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଅଫିସରଙ୍କ ଟାର୍ଗେଟ୍ କରିଛନ୍ତି। ଶୁକ୍ରବାର ରାତିରେ ଯୋଗୀ ଆଇଏଏସ୍ ସ୍ତରରେ ବଡ଼...
ହସ୍ପିଟାଲ ଗଲେ ଲାଲୁ, ଜେଲ୍ରେ ହୋଇଗଲେ ଅସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ହୋଇଛନ୍ତି ଅସୁସ୍ଥ।
ଜେଲ୍ରେ ଅସୁସ୍ଥ ହୋଇଯାଇଛନ୍ତି ଆରଜେଡି ନେତା ଲାଲୁ...
ଇଂରାଜିରେ ଶ୍ଲୋକ ପଢ଼ି ବାହାଘର କରୁଛନ୍ତି ମହିଳା ପୁରୋହିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଆମ ସମାଜରେ ବିବାହ କାର୍ଯ୍ୟ ପାଇଁ ପଣ୍ଡିତ ଡ଼କାଯାଏ। ପୁରୁଷ ପୁରୋହିତ ବିବାହ କାର୍ଯ୍ୟ ସମ୍ପାଦନ କରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା କି ଜଣେ ମହିଳା ପୁଜାରୀ ବି ବିବାହ...
ପ୍ରତିଶୋଧ- ଅହଙ୍କାର ମୁକ୍ତ ଭାରତ ଗଠନ କରିବାକୁ ଆହ୍ୱାନ ଦେଲେ ସୋନିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀରେ ବସିଛି କଂଗ୍ରେସର ମହାଅଧିବେଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଏହି ଅବସରରେ ପାର୍ଟି କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର...





















