National

ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଅବନୀ ଚତୁର୍ବେଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମିଗ୍-୨୧ ଫାଇଟର ପ୍ଲେନ୍ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି ଅବନୀ ଚତୁର୍ବେଦୀ।  ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ଅଫିସର ଅବନୀ ଚତୁର୍ବେଦୀ ପୁଣି ଥରେ ଇତିହାସ...

ଟମାଟୋ ସସ୍ ପିଇ ଗିନିଜ ବୁକ ଅଫ ରେକର୍ଡ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟମାଟୋ ସସ୍ ପିଇ ଜଣେ ଭାରତୀୟ ଯୁବକ ଗିନିଜ ବୁକ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ୨୮.୩୭ ସେକେଣ୍ଡରେ ଅଧା କିଲୋ ସସ୍ ଷ୍ଟ୍ର ସହାୟତାରେ ପିଇ ସେ ଏହି କୃତିତ୍ଵ...

ଦଳ ଗଢ଼ିଲେ କମଲ ହାସନ: ପାର୍ଟିର ନାଁ ‘ମାକାଲ୍ ନିଧି ମୈୟମ୍’ ରଖିଲେ ସୁପରଷ୍ଟାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନେତା ବନିଲେ ତାମିଲ ସୁପରଷ୍ଟାର କମଲ ହାସନ। ବୁଧବାର ମଦୁରାଇଠାରେ ସେ ତାଙ୍କ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ମାକାଲ୍ ନିଧି ମୈୟମ୍ (ଏମଏନଏମ) ନାଁରେ ଦଳ ଗଢ଼ି କମଲ...

ଭାରତୀୟ ଆକାଶ ସୀମାରେ ଚକ୍କର କାଟିଲା ପାକିସ୍ତାନ ସାମରିକ ହେଲିକପ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୦୦ ମିଟର ଭିତରକୁ ପଶି ଆସିଲା ହେଲିକପ୍ଟର ସ୍ଥଳଭାଗ ପରେ ଆକାଶ ମାର୍ଗରେ ଚାଲେଞ୍ଜ ଦେଲା ପାକ୍ ପ୍ରାୟ ଅଧ ଘଣ୍ଟା ଧରି ଚକ୍କର କାଟିଲା ହେଲିକପ୍ଟର ଭାରତୀୟ ସୀମାରେଖାରେ ପାକିସ୍ତାନର...

ସୁଲତାନ ଅଜଲନ ଶାହା କପରେ ଓଡ଼ିଶାର ୪ ହକି ଖେଳାଳି

ଓଡ଼ିଶାଲାଇଭ୍‌ ବୁରୋ ମାର୍ଚ୍ଚ ୩ ତାରିଖରେ ମାଲେସିଆଠାରେ ଆରମ୍ଭ ହେବାକୁ ଥିବା ସୁଲତାନ ଅଜଲନ ଶାହା କପ୍ ପାଇଁ ଭାରତୀୟ ଟିମ୍‌ରେ ଓଡ଼ିଶାର ୪ ଜଣ ହକି ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ...

୨୫ ମିନିଟରେ ୧୫୦ କିଲୋମିଟର : ଆସୁଛି ଦେଶର ପ୍ରଥମ ହାଇପରଲୁପ୍ ଟ୍ରେନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ଓ ଜାପାନକୁ ପଛରେ ପକାଇ ଭାରତରେ ଦୌଡ଼ିବ ପ୍ରଥମ ହାଇପରଲୁପ୍‌ ଟ୍ରେନ୍। ବୁଲେଟ୍ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଚାଲିବ ଏହି ଟ୍ରେନ୍‌। ଭାରତରେ ପୁନେ ଏବଂ ମୁମ୍ବାଇ ମଧ୍ୟରେ ଏକ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହଟହଟା: ହେଲିକପ୍ଟର ଅବତରଣ କରିବାରେ ବାଧା ସୃଷ୍ଟି କଲା ସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଟିସି ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଅବତରଣ କରିବାରେ ସେନା ଅଧିକାରୀ ପ୍ରତିବନ୍ଧକ ସୃଷ୍ଟି କରିବାରୁ ବିବାଦ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ...

କେଉଁଠି ନିରବ ମୋଦି? ପିଏନବି ଠକେଇର ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇର ତନାଘନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ପ୍ରମୁଖ ଏୟାରପୋର୍ଟରେ ନୋଟିସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇସ୍ଥିତ ବ୍ରେଡି ହାଉସ ଶାଖା ସିଲ୍  ବିପୁଲ ଅମ୍ବାନିଙ୍କୁ ଜେରା ୩୫ଟି ସ୍ଥାନରେ ପୁଣି ଚଢ଼ାଉ କଲା ଇଡି ପଞ୍ଜାବ ନ୍ୟାସନାଲ...

ଗୁଜୁରାଟରେ କାନାଡା ପ୍ରଧାନମନ୍ତ୍ରୀ: ପରିବାର ସହ ସାବରବତି ଆଶ୍ରମ ବୁଲିଲେ ଜଷ୍ଟିନ୍ ଟ୍ରୁଡୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସୋମବାର ଗୁଜୁରାଟରେ ପହଞ୍ଚିଛନ୍ତି। ଅହମ୍ମଦାବାଦର ସାବରମତି ଆଶ୍ରମ ଏବଂ ଗାନ୍ଧିନଗରରେ ଥିବା ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି ଟ୍ରୁଡୋ...

ପାମ୍ପଡ଼ ବିକୁଥିଲେ ନିରବ ମୋଦିଙ୍କ ପରିବାର, ଏବେ ୧୦ଟି ଦେଶରେ ହୀରା ବ୍ୟବସାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନିରବ ମୋଦିଙ୍କ ଜେଜେ ବାପା ଗୁଜୁରାଟର ପାଲମପୁରରେ ବିକୁଥିଲେ ପାମ୍ପଡ଼। ପରେ ତାଙ୍କ ବାପା ବେଲଜିୟମରେ ଆରମ୍ଭ କରିଥିଲେ ହୀରା ବ୍ୟବସାୟ। ଏହାର ପ୍ରଭାବ ନିରବଙ୍କ ଉପରେ ପଡ଼ିଲା। ୧୯ ବର୍ଷ...