ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାରଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ସନ୍ଧ୍ୟା ୬ଟା ୧୫ରେ ମୁଖ୍ୟମନ୍ତ୍ରୀ...
ପିଏନବି ପରେ ଓରିଏଣ୍ଟାଲ ବ୍ୟାଙ୍କ: ୩୯୦କୋଟି ଟଙ୍କା ଠକେଇ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲା ପରେ ଆଉ ଏକ ବ୍ୟାଙ୍କ୍ ଘୋଟାଲା ସାମ୍ନାକୁ ଆାସିଛି।
୩୮୯ କୋଟି ୯୦ ଲକ୍ଷ ଟଙ୍କାର ଠକେଇ
ସିବିଆଇ ପକ୍ଷରୁ ମାମଲା ଋଜ୍ଜୁ
ହୀରା ବ୍ୟବସାୟ...
ନିରବ ମୋଦିଙ୍କୁ ପୁଣି ଇଡି ନୋଟିସ୍, ୨୬ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ତନାଘନା ଜାରି ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ନିରବ ମୋଦିଙ୍କୁ ସମନ ଜାରି କରିଛି। ଇଡି ପୂର୍ବରୁ ନିରବଙ୍କୁ ଦୁଇ ଦୁଇ ଥର ସମନ ଜାରି...
ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୩ ଆସନ ପାଇଁ ହେବ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧୬ଟି ରାଜ୍ୟର ୫୮ ଆସନ ପାଇଁ ହେବ ଭୋଟ୍
ମାର୍ଚ୍ଚ ୫ରେ ବିଜ୍ଞପ୍ତି
୧୨ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ
୧୩ରେ ନାମାଙ୍କନ ଯାଞ୍ଚ
ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା...
ସହପାଠୀ ମୁଣ୍ଡରେ ଅବିର ଲଗାଇ ଛାତ୍ର ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଲି ପାଳନ ହେବାକୁ ଆଉ କିଛିଦିନ ବାକି ଅଛି। କିନ୍ତୁ ତା’ପୂର୍ବରୁ ହୋଲି ଖେଳି ଜଣେ ଛାତ୍ର ଗିରଫ୍ ହୋଇଛି।
ଗୁରୁଗାଁଓର ଜଣେ ସ୍କୁଲ ଛାତ୍ରକୁ ହୋଲି ଖେଳିବା ମହଙ୍ଗା ପଡ଼ିଛି। ଘଟଣାଟି...
ନିରବ ସାମ୍ରାଜ୍ୟ ଉପରେ ଚଢ଼ାଉ: ୯ଟି ଦାମି କାର୍ ଜବତ କଲା ଇଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଏନ୍ବି ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସାମ୍ରାଜ୍ୟ ଉପରେ ଚଢ଼ାଉ ଜାରି ରଖିଛି ଇଡି। ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଇଡି ୯ଟି ଦାମୀ କାର୍...
୩୬୯୫ କୋଟିର ହେରଫେର୍: ରୋଟୋମାକ୍ କମ୍ପାନି ମାଲିକ ବିକ୍ରମ କୋଠାରୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଟୋମାକ୍ ପେନ୍ କମ୍ପାନିର ମାଲିକ ବିକ୍ରମ କୋଠାରୀ ଏବଂ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ସିବିଆଇ ଗିରଫ କରିଛି। ୩୬୯୫ କୋଟି ଟଙ୍କା ହେରଫେର ଅଭିଯୋଗରେ ଏହି ବାପା ପୁଅଙ୍କୁ ଗିରଫ...
ତିହାର୍ ଜେଲ୍ ଗଲେ ଆମ୍ ଆଦମୀ ପାର୍ଟିର ଦୁଇ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଉପରୁ ସଙ୍କଟ ଟଳୁନି। ନିକଟରେ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରବ୍ଦ ହୋଇଥିବା ବେଳେ ଏବେ ମୁଖ୍ୟ...
ଦେଶର ଦ୍ଵିତୀୟ ମହିଳା ପରିଚାଳିତ ରେଳଷ୍ଟେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନର ଜୟପୁରର ଗାନ୍ଧିନଗର ରେଳଷ୍ଟେସନ ଦେଶର ଦ୍ଵିତୀୟ ମହିଳା ପରିଚାଳିତ ରେଳ ଷ୍ଟେସନ୍ ଭାବେ ଖ୍ୟାତି ଅର୍ଜନ କରିଛି।
ଜୟପୁରର ଗାନ୍ଧିନଗର ରେଳଷ୍ଟେସନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଷ୍ଟେସନରେ କାର୍ଯ୍ୟରତ...
ଏମ୍ସରେ ଜଗା ପିନ୍ଧିଲା ସୁରକ୍ଷା ହେଲମେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଏମ୍ସରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଉଭୟ ଓଡ଼ିଶା ଫେରି ଆସିବେ। ଉଭୟଙ୍କୁ ବର୍ତ୍ତମାନ...




















